Isaiah 38:19
ମୁଁ ଯେପରି କରୁଅଛି ସହେିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ଯତା ଜ୍ଞାନ ବିଶ୍ବାସ କରାଇବେ।
Isaiah 38:19 in Other Translations
King James Version (KJV)
The living, the living, he shall praise thee, as I do this day: the father to the children shall make known thy truth.
American Standard Version (ASV)
The living, the living, he shall praise thee, as I do this day: The father to the children shall make known thy truth.
Bible in Basic English (BBE)
The living, the living man, he will give you praise, as I do this day: the father will give the story of your mercy to his children.
Darby English Bible (DBY)
The living, the living, he shall praise thee, as I this day: the father to the children shall make known thy truth.
World English Bible (WEB)
The living, the living, he shall praise you, as I do this day: The father to the children shall make known your truth.
Young's Literal Translation (YLT)
The living, the living, he doth confess Thee.
| The living, | חַ֥י | ḥay | hai |
| the living, | חַ֛י | ḥay | hai |
| he | ה֥וּא | hûʾ | hoo |
| praise shall | יוֹדֶ֖ךָ | yôdekā | yoh-DEH-ha |
| day: this do I as thee, | כָּמ֣וֹנִי | kāmônî | ka-MOH-nee |
| the father | הַיּ֑וֹם | hayyôm | HA-yome |
| children the to | אָ֣ב | ʾāb | av |
| shall make known | לְבָנִ֔ים | lĕbānîm | leh-va-NEEM |
| יוֹדִ֖יעַ | yôdîaʿ | yoh-DEE-ah | |
| thy truth. | אֶל | ʾel | el |
| אֲמִתֶּֽךָ׃ | ʾămittekā | uh-mee-TEH-ha |
Cross Reference
Deuteronomy 6:7
ଆଉ ତୁମ୍ଭେ ଆପଣା ସନ୍ତାନଗଣକକ୍ସ୍ଟ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦବେ। ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ, ପଥରେ ଚାଲିବା ବେଳେ, ତୁମ୍ଭେ ଶଯନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସମାନଙ୍କେର ସଙ୍ଗେ ସେ ବିଷଯ ରେ କଥାବାର୍ତ୍ତା କରିବ।
Psalm 78:3
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସମାନଙ୍କେ ବିଷଯରେ ଭଲଭାବରେ ଜାଣିଛୁ। ୟାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
Deuteronomy 4:9
କିନ୍ତୁ ସାବଧାନ ହକ୍ସ୍ଟଅ। ନିଶ୍ଚିତ ରୂପେ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଦେଖିଥିବା କାର୍ଯଗୁଡିକ କଦାପି ଭକ୍ସ୍ଟଲିବ ନାହିଁ। ତୁମ୍ଭମାନେେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତକ୍ସ୍ଟଣୀମାନଙ୍କୁ ସଗେକ୍ସ୍ଟଡିକ ଶିକ୍ଷା ଦିଅ।
Joel 1:3
ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ। ତୁମ୍ଭର ପିଲାମାନେ ସମାନଙ୍କେର ସନ୍ତାନମାନଙ୍କୁ ଜଣାନ୍ତୁ ଓ ତୁମ୍ଭର ନାତିମାନେ ସମାନଙ୍କେର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ।
Psalm 145:4
ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିଯା ସକଳର ପ୍ରଶଂସା କରନ୍ତୁ ସମାନେେ ତୁମ୍ଭର କାର୍ୟ୍ଯ ବିଷଯରେ କୁହନ୍ତୁ।
Psalm 119:175
ମାେତେ ବଞ୍ଚିବାକୁ ଦିଅ, ୟପରେିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ। ତୁମ୍ଭର ବ୍ଯବସ୍ଥା ମାରେ ସହାୟ ହେଉ।
Joshua 4:21
ତା'ପରେ ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କୁ କହିଲେ, ଭବିଷ୍ଯତ ରେ ତୁମ୍ଭର ପିଲାମାନେ ସମାନଙ୍କେର ପିତାମାତାଙ୍କୁ ପଗ୍ଭରିବେ, 'ଏ ପଥରଗକ୍ସ୍ଟଡିକ କ'ଣ?'
Deuteronomy 11:19
ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ ଏବଂ ବାଟରେ ଗ୍ଭଲିଲା ବେଳେ ଶାଇେବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷଯ ରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦବେ।
Exodus 13:14
ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।
Exodus 12:26
ଯେ ତବେଳେ ତୁମ୍ଭର ପିଲାମାନେ ତୁମ୍ଭକୁ ପଚାରିବେ, 'ତୁମ୍ଭମାନେେ କାହିଁକି ଏପରି ପର୍ବ ପାଳନ କରୁଛ?'
Genesis 18:19
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।
Ecclesiastes 9:10
ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।
Psalm 146:2
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି। ମୁଁ ଜୀବନସାରା ମାରେ ପରମେଶ୍ବରଙ୍କର ପ୍ରଶଂସାର ଗୀତ ଗାଇବି।
Psalm 118:17
ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।