Isaiah 32:10
ହେ ନିଶ୍ଚିତା ନାରୀଗଣ, ତୁମ୍ଭମାନେେ ବର୍ଷକ ପ ରେ ଉଦ୍ବିଗ୍ନା ହବେ। କାରଣ ଦ୍ରାକ୍ଷାଫଳର ଅଭାବ ହବେ, ଫଳ ଅମଳର ସମୟ ଆସିବ ନାହିଁ।
Isaiah 32:10 in Other Translations
King James Version (KJV)
Many days and years shall ye be troubled, ye careless women: for the vintage shall fail, the gathering shall not come.
American Standard Version (ASV)
For days beyond a year shall ye be troubled, ye careless women; for the vintage shall fail, the ingathering shall not come.
Bible in Basic English (BBE)
In not much more than a year, you, who are not looking for evil, will be troubled: for the produce of the vine-gardens will be cut off, and there will be no getting in of the grapes.
Darby English Bible (DBY)
In a year and [some] days shall ye be troubled, ye careless women; for the vintage shall fail, the ingathering shall not come.
World English Bible (WEB)
For days beyond a year shall you be troubled, you careless women; for the vintage shall fail, the harvest shall not come.
Young's Literal Translation (YLT)
Days and a year ye are troubled, O confident ones, For consumed hath been harvest, The gathering cometh not.
| Many days | יָמִים֙ | yāmîm | ya-MEEM |
| and years | עַל | ʿal | al |
| shall ye be troubled, | שָׁנָ֔ה | šānâ | sha-NA |
| women: careless ye | תִּרְגַּ֖זְנָה | tirgaznâ | teer-ɡAHZ-na |
| for | בֹּֽטְח֑וֹת | bōṭĕḥôt | boh-teh-HOTE |
| the vintage | כִּ֚י | kî | kee |
| fail, shall | כָּלָ֣ה | kālâ | ka-LA |
| the gathering | בָצִ֔יר | bāṣîr | va-TSEER |
| shall not | אֹ֖סֶף | ʾōsep | OH-sef |
| come. | בְּלִ֥י | bĕlî | beh-LEE |
| יָבֽוֹא׃ | yābôʾ | ya-VOH |
Cross Reference
Isaiah 7:23
ସସହି ଭୂମିଲର କ୍ଷଲତମାନଙ୍କସର ଏକ ହଜାର ଦ୍ରାକ୍ଷାଲତାସହବ। ପ୍ରଲତ୍ୟକକ ଦ୍ରାକ୍ଷାଲତାର ମୂଲ୍ଯ 1,000ସର ୗପ୍ୟ ମୁଦ୍ରାସହବ। ମାତ୍ରସସହି କ୍ଷଲତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣସହବ।
Zephaniah 1:13
ତା'ପ ରେ ଅନ୍ୟ ଲୋକମାନେ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିବେ ଓ ସମାନଙ୍କେର ଘରଗୁଡିକୁ ଧ୍ବଂସ କରିବେ। ସହେି ସମୟରେ ସମାନେେ ନିର୍ମାଣ କରିଥିବା ଘ ରେ ଲୋକମାନେ ରହିବେ ନାହିଁ ଏବଂ ସମାନେେ ବଢାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।
Habakkuk 3:17
ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।
Joel 1:12
ଦ୍ରାକ୍ଷାଲତାଗୁଡିକ ଶୁଷ୍କ ହାଇେଛନ୍ତି ଓ ଡିମିରି ବୃକ୍ଷ ମରି ୟାଇଛି। ସମସ୍ତ ଡାଳିମ୍ବ, ତାଳ ଓ ସେଓ ବୃକ୍ଷଗୁଡିକ ଶୁଖି ୟାଇଛି। ଲୋକମାନଙ୍କର ସମସ୍ତ ସୁଖ ମରିୟାଇଛି।
Joel 1:7
ସମାନେେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡିକ ଶୁଖି ନଷ୍ଟ ହାଇୟୋଇଛି। ସମାନେେ ମାରେ ଡିମିରି ବୃକ୍ଷର ବକ୍କଳ ଛଡାଇ ଫିଙ୍ଗି ଦଇେଛନ୍ତି।
Hosea 3:4
ସହେିପରି ଭାବରେ ଇଶ୍ରାୟେଲର ଲୋକମାନେ ବିନା ରାଜା ଓ ନେତା ରେ ଦୀର୍ଘଦିନ ଚଳିବେ। ସମାନେେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସମାନେେ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।
Hosea 2:12
ଆମ୍ଭେ ତା'ର ଦ୍ରାକ୍ଷାଲତାଗୁଡିକୁ ଓ ଡିମିରି ଗଛଗୁଡିକୁ ନଷ୍ଟ କରିଦବୋ। ସେ କହିଲା, 'ମରେ ପ୍ ରମେିକମାନେ ମାେତେ ଏସବୁ ଜିନିଷ ଦଇେଥିଲେ।' କିନ୍ତୁ ଆମ୍ଭେ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛ ରେ ଜଙ୍ଗଲ କରିଦବୋ। ବନ୍ଯପଶୁମାନେ ଆସି ସହେି ଗଛରୁ ଖାଇବେ।
Jeremiah 25:10
ଆଉ ମଧ୍ଯ ଆମ୍ଭେ ସମାନଙ୍କେ ମଧ୍ଯରୁ ଆମାଦେ, ପ୍ରମାଦେ, ଧ୍ବନି, ବରକନ୍ଯାଙ୍କର ସୁଖ ଓ ହର୍ଷ ଧ୍ବନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।
Jeremiah 8:13
ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେର ସମସ୍ତ ଶସ୍ଯ ଓ ଫଳ ନଇୟିବୋ ଓ ସମାନଙ୍କେୁ ନିରିହ ରୂପେ ସଂହାର କରିବା। ଦ୍ରାକ୍ଷାଲତା ରେ ଦ୍ରାକ୍ଷାଫଳ ଓ ଡ଼ିମ୍ବିରି ବୃକ୍ଷ ରେ ଡ଼ିମ୍ବିରି ଫଳ ରହିବ ନାହିଁ। ପତ୍ରସବୁ ମ୍ଲାନ ହାଇଯେିବେ। ଆମ୍ଭେ ସମାନଙ୍କେୁ ଯାହାସବୁ ଦଇେଅଛୁ, ସେସବୁ ସମାନଙ୍କେଠାରୁ ନଇୟିବେୁ।
Isaiah 24:7
ଦ୍ରାକ୍ଷାଲତା ମ୍ଲାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହାଇୟୋଇଛି। ଯେଉଁ ଲୋକମାନଙ୍କର ହୃଦଯ ଖୁସିଥିଲା ବର୍ତ୍ତମାନ ସମାନେେ ୟନ୍ତ୍ରଣା ରେ ଗଁ ଗଁ କରୁଛନ୍ତି।
Isaiah 16:10
ଉର୍ବରା କ୍ଷତରେୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହବେ ଏବଂ ଦ୍ରାକ୍ଷା କ୍ଷତେ ରେ ଗାନ ଓ ଆନନ୍ଦ ଧ୍ବନି ଶୁଣାୟିବ ନାହିଁ। ଦ୍ରାକ୍ଷାକୁ କୁଣ୍ଡ ରେ ପଦ ରେ ଚାପି କହେି ଦ୍ରାକ୍ଷାରସ ବାହାର କରିବ ନାହିଁ, କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ବନି ନିବୃତ୍ତି କରିଅଛୁଁ।
Isaiah 5:5
ବର୍ତ୍ତମାନ ମୁଁସମାର ଦ୍ରାକ୍ଷାକ୍ଷଲତ ପାଇଁ କ'ଣ କରିବି ତାହା ତୁମ୍ଭମାନଙ୍କୁ କହିବି।
Isaiah 3:17
ମାରେ ପ୍ରଭୁ ସହେି ସିୟୋନ କନ୍ଯାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସହେି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।