Jeremiah 4:8
ତେଣୁ ତୁମ୍ଭମାନେେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର। କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କୋରଧ ଆମ୍ଭମାନଙ୍କ ଉପ ରେ ରହିଅଛି।
Jeremiah 4:8 in Other Translations
King James Version (KJV)
For this gird you with sackcloth, lament and howl: for the fierce anger of the LORD is not turned back from us.
American Standard Version (ASV)
For this gird you with sackcloth, lament and wail; for the fierce anger of Jehovah is not turned back from us.
Bible in Basic English (BBE)
For this put on haircloth, with weeping and loud crying: for the burning wrath of the Lord is not turned back from us.
Darby English Bible (DBY)
For this, gird you with sackcloth, lament and howl! for the fierce anger of Jehovah is not turned away from us.
World English Bible (WEB)
For this gird you with sackcloth, lament and wail; for the fierce anger of Yahweh hasn't turned back from us.
Young's Literal Translation (YLT)
For this, gird on sackcloth, lament and howl, For the fierce anger of Jehovah hath not turned back from us.
| For | עַל | ʿal | al |
| this | זֹ֛את | zōt | zote |
| gird | חִגְר֥וּ | ḥigrû | heeɡ-ROO |
| sackcloth, with you | שַׂקִּ֖ים | śaqqîm | sa-KEEM |
| lament | סִפְד֣וּ | sipdû | seef-DOO |
| and howl: | וְהֵילִ֑ילוּ | wĕhêlîlû | veh-hay-LEE-loo |
| for | כִּ֥י | kî | kee |
| fierce the | לֹא | lōʾ | loh |
| anger | שָׁ֛ב | šāb | shahv |
| of the Lord | חֲר֥וֹן | ḥărôn | huh-RONE |
| not is | אַף | ʾap | af |
| turned back | יְהוָֹ֖ה | yĕhôâ | yeh-hoh-AH |
| from | מִמֶּֽנּוּ׃ | mimmennû | mee-MEH-noo |
Cross Reference
Jeremiah 6:26
ହେ ମାରେ ଲୋକମାନେ, ତୁମ୍ଭମାନେେ ଚଟବସ୍ତ୍ର ପରିଧାନ କର, ଭସ୍ମ ରେ ଗଡ଼, ଏକମାତ୍ର ପୁତ୍ରର ମୃତ୍ଯୁ ରେ ଶୋକ କଲାପରି ଶୋକ କର। ଅତିଶଯ ବିଳାପ କର। କାରଣ ଆମ୍ଭମାନଙ୍କୁ ବିନାଶକାରୀ ଅକସ୍ମାତ ଆକ୍ରମଣ କରିବ।
Isaiah 22:12
ତେଣୁ ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକମୁଣ୍ଡନ ଓ କଟିଦେଶ ରେ ଚଟବସ୍ତ୍ର ପରିଧାନ କରିବାକୁ ଡ଼ାକି କହିଲେ।
Isaiah 32:11
ହେ ଶାନ୍ତିପ୍ରିଯ ନାରୀଗଣ, ତୁମ୍ଭମାନେେ କମ୍ପିତା ହବେ। ହେ ନିଶ୍ଚିତା ନାରୀଗଣ, ତୁମ୍ଭମାନେେ ଉଦ୍ ବିଗ୍ନା ହବେ। ତୁମ୍ଭମାନଙ୍କର ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ କଟି ଦେଶ ରେ ଚଟ ବାନ୍ଧ।
Isaiah 10:4
ତୁମ୍ଭେ ଜଣେ ବନ୍ଦୀଲୋକ ପରି ମୁଣ୍ଡ ନୁଆଁଇବ। ଜଣେ ମୃତଲୋକ ପରି ପଡ଼ିରହିବ। ମାତ୍ର ତାହା ତୁମ୍ଭକୁ ସାହାୟ୍ଯ କରିବ ନାହିଁ। ପରମେଶ୍ବର ତଥାପି କ୍ରୋଧାନ୍ବିତ ରହିବେ। ସେ ତଥାପି ତୁମ୍ଭକୁ ଦଣ୍ଡ ଦବୋକୁ ପ୍ରସ୍ତୁତ ରହିବେ।
Isaiah 5:25
ସତଣୁ ସଦାପ୍ରଭୁସସମାନଙ୍କ ଉପସର ଅତ୍ଯନ୍ତ କ୍ରୋଧାନ୍ବିତସହାଇଛନ୍ତି।ସସ ତାଙ୍କର ହସ୍ତ ଉତ୍ତୋଳନ କରିସସମାନଙ୍କୁ ଦଣ୍ଡସଦଲବ। ଏପରିକି ପର୍ବତଗଣ ଭୟଭୀତସହଲବ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ସର ପଡ଼ିରହିବ। ଏପରିକି ପରଲମଶ୍ବରଙ୍କସକାର୍ଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତସସମାନଙ୍କୁ ଦଣ୍ଡସଦଲବ।
Amos 8:10
ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସ ରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପ ରେ ପରିଣତ ହବେ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ଯୁ ରେ ଯେପରି ଆକୁଳ କ୍ରନ୍ଦନ କରାୟାଏ ସହେିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହବେ।
Joel 2:12
ଏହା ସଦାପ୍ରଭୁଙ୍କର ବାର୍ତ୍ତା: ବର୍ତ୍ତମାନ ତୁମ୍ଭମାନେେ ସର୍ବାନ୍ତକରଣ ରେ ଆମ୍ଭ ନିକଟକୁ ଫରେିଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର।
Ezekiel 30:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯତବାକ୍ଯ ପ୍ରଚାର କରି କୁହ, 'ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି,
Ezekiel 21:12
ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ୍ରନ୍ଦନ ଓ ହାହାକାର କର। ଏପରି ମାରେଖଡ୍ଗ ଲୋକମାନଙ୍କ ବିରୁଦ୍ଧ ରେ ଓ ସମସ୍ତ ଇଶ୍ରାୟେଲର ଅଧିପତିଗଣଙ୍କ ବିରୁଦ୍ଧ ରେ ଉେତ୍ତାଳିତ ହାଇେଅଛି। ସମାନେେ ମାେ ଖଡ୍ଗ ରେ ସମର୍ପିତ ହାଇେଅଛନ୍ତି। ତେଣୁ ତୁମ୍ଭେ ଆପଣା ଛାତି ରେ ଆଘାତ କରି ତୁମ୍ଭର ଦୁଃଖ ପ୍ରକାଶ କର।
Jeremiah 48:20
ମାଯାେବ ଧ୍ବଂସପ୍ରାପ୍ତ ହାଇେ ଲଜ୍ଜିତ ହାଇେଅଛି। ତେଣୁ ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ମାୟୋବ ଧ୍ବଂସ ହାଇେଅଛି ବୋଲି ଅର୍ନୋନ ରେ ପ୍ରଚାର କର।
Jeremiah 30:24
ପୁଣି ସଦାପ୍ରଭୁଙ୍କର ମନର ଅଭିପ୍ରାଯ ସଫଳ ଓ ସିଦ୍ଧ ନ ହବୋ ପର୍ୟ୍ଯନ୍ତ ତାଙ୍କର ପ୍ରଜ୍ବଳିତ କୋର୍ଧ ପଶମିତ ହବେ ନାହିଁ। ତୁମ୍ଭମାନେେ ଅନ୍ତିମ ସମୟରେ ତାହା ବୁଝିବ।
Isaiah 15:2
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
Isaiah 13:6
ସଦାପ୍ରଭୁଙ୍କର ସ୍ବତନ୍ତ୍ର ଦିବସ ନିକଟବର୍ତ୍ତୀ। ତେଣୁ ନିଜେ ନିଜେ କ୍ରନ୍ଦନ କର ଓ ଦୁଃଖିତ ହୁଅ। ଏବଂ ସମୟ ଆସିବ ଯେତବେେଳେ ଶତ୍ରୁ ତୁମ୍ଭର ଧନକୁ ଲୁଣ୍ଠନ କରିବେ। ପରମେଶ୍ବର ସର୍ବଶକ୍ତିମାନ ଏହା ଘଟିବାକୁ ଦବେେ।
Isaiah 9:21
ଏହାର ଅର୍ଥ ହେଉଛି ମନଃଶି ଇଫ୍ରଯିମ ବିରୁଦ୍ଧ ରେ ଓ ଇଫ୍ରଯିମ ମନଃଶି ବିରୁଦ୍ଧ ରେ ଏବଂ ସମାନେେ ଉଭୟ ଯିହୁଦା ବିରୁଦ୍ଧ ରେ ଲଢ଼ିବେ।
Isaiah 9:17
ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖ ରେ ୟୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ୟୁବକ ମାନଙ୍କ ଉପ ରେ ସୁଖୀ ନୁହଁନ୍ତି। ଆଉମଧ୍ଯ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସମାନେେ ମିଥ୍ଯା କୁହନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେ ଉପ ରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।
Isaiah 9:12
ତା'ପ ରେ ସଦାପ୍ରଭୁ ଅରାମୀଯମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସହେି ଶତ୍ରୁଗଣ ଏକତ୍ରୀତ ଇଶ୍ରାୟେଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇଶ୍ରାୟେଲ ଉପ ରେ କୋରଧିତ ହବେେ ଓ ତା'ର ଲୋକମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ରହିବେ।
Psalm 78:49
ପରମେଶ୍ବର ଆପଣା କୋର୍ଧ ମିଶର ଉପରେ ଦଖାଇେଲେ। ସମାନଙ୍କେ ବିରୁଦ୍ଧରେ ଦୂତଦଳ ପଠାଇଲେ।
Numbers 25:4
ସଦାପ୍ରଭୁ ମାଶାଙ୍କେୁ କହିଲେ, ଲୋକମାନଙ୍କର ସମସ୍ତ ନତେୃବର୍ଗଙ୍କୁ ହତ୍ଯା କର ଏବଂ ସର୍ବସାଧାରଣ ସମ୍ମୁଖ ରେ ସମାନଙ୍କେୁ ଖରା ରେ ଟାଙ୍ଗି ଦିଅ। ତବେେ ସଦାପ୍ରଭୁଙ୍କର କୋରଧ ଇଶ୍ରାୟେଲମାନଙ୍କଠାରୁ ଦୂ ରଇେ ୟିବ।