Isaiah 3:4
ପରମେଶ୍ବର କୁହନ୍ତି, ସମାନଙ୍କେ ଉପ ରେ ଶାସନ କରିବା ପାଇଁ ମୁଁ ୟୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସମାନଙ୍କେୁ ପରିଚାଳନା କରିବେ।
Isaiah 3:4 in Other Translations
King James Version (KJV)
And I will give children to be their princes, and babes shall rule over them.
American Standard Version (ASV)
And I will give children to be their princes, and babes shall rule over them.
Bible in Basic English (BBE)
And I will make children their chiefs, and foolish ones will have rule over them.
Darby English Bible (DBY)
And I will appoint youths as their princes, and children shall rule over them.
World English Bible (WEB)
I will give boys to be their princes, And children shall rule over them.
Young's Literal Translation (YLT)
And I have made youths their heads, And sucklings rule over them.
| And I will give | וְנָתַתִּ֥י | wĕnātattî | veh-na-ta-TEE |
| children | נְעָרִ֖ים | nĕʿārîm | neh-ah-REEM |
| princes, their be to | שָׂרֵיהֶ֑ם | śārêhem | sa-ray-HEM |
| and babes | וְתַעֲלוּלִ֖ים | wĕtaʿălûlîm | veh-ta-uh-loo-LEEM |
| shall rule | יִמְשְׁלוּ | yimšĕlû | yeem-sheh-LOO |
| over them. | בָֽם׃ | bām | vahm |
Cross Reference
Ecclesiastes 10:16
ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।
1 Kings 3:7
ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମାରେ ପିତା ଦାଉଦଙ୍କ ପଦ ରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦଖାଇବୋ ପାଇଁ ଅନଭିଜ୍ଞ।
2 Chronicles 33:1
ମନଃଶି ଯିହୁଦାର ରାଜା ହବୋ ସମୟରେ ବାରବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ପଞ୍ଚାବନ ବର୍ଷ ପର୍ୟ୍ଯନ୍ତ ରାଜା ହାଇେ ରହିଲେ।
2 Chronicles 34:1
ଯୋଶିୟ ରାଜା ହବୋ ସମୟରେ ଆଠ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏକତିରିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେଥିଲେ।
2 Chronicles 36:2
ଯିହାୟୋଦାରହସ୍ ଯିହୁଦାର ରାଜା ହବୋ ସମୟରେ ତଇେଶ ବର୍ଷ ବଯସ୍କ ହାଇେଥିଲେ। ସେ ତିନିମାସ ପର୍ୟ୍ଯନ୍ତ ୟିରୁଶାଲମ ରେ ରାଜା ହାଇେଥିଲେ।
2 Chronicles 36:5
ଯିହାୟୋକୀମ୍ ଯିହୁଦାର ନୂତନ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ଏଗାର ବର୍ଷ ପର୍ୟ୍ଯନ୍ତ ୟିରୁଶାଲମର ରାଜା ଥିଲେ। ଯିହାୟୋଦାରକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।
2 Chronicles 36:9
ୟିହୋଯାଖୀନ୍ ଯିହୁଦାର ରାଜା ହବୋ ସମଯେ ରେ ଅଠର ବର୍ଷ ବଯସ ହାଇେଥିଲେ। ସେ ୟିରୁଶାଲମ ରେ ତିନିମାସ ଓ ଦଶ ଦିନ ପର୍ୟ୍ଯନ୍ତ ରାଜା ହାଇେଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।
2 Chronicles 36:11
ସିଦିକିଯ ଯିହୁଦାର ରାଜା ହବୋ ସମୟରେ ଏକୋଇଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏଗାର ବର୍ଷ ପର୍ୟ୍ଯନ୍ତ ରାଜା ହେଲେ।