Isaiah 14:6 in Oriya

Oriya Oriya Bible Isaiah Isaiah 14 Isaiah 14:6

Isaiah 14:6
ବାବିଲର ରାଜା କୋର୍ଧ ରେ ଲୋକମାନଙ୍କୁ ପ୍ରହାର କରୁଥିଲେ ଓ ସେଥିରୁ କବେେ ନିବୃତ୍ତ ହେଉ ନ ଥିଲେ। ଲୋକମାନଙ୍କୁ ଆଘାତ କରିବାରୁ ସେ ଦୁରାଚାରୀ ଶାସକ ଦୂ ରଇେ ଯାଉ ନ ଥିଲେ।

Isaiah 14:5Isaiah 14Isaiah 14:7

Isaiah 14:6 in Other Translations

King James Version (KJV)
He who smote the people in wrath with a continual stroke, he that ruled the nations in anger, is persecuted, and none hindereth.

American Standard Version (ASV)
that smote the peoples in wrath with a continual stroke, that ruled the nations in anger, with a persecution that none restrained.

Bible in Basic English (BBE)
He whose rod was on the peoples with an unending wrath, ruling the nations in passion, with an uncontrolled rule.

Darby English Bible (DBY)
He that smote the peoples in wrath with a relentless stroke, he that ruled the nations in anger, is persecuted unsparingly.

World English Bible (WEB)
who struck the peoples in wrath with a continual stroke, who ruled the nations in anger, with a persecution that none restrained.

Young's Literal Translation (YLT)
He who is smiting peoples in wrath, A smiting without intermission, He who is ruling in anger nations, Pursuing without restraint!

He
who
smote
מַכֶּ֤הmakkema-KEH
the
people
עַמִּים֙ʿammîmah-MEEM
wrath
in
בְּעֶבְרָ֔הbĕʿebrâbeh-ev-RA
with
a
continual
מַכַּ֖תmakkatma-KAHT

בִּלְתִּ֣יbiltîbeel-TEE
stroke,
סָרָ֑הsārâsa-RA
ruled
that
he
רֹדֶ֤הrōderoh-DEH
the
nations
בָאַף֙bāʾapva-AF
in
anger,
גּוֹיִ֔םgôyimɡoh-YEEM
persecuted,
is
מֻרְדָּ֖ףmurdāpmoor-DAHF
and
none
בְּלִ֥יbĕlîbeh-LEE
hindereth.
חָשָֽׂךְ׃ḥāśākha-SAHK

Cross Reference

2 Chronicles 36:17
ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

Revelation 17:16
ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସମାନେେ ସହେି ବେଶ୍ଯାକୁ ଘୃଣା କରିବେ। ସମାନେେ ତା'ର ସବୁ ନଇେଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦବେେ। ସମାନେେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନି ରେ ପୋଡ଼ି ଦବେେ।

James 2:13
ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।

Daniel 7:19
ତା'ପ ରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧ ରେ ସମସ୍ତ ତଥ୍ଯ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦ ରେ ଦଳି ଦଲୋ।

Daniel 4:35
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।

Jeremiah 50:31
ହେ ଉଦ୍ଧତ ବାବିଲ, ଆମ୍ଭେ ତୁମ୍ଭ ବିପକ୍ଷ ରେ ଅଛୁ। ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେ ହତେୁ ତୁମ୍ଭ ବିରୁଦ୍ଧ ରେ ଅଛୁ, ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।

Jeremiah 25:26
ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣଙ୍କ ପ ରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ଯକୁ ପାନ କରାଇଲା ପ ରେ ଶେଶକର ରାଜା ଏହି ପାତ୍ରରୁ ପାନ କରିବେ।

Jeremiah 25:9
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

Isaiah 47:1
ଆଗୋ ବାବିଲର ଅନୁଢ଼ା କନ୍ଯ, ତଳକୁ ଓହ୍ଲାଇ ଆସି ଧୂଳି ରେ ବସ ; ଆଗୋ କଲଦୀଯର କନ୍ଯ, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭମାନେେ ଆଉ କୋମଳ ଓ କୁଆଁରୀକନ୍ଯା ବୋଲି ଖ୍ଯାତ ହାଇବେ ନାହିଁ।

Isaiah 46:10
ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।

Isaiah 33:1
ଦେଖ, ତୁମ୍ଭମାନେେ ଲୁଟିତ ନ ହାଇେ ମଧ୍ଯ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା ନ କଲେ ମଧ୍ଯ ତୁମ୍ଭମାନେେ ଅନ୍ୟମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛ। ତେଣୁ ତୁମ୍ଭମାନେେ ସନ୍ତାପର ପାତ୍ର। କାରଣ ତୁମ୍ଭମାନେେ ଲୁଟିବା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭମାନେେ ବିଶ୍ବାସଘାତକତା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭପ୍ରତି ବିଶ୍ବାସଘାତକତା କରିବେ।

Isaiah 21:1
ସାଗର ସମୀପସ୍ଥ ପ୍ରାନ୍ତର ବିଷଯ ରେ ଶାେକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ଯା ତୁଲ୍ଯ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।

Isaiah 13:14
ଆହତ ହରିଣ ଓ ପାଳକହୀନ ମଷେପାଳକମାନଙ୍କ ପରି ବାବିଲର ଲୋକମାନେ ପଳାଯନ କରିବେ। ସମାନେେ ସମସ୍ତେ ନିଜ ଦେଶ ଓ ଗୋଷ୍ଠୀ ଆଡ଼କୁ ଧାବିତ ହବେେ।

Isaiah 10:14
ଗୋଟିଏ ବ୍ଯକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସମାନଙ୍କେର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳ ରେ ଅପହରଣ କରିଛି। ଅନକେ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ୟାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ଯବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାୟ୍ଯ ରେ ଲଢ଼ିବାକୁ ସଠାେ ରେ ନ ଥାନ୍ତି। ତେଣୁ ଲୋକେ ଅଣ୍ଡା ନଇେ ୟାଆନ୍ତି। ତେଣୁ ମୁଁ ସହେିପରି ସମାନଙ୍କେର ଧନସମ୍ପଦ ଲୁଣ୍ଠନ କଲା ବେଳେ କହେି ମାେତେ ବାଧା ଦବେେ ନାହିଁ।'

Proverbs 21:30
ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

Job 9:13
ପରମେଶ୍ବର ତାଙ୍କ କୋର୍ଧ ଧରିରଖି ପାରିବେ ନାହିଁ। ରାହବର ସାହାୟ୍ଯକାରୀମାନେ ମଧ୍ଯ ତାଙ୍କୁ ଭୟ କରନ୍ତି।

Revelation 18:8
ସେଥିପାଇଁ ଗୋଟିଏ ଦିନ ଭିତ ରେ ଏହି କ୍ଲେଶ ତାକୁ ଆକ୍ରମଣ କରିବ : ମୃତ୍ଯୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନି ରେ ଜଳିୟିବ, କାରଣ ପ୍ରଭୁ ପରମେଶ୍ବର ତା'ର ବିଚାର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।