Hosea 12:13 in Oriya

Oriya Oriya Bible Hosea Hosea 12 Hosea 12:13

Hosea 12:13
କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇଶ୍ରାୟେଲକୁ ନଇେ ଆସିଲେ। ସଦାପ୍ରଭୁ ସହେି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାୟେଲକୁ ନିରାପଦ ରଖିଲେ।

Hosea 12:12Hosea 12Hosea 12:14

Hosea 12:13 in Other Translations

King James Version (KJV)
And by a prophet the LORD brought Israel out of Egypt, and by a prophet was he preserved.

American Standard Version (ASV)
And by a prophet Jehovah brought Israel up out of Egypt, and by a prophet was he preserved.

Bible in Basic English (BBE)
And Jacob went in flight into the field of Aram, and Israel became a servant for a wife, and for a wife he kept sheep.

Darby English Bible (DBY)
And by a prophet Jehovah brought Israel out of Egypt, and by a prophet was he preserved.

World English Bible (WEB)
By a prophet Yahweh brought Israel up out of Egypt, And by a prophet he was preserved.

Young's Literal Translation (YLT)
And by a prophet hath Jehovah brought up Israel out of Egypt, And by a prophet it hath been watched.

And
by
a
prophet
וּבְנָבִ֕יאûbĕnābîʾoo-veh-na-VEE
Lord
the
הֶעֱלָ֧הheʿĕlâheh-ay-LA
brought
יְהוָ֛הyĕhwâyeh-VA

אֶתʾetet
Israel
יִשְׂרָאֵ֖לyiśrāʾēlyees-ra-ALE
Egypt,
of
out
מִמִּצְרָ֑יִםmimmiṣrāyimmee-meets-RA-yeem
and
by
a
prophet
וּבְנָבִ֖יאûbĕnābîʾoo-veh-na-VEE
was
he
preserved.
נִשְׁמָֽר׃nišmārneesh-MAHR

Cross Reference

Acts 3:22
ମାଶାେ କହିଛନ୍ତି, 'ପରମେଶ୍ବର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦବେେ। ସହେି ଭାବବାଦୀ ତୁମ୍ଭମାନଙ୍କ ମଧ୍ଯରୁ ଆସିବେ। ସେ ମାେ'ପରି ହବେେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ।

Isaiah 63:11
ସେତବେେଳେ ସେ ପ୍ରାଚୀନ କାଳ ଓ ମାଶାେ ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମଷେପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ୟିଏକି ସମାନଙ୍କେ ମଧିଅରେ ନିଜର ପବିତ୍ର ଆତ୍ମାକୁ ସ୍ଥାପନ କଲେ, ସେ କାହାଁନ୍ତି ?

Psalm 77:20
ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।

Exodus 13:3
ମାଶାେ ଲୋକମାନଙ୍କୁ କହିଲେ, ଏହି ଦିବସକୁ ମନେ ରଖ, ତୁମ୍ଭମାନେେ ମିଶର ରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଭକ୍ଷଣ କରିବ।

Exodus 12:50
ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାକୁ ସମସ୍ତେ ମାନିଲେ।

Acts 7:35
ଯେଉଁ ମାଶାଙ୍କେୁ ସମାନେେ ଅବଜ୍ଞା କରି କହିଥିଲେ, 'କିଏ ତୁମ୍ଭକୁ ଶାସକ ଓ ବିଚ଼ାରକ କଲା?' ସହେି ମାଶାଙ୍କେୁ ହିଁ ବର୍ତ୍ତମାନ ପରମେଶ୍ବର ସମାନଙ୍କେର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ବର୍ଗଦୂତ ମାଶାଙ୍କେୁ ବୁଦା ଭିତ ରେ ଦର୍ଶନ ଦଇେଥିଲେ ସହେି ସ୍ବର୍ଗଦୂତଙ୍କ ସାହାୟ୍ଯ ରେ ପରମେଶ୍ପ ମାଶାଙ୍କେୁ ପଠାଇଲେ।

Micah 6:4
ଆମ୍ଭେ କ'ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମାଶାେ, ହାରୋଣ ଓ ମରିଯମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛି ଓ ତୁମ୍ଭମାନଙ୍କୁ ଦାସତ୍ବରୁ ମୁକ୍ତ କରିଛି।

Amos 2:11
ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ କେତକଙ୍କେୁ ଭବିଷ୍ଯତବକ୍ତା କରାଇଲୁ ଏବଂ ତୁମ୍ଭର କେତକେ ୟୁବକ ପୁରୁଷମାନଙ୍କୁ ନାସରୀଯ କରାଇଲୁ। ହେ ଇଶ୍ରାୟେଲୀୟ, ଏହା ସତ୍ଯ ଏବଂ ସଦାପ୍ରଭୁ ଏହାହିଁ କହିଥିଲେ।

Hosea 13:4
ମିଶର ରେ ତୁମ୍ଭମାନେେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ହାଇେ ଆସିଛୁ। ତୁମ୍ଭମାନେେ ଆମ୍ଭ ବ୍ଯତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନଥିଲ। ଆମ୍ଭେ ଏକମାତ୍ର ବ୍ଯକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ।

1 Samuel 12:8
ୟାକକ୍ସ୍ଟବ ମିଶରକକ୍ସ୍ଟ ଗଲା ଉତ୍ତାରକ୍ସ୍ଟ ମିଶରୀଯମାନେ ତୁମ୍ଭମାନଙ୍କର ବଂଶଧରଗଣଙ୍କର ଜୀବନକକ୍ସ୍ଟ ଦକ୍ସ୍ଟର୍ବିସହ କରି ଦେଲେ। ତେଣୁ ସମାନେେ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ସେତବେେଳେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କକ୍ସ୍ଟ ପଠାଇଲେ। ସମାନେେ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କକ୍ସ୍ଟ ମିଶରରକ୍ସ୍ଟ ଆଣିଲେ ଏବଂ ଏହି ସ୍ଥାନ ରେ ବାସ କରାଇଲେ।