Jeremiah 27:1
ୟୋଶଯଙ୍କ ପୁତ୍ର ଯିହୁଦାର ରାଜା ଯିହାୟୋକୀମ୍ଙ୍କ ଶାସନର ଆରମ୍ଭ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
Jeremiah 27:1 in Other Translations
King James Version (KJV)
In the beginning of the reign of Jehoiakim the son of Josiah king of Judah came this word unto Jeremiah from the LORD, saying,
American Standard Version (ASV)
In the beginning of the reign of Jehoiakim the son of Josiah, king of Judah, came this word unto Jeremiah from Jehovah, saying,
Bible in Basic English (BBE)
When Zedekiah, the son of Josiah, king of Judah, first became king this word came to Jeremiah from the Lord, saying,
Darby English Bible (DBY)
In the beginning of the reign of Jehoiakim the son of Josiah, the king of Judah, came this word to Jeremiah from Jehovah, saying,
World English Bible (WEB)
In the beginning of the reign of Jehoiakim the son of Josiah, king of Judah, came this word to Jeremiah from Yahweh, saying,
Young's Literal Translation (YLT)
In the beginning of the reign of Jehoiakim son of Josiah, king of Judah, hath this word been unto Jeremiah from Jehovah, saying,
| In the beginning | בְּרֵאשִׁ֗ית | bĕrēʾšît | beh-ray-SHEET |
| of the reign | מַמְלֶ֛כֶת | mamleket | mahm-LEH-het |
| Jehoiakim of | יְהוֹיָקִ֥ם | yĕhôyāqim | yeh-hoh-ya-KEEM |
| the son | בֶּן | ben | ben |
| of Josiah | יֹאושִׁיָּ֖הוּ | yōwšiyyāhû | yove-shee-YA-hoo |
| king | מֶ֣לֶךְ | melek | MEH-lek |
| of Judah | יְהוּדָ֑ה | yĕhûdâ | yeh-hoo-DA |
| came | הָיָ֞ה | hāyâ | ha-YA |
| this | הַדָּבָ֤ר | haddābār | ha-da-VAHR |
| word | הַזֶּה֙ | hazzeh | ha-ZEH |
| unto | אֶֽל | ʾel | el |
| Jeremiah | יִרְמְיָ֔ה | yirmĕyâ | yeer-meh-YA |
| from | מֵאֵ֥ת | mēʾēt | may-ATE |
| the Lord, | יְהוָ֖ה | yĕhwâ | yeh-VA |
| saying, | לֵאמֹֽר׃ | lēʾmōr | lay-MORE |
Cross Reference
2 Chronicles 36:11
ସିଦିକିଯ ଯିହୁଦାର ରାଜା ହବୋ ସମୟରେ ଏକୋଇଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏଗାର ବର୍ଷ ପର୍ୟ୍ଯନ୍ତ ରାଜା ହେଲେ।
Jeremiah 26:1
ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ପ୍ରାରମ୍ଭ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।
Jeremiah 27:3
ପୁଣି ଯିହୁଦାର ରାଜା ସିଦିକିଯଙ୍କୁ ଦକୋ କରିବାକୁ ୟିରୁଶାଲମକୁ ଆସିଥିବା ଦୂତମାନଙ୍କ ହସ୍ତ ରେ ଅନ୍ୟ ୟୁଆଳିଗୁଡ଼ିକୁ ଇଦୋମ, ମାଯାେବ, ଅମ୍ମାନେ, ସୋର ଓ ସୀଦୋନର ରାଜାମାନଙ୍କ ନିକଟକୁ ପଠାଅ।
Jeremiah 27:12
'ଅନନ୍ତର ମୁଁ ସହେି ସମସ୍ତ ବାକ୍ଯ ଯିହୁଦାର ରାଜା ସିଦିକିଯକୁ କହିଲି, ତୁମ୍ଭମାନେେ ଆପଣା ଆପଣା ବକେ ବାବିଲ ରାଜାର ୟୁଆଳି ତଳେ ରଖ ଓ ତାହାର ଏବଂ ତାହାର ଲୋକମାନଙ୍କର ସବୋ କର। ତହିଁରେ ତୁମ୍ଭମାନେେ ବଞ୍ଚିବ।
Jeremiah 27:19
କାରଣ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ବଯ, ସମୁଦ୍ର, ବୈଠକି ଓ ସମସ୍ତ ବାସନ କୁସନ ସମ୍ବନ୍ଧ ରେ କହନ୍ତି, ଯାହାକି ଏହି ନଗର ରେ ଛାଡ଼ିଛନ୍ତି।
Jeremiah 28:1
ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜତ୍ବର ଚତୁର୍ଥବର୍ଷର ପଞ୍ଚମ ମାସ ରେ ଗିବିଯୋନ ନିବାସୀ ଅସୂରର ପୁତ୍ର ହନାନିଯ ଭବିଷ୍ଯଦବକ୍ତା ସଦାପ୍ରଭୁଙ୍କ ଗୃହ ରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତ ରେ ମାେତେ ଏହି କଥା କହିଲେ।