Jeremiah 2:16
ଅଧିକନ୍ତୁ ନୋଫର ଓ ତଫନ ହଷେର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।
Jeremiah 2:16 in Other Translations
King James Version (KJV)
Also the children of Noph and Tahapanes have broken the crown of thy head.
American Standard Version (ASV)
The children also of Memphis and Tahpanhes have broken the crown of thy head.
Bible in Basic English (BBE)
Even the children of Noph and Tahpanhes have put shame on you.
Darby English Bible (DBY)
Even the children of Noph and Tahapanes have fed on the crown of thy head.
World English Bible (WEB)
The children also of Memphis and Tahpanhes have broken the crown of your head.
Young's Literal Translation (YLT)
Also sons of Noph and Tahapanes Consume thee -- the crown of the head!
| Also | גַּם | gam | ɡahm |
| the children | בְּנֵי | bĕnê | beh-NAY |
| of Noph | נֹ֖ף | nōp | nofe |
| and Tahapanes | וְתַחְפַּנְסֵ֑ | wĕtaḥpansē | veh-tahk-pahn-SAY |
| broken have | יִרְע֖וּךְ | yirʿûk | yeer-OOK |
| the crown of thy head. | קָדְקֹֽד׃ | qodqōd | kode-KODE |
Cross Reference
Jeremiah 46:14
ତୁମ୍ଭମାନେେ ମିଶର ରେ ପ୍ରଚାର କର, ମିଖଦୋଲ ରେ ଘାଷେଣା କର, ଆଉ ନୋଫ ଓ ତଫନ ହଷେ ରେ କୁହ, 'ତୁମ୍ଭମାନେେ ୟୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ଲୋକମାନଙ୍କୁ ବିନାଶ କରିଚାଲିଛି।'
Jeremiah 44:1
ଯେଉଁ ୟିହୁଦୀଯମାନେ ମିଶର ଦେଶସ୍ଥ ମିର୍ଦୋଲ ରେ, ତଫନ ହଷେ ରେ, ନୋଫ ରେ ଓ ପଥ୍ରୋପ ପ୍ରଦେଶ ରେ ବାସ କଲେ ସମାନଙ୍କେ ଉଦ୍ଦେଶ୍ଯ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
Jeremiah 43:7
ସେ ସମସ୍ତ ଲୋକ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଅବଧାନ କଲେ ନାହିଁ। ତେଣୁ ସମାନେେ ମିଶରକୁ ୟାଇ ତଫନ୍ ହଷେ ସହର ରେ ଉପସ୍ଥିତ ହେଲେ।
Isaiah 19:13
ସିୟୋନର ଅଧିପତିମାନେ ନିର୍ବୋଧ ହାଇେ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସହେି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି।
Deuteronomy 33:20
ମାଶାେ ଗାଦଙ୍କ ବିଷଯ ରେ ଏହି ସବୁ କହିଲେ, ପରମେଶ୍ବରଙ୍କର ପ୍ରଶଂସା ଗାନ କର ଯେ ଗାଦ୍ଙ୍କକ୍ସ୍ଟ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶାଇେ ରହେ ଓ ଅପେକ୍ଷା କରେ। ଏହାପରେ ଅପେକ୍ଷା କରି ପଶକ୍ସ୍ଟମାନଙ୍କୁ ଚିରି ବିଦିର୍ଣ କରେ।
Ezekiel 30:16
ଏବଂ ମୁଁ ମିଶର ରେ ଅଗ୍ନି ସଂୟୋଗ କରିବି। ସୀନ ମହାୟାତନାଗ୍ରସ୍ତ ହବେ ଓ ନୋ-ନଗର ଭଗ୍ନ ହବେ। ଏବଂ ନୋଫର ଶତ୍ରୁମାନେ ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।
Ezekiel 30:13
ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହିଛନ୍ତି, ମୁଁ ଦବେତାଗଣକୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶଷେ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶ ରେ ଭୟ ସୃଷ୍ଟି କରିବି।
Jeremiah 46:19
ହେ ମିଶର କନ୍ଯା, ତୁମ୍ଭେ ନିର୍ମାସନ ୟିବା ପାଇଁ ନିଜକୁ ପ୍ରସ୍ତୁତ କର। କାରଣ ନୋଫ ଧ୍ବଂସପ୍ରାପ୍ତ ଓ ଦଗ୍ଧିଭୂତ ହବେ। ସଠାେ ରେ କହେି ଲୋକ ବାସ କରିବେ ନାହିଁ।
Isaiah 31:1
ମିଶରକୁ ସାହାୟ୍ଯ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସମାନେେ ଅଶ୍ବମାନଙ୍କ ଉପ ରେ ନିର୍ଭର କରନ୍ତି। ସମାନେେ ଆଶା କରନ୍ତି ଅଶ୍ବଗଣ ସମାନଙ୍କେୁ ରକ୍ଷା କରିବେ। ଆଉ ମଧ୍ଯ ସମାନେେ ଭାବନ୍ତି ଅତ୍ଯଧିକ ରଥ ଓ ବହୁ ବଳବାନ ଅଶ୍ବାରୋହୀ ସୈନ୍ଯ ଥିବାରୁ ସମାନେେ ସୁରକ୍ଷିତ। ସମାନେେ ଇଶ୍ରାୟେଲର ପବିତ୍ରତା ପ୍ରତି ବିଶ୍ବାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ବଷେଣ କରନ୍ତି ନାହିଁ। ତେଣୁ ସମାନେେ ସନ୍ତାପର ପାତ୍ର।
Isaiah 30:1
ସଦାପ୍ରଭୁ କହିଲେ, ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସମାନେେ ମନ୍ତ୍ରଣା କରନ୍ତି ମାତ୍ର ସାହାୟ୍ଯ ଚାହାଁନ୍ତି ନାହିଁ। ସମାନେେ ପାପ ଉପ ରେ ପାପ କରି ଚାଲନ୍ତି ମାତ୍ର ମାରେ ଆତ୍ମା ଦ୍ବାରା ନୁହେଁ। ତେଣୁ ସମାନେେ ସନ୍ତାପର ପାତ୍ର।
Isaiah 8:8
ସହେି ଜଳରାଶି ଯିହୁଦା ପର୍ୟ୍ଯନ୍ତ ମାଡ଼ିୟିବ ଓ ଯିହୁଦାର କଣ୍ଠ ପର୍ୟ୍ଯନ୍ତ ବ୍ଯାପିବ। ପରିଶଷେ ରେ ତା'କୁ ବୁଡ଼ାଇ ଦବେ।
Isaiah 1:6
ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା' ରେ ପରିପୂର୍ଣ୍ଣ। ତୁମ୍ଭମାନେେ ସେ କ୍ଷତର ଯତ୍ନ ନଲେ ନାହିଁ। ତୁମ୍ଭମାନଙ୍କର ସହେି କ୍ଷତଗୁଡ଼ିକ ପରିଷ୍କୃତ ହାଇେ ନାହିଁ କିମ୍ବା ଆବୃତ ହାଇେ ନାହିଁ।
2 Kings 23:33
ଫାରୋ-ନଖୋ ଯିହାୟୋଦାରହସ୍ଙ୍କୁ ହମାତ୍ ଦେଶସ୍ଥ ରିବ୍ଲା ରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ୟିରୁଶାଲମ ରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ୟ୍ଯ କଲେ।
2 Kings 18:21
ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହାଇେଥିବା ଆଶାବାଡି ଉପରେ ନିର୍ଭର କରୁଅଛ। ଏହି ଆଶାବାଡି ମିଶରର ଅଟେ। କିନ୍ତୁ ଯଦି କହେି ତା' ଉପରେ ଆଉଜେ ଏହା ଭାଙ୍ଗି ୟିବ ଏବଂ ହାତ ରେ ପଶି ଫୋଡି ହାଇଯେିବ ଓ ଏହାକୁ ଘାଆ କରିଦବେ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସମାନେେ ଏହି ଭାଗ୍ଯର ଅଂଶିଦାର ହବେ।