ଓଡ଼ିଆ
Isaiah 28:25 Image in Oriya
କୃଷକ ଜମିକୁ ପ୍ରସ୍ତୁତ କରି ସମାନ କଲାପ ରେ ବିଭିନ୍ନ ପ୍ରକାର ବୀଜ ବିଭିନ୍ନ ଭାବରେ ବପନ କରେ। କଳାଜିରା ବିଞ୍ଚି ଦିଏ ଓ ଜିରା ବୁଣି ଦିଏ। ଧାଡ଼ି ଧାଡ଼ିକରି ଗହମ ଓ ନିରୂପିତ ସ୍ଥାନ ରେ ୟବ ଏବଂ କ୍ଷେତ୍ରର ସୀମା ରେ ଜହ୍ନୀ ବୁଣିଥାଏ।