Isaiah 14:10 in Oriya

Oriya Oriya Bible Isaiah Isaiah 14 Isaiah 14:10

Isaiah 14:10
ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ, ବର୍ତ୍ତମାନ ତୁମ୍ଭମାନେେ ଆମ୍ଭ ପାଇଁ ମୃତ ପ୍ରାଯ। ତୁମ୍ଭମାନେେ ଆମ୍ଭମାନଙ୍କ ପାଇଁ ସମାନ।'

Isaiah 14:9Isaiah 14Isaiah 14:11

Isaiah 14:10 in Other Translations

King James Version (KJV)
All they shall speak and say unto thee, Art thou also become weak as we? art thou become like unto us?

American Standard Version (ASV)
All they shall answer and say unto thee, Art thou also become weak as we? art thou become like unto us?

Bible in Basic English (BBE)
They all make answer and say to you, Have you become feeble like us? have you been made even as we are?

Darby English Bible (DBY)
All of them shall answer and say unto thee, Art thou also become powerless as we; art thou become like unto us!

World English Bible (WEB)
All they shall answer and tell you, Are you also become weak as we? are you become like us?

Young's Literal Translation (YLT)
All of them answer and say unto thee, Even thou hast become weak like us! Unto us thou hast become like!

All
כֻּלָּ֣םkullāmkoo-LAHM
they
shall
speak
יַֽעֲנ֔וּyaʿănûya-uh-NOO
say
and
וְיֹאמְר֖וּwĕyōʾmĕrûveh-yoh-meh-ROO
unto
thee,
Art
thou
אֵלֶ֑יךָʾēlêkāay-LAY-ha
also
גַּםgamɡahm
become
weak
אַתָּ֛הʾattâah-TA
like
become
thou
art
we?
as
חֻלֵּ֥יתָḥullêtāhoo-LAY-ta
unto
כָמ֖וֹנוּkāmônûha-MOH-noo
us?
אֵלֵ֥ינוּʾēlênûay-LAY-noo
נִמְשָֽׁלְתָּ׃nimšālĕttāneem-SHA-leh-ta

Cross Reference

Psalm 49:6
ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।

Psalm 49:20
ଲୋକମାନେ ବିତ୍ତଶାଳୀ ହାଇପୋରନ୍ତି, ତଥାପି ସମାନେେ ବୁଝିପାରନ୍ତି ନାହିଁ ୟେ ସମାନେେ ମଧ୍ଯ ପଶୁଭଳି ମୃତ୍ଯୁବରଣ କରିବେ।

Psalm 82:6
ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।

Ecclesiastes 2:16
ଯେପରି ମୂର୍ଖର, ସହେିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରର ଭବିଷ୍ଯତ ରେ, ସମସ୍ତେ ବିସ୍ମୃତ ହାଇେ ୟାଇଥିବେ। କଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆୟିବ?

Ezekiel 32:21
ବୀରଗଣ ମଧିଅରେ ବଳବାନମାନେ ଖଡ୍ଗ ରେ ନିହତ ହାଇେଛନ୍ତି, ସହେି ଅସୁନ୍ନତ ଲୋକମାନେ ପାତାଳଗାମୀ ହାଇେ ସ୍ଥିର ହାଇେ ଶଯନ କରିଛନ୍ତି। ଆଉ ସମାନେେ ସହେି ପାତାଳ ମଧ୍ଯରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।

Luke 16:20
ଲାଜାର ନାମ ରେ ଜଣେ ଅତି ଗରିବ ଲୋକ ଥିଲା। ତା' ଦହେ ଘା' ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖ ରେ ପଡି ରହୁଥିଲା।