Jeremiah 41:7 in Oriya

Oriya Oriya Bible Jeremiah Jeremiah 41 Jeremiah 41:7

Jeremiah 41:7
ଯେତବେେଳେ ସମାନେେ ନଗରର ମଧ୍ଯସ୍ଥାନକୁ ଆସିଲେ, ଇଶମାଯଲେ ଓ ତା'ର ସଙ୍ଗୀମାନେ ସମାନଙ୍କେୁ ବଧ କଲେ ଏବଂ ସମାନଙ୍କେୁ ଏକ ଗାତ ମଧିଅରେ ଫୋପାଡ଼ି ଦେଲେ।

Jeremiah 41:6Jeremiah 41Jeremiah 41:8

Jeremiah 41:7 in Other Translations

King James Version (KJV)
And it was so, when they came into the midst of the city, that Ishmael the son of Nethaniah slew them, and cast them into the midst of the pit, he, and the men that were with him.

American Standard Version (ASV)
And it was so, when they came into the midst of the city, that Ishmael the son of Nethaniah slew them, `and cast them' into the midst of the pit, he, and the men that were with him.

Bible in Basic English (BBE)
And when they came inside the town, Ishmael, the son of Nethaniah, and the men who were with him, put them to death and put their bodies into a deep hole.

Darby English Bible (DBY)
And it was so, when they came into the midst of the city, that Ishmael the son of Nethaniah, he and the men that were with him, slew them, [and cast them] into the midst of the pit.

World English Bible (WEB)
It was so, when they came into the midst of the city, that Ishmael the son of Nethaniah killed them, [and cast them] into the midst of the pit, he, and the men who were with him.

Young's Literal Translation (YLT)
And it cometh to pass, at their coming in unto the midst of the city, that Ishmael son of Nethaniah doth slaughter them, at the midst of the pit, he and the men who `are' with him.

And
it
was
וַיְהִ֕יwayhîvai-HEE
so,
when
they
came
כְּבוֹאָ֖םkĕbôʾāmkeh-voh-AM
into
אֶלʾelel
midst
the
תּ֣וֹךְtôktoke
of
the
city,
הָעִ֑ירhāʿîrha-EER
Ishmael
that
וַיִּשְׁחָטֵ֞םwayyišḥāṭēmva-yeesh-ha-TAME
the
son
יִשְׁמָעֵ֤אלyišmāʿēlyeesh-ma-ALE
of
Nethaniah
בֶּןbenben
slew
נְתַנְיָה֙nĕtanyāhneh-tahn-YA
them,
and
cast
them
into
אֶלʾelel
the
midst
תּ֣וֹךְtôktoke
pit,
the
of
הַבּ֔וֹרhabbôrHA-bore
he,
ה֖וּאhûʾhoo
and
the
men
וְהָאֲנָשִׁ֥יםwĕhāʾănāšîmveh-ha-uh-na-SHEEM
that
אֲשֶׁרʾăšeruh-SHER
were
with
אִתּֽוֹ׃ʾittôee-toh

Cross Reference

Ezekiel 22:27
ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

Isaiah 59:7
ସମାନଙ୍କେର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସମାନେେ ନିର୍ଦ୍ ଦୋଷ ରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସମାନଙ୍କେର ଚିନ୍ତାସବୁ ଅଧର୍ମର ଚିନ୍ତା। ସମାନଙ୍କେ ପଥରେ ଧ୍ବଂସ ଓ ବିନାଶ ଥାଏ।

Psalm 55:23
ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।

Romans 3:15
ଲୋକେ ଅନ୍ୟକୁ ଆଘାତ ଓ ହତ୍ଯା କରିବା ପାଇଁ ସର୍ବଦା ପ୍ରସ୍ତୁତ

Ezekiel 33:24
ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'

Proverbs 1:16
ସହେି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥାନ୍ତି। ସମାନେେ ସର୍ବଦା ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି।

2 Kings 15:25
ରମଲିଯର ପୁତ୍ର ପକହେ, ପକହଙ୍କେର ସୈନ୍ଯବାହୀନିର ଜଣେ ସନୋପତି ରାଜ ପ୍ରାସାଦ ରେ ପକହେକୁ ହତ୍ଯା କଲେ। ଯେତବେେଳେ ରାଜାଙ୍କୁ ସେ ହତ୍ଯା କଲେ, ତାଙ୍କ ସହିତ ପଗ୍ଭଶ ଗିଲିଯଦୀଯ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।

2 Kings 11:1
ଅନନ୍ତର ଅହସିଯଙ୍କର ମାତା ଅଥଲିଯା ନିଜ ପୁତ୍ରର ମୃତ୍ଯୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।

1 Kings 16:10
ସେତବେେଳେ ସିମ୍ରି ଗୃହ ମଧ୍ଯକୁ ପ୍ରବେଶ କରି ଏଲାଙ୍କୁ ହତ୍ଯା କଲେ। ଯିହୁଦାର ରାଜା ଆସାଙ୍କର ସପ୍ତବିଂଶ ବର୍ଷ ରାଜତ୍ବ କାଳ ରେ ଏହା ଘଟିଲା। ତତ୍ପରେ ସିମ୍ରି ଏଲାଙ୍କ ଅନ୍ତେ ଇଶ୍ରାୟେଲର ରାଜା ହେଲେ।

1 Kings 15:28
ଯିହୁଦା ରେ ରାଜା ଆସାଙ୍କ ତୃତୀୟ ବର୍ଷ ରେ ବାଶା ନାଦବ୍ଙ୍କୁ ବଧ କରି ସହେି ପଦ ରେ ରାଜତ୍ବ କଲେ।