Jeremiah 2:1 in Oriya

Oriya Oriya Bible Jeremiah Jeremiah 2 Jeremiah 2:1

Jeremiah 2:1
ଆଉ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା :

Jeremiah 2Jeremiah 2:2

Jeremiah 2:1 in Other Translations

King James Version (KJV)
Moreover the word of the LORD came to me, saying,

American Standard Version (ASV)
And the word of Jehovah came to me, saying,

Bible in Basic English (BBE)
And the word of the Lord came to me, saying,

Darby English Bible (DBY)
And the word of Jehovah came to me, saying,

World English Bible (WEB)
The word of Yahweh came to me, saying,

Young's Literal Translation (YLT)
And there is a word of Jehovah unto me, saying,

Moreover
the
word
וַיְהִ֥יwayhîvai-HEE
Lord
the
of
דְבַרdĕbardeh-VAHR
came
יְהוָ֖הyĕhwâyeh-VA
to
אֵלַ֥יʾēlayay-LAI
me,
saying,
לֵאמֹֽר׃lēʾmōrlay-MORE

Cross Reference

Jeremiah 23:28
ଶସ୍ଯ ସହିତ ପାଳ ସମାନ ନୁହେଁ। ଦହେିପରି ଯେଉଁ ଭବିଷ୍ଯଦବକ୍ତାଗଣ ଆମ୍ଭର ସ୍ବପ୍ନ ଦେଖିଛନ୍ତି, ସମାନେେ ସେ ସ୍ବପ୍ନକଥା ପ୍ରକାଶ କରନ୍ତୁ। ଯଦି ସମାନେେ ଆମ୍ଭର ବାକ୍ଯ ପାଇଛନ୍ତି ତବେେ ସମାନେେ ବିଶ୍ବସ୍ତ ଭାବରେ ତାହା କୁହନ୍ତୁ।

Jeremiah 1:11
ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?

Jeremiah 7:1
ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।

Ezekiel 7:1
ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟକୁ ଆସିଲା।

Hebrews 1:1
ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।

2 Peter 1:21
କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।