Hosea 10:9
ଇଶ୍ରାୟେଲ, ତୁମ୍ଭେ ଗିବିଯାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସଠାେ ରେ ଲଗାତାର ପାପ କରି ଗ୍ଭଲିଛନ୍ତି। ୟୁଦ୍ଧ ପ୍ରକୃତ ରେ ସହେି ମନ୍ଦ ଲୋକମାନଙ୍କୁ ଗିବିଯା ରେ ଧରିବ।
Hosea 10:9 in Other Translations
King James Version (KJV)
O Israel, thou hast sinned from the days of Gibeah: there they stood: the battle in Gibeah against the children of iniquity did not overtake them.
American Standard Version (ASV)
O Israel, thou hast sinned from the days of Gibeah: there they stood; the battle against the children of iniquity doth not overtake them in Gibeah.
Bible in Basic English (BBE)
O Israel, you have done evil from the days of Gibeah; there they took up their position, so that the fighting against the children of evil might not overtake them in Gibeah.
Darby English Bible (DBY)
From the days of Gibeah hast thou sinned, O Israel: there they stood: the battle in Gibeah against the children of iniquity did not overtake them.
World English Bible (WEB)
"Israel, you have sinned from the days of Gibeah. There they remained. The battle against the children of iniquity doesn't overtake them in Gibeah.
Young's Literal Translation (YLT)
From the days of Gibeah thou hast sinned, O Israel, There they have stood, Not overtake them in Gibeah doth battle, Because of sons of perverseness.
| O Israel, | מִימֵי֙ | mîmēy | mee-MAY |
| thou hast sinned | הַגִּבְעָ֔ה | haggibʿâ | ha-ɡeev-AH |
| days the from | חָטָ֖אתָ | ḥāṭāʾtā | ha-TA-ta |
| of Gibeah: | יִשְׂרָאֵ֑ל | yiśrāʾēl | yees-ra-ALE |
| there | שָׁ֣ם | šām | shahm |
| they stood: | עָמָ֔דוּ | ʿāmādû | ah-MA-doo |
| battle the | לֹֽא | lōʾ | loh |
| in Gibeah | תַשִּׂיגֵ֧ם | taśśîgēm | ta-see-ɡAME |
| against | בַּגִּבְעָ֛ה | baggibʿâ | ba-ɡeev-AH |
| the children | מִלְחָמָ֖ה | milḥāmâ | meel-ha-MA |
| iniquity of | עַל | ʿal | al |
| did not | בְּנֵ֥י | bĕnê | beh-NAY |
| overtake | עַֽלְוָֽה׃ | ʿalwâ | AL-VA |
Cross Reference
Hosea 9:9
ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।
Genesis 6:5
ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଲୋକମାନେ ସର୍ବଦା କବଳେ ମନ୍ଦ ବିଷଯ ଚ଼ିନ୍ତା କରୁଛନ୍ତି।
Genesis 8:21
ତହିଁରେ ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚ଼ିନ୍ତା କଲେ, ପୃଥିବୀକି ଅଭିଶାପ ଦବୋ ନାହିଁ। ଯଦିଓ ବାଲ୍ଯାକାଳରୁ ମନୁଷ୍ଯର ମନର ଅଭିପ୍ରାଯ ଓ ପ୍ରବଣତା ମନ୍ଦ, ତଥାପି ଆଉ କବେେ ହେଲ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।
Judges 19:22
ସମାନେେ ଖାଉଥିଲା ବେଳେ ଓ ଉପ ଭୋଗ କରୁଥିଲା ବେଳେ ସହରରକ୍ସ୍ଟ କେତକେ ଦକ୍ସ୍ଟଷ୍ଟ ଲୋକ ଗୃହ ଗ୍ଭରିପାଖ ରେ ଘରେିଗଲେ। ସମାନେେ କବାଟରେ ବାଡଇବୋ ଆରମ୍ଭ କଲେ। ସମାନେେ ଗୃହମାଲିକ ସହେି ବୃଦ୍ଧ ଲୋକଙ୍କକ୍ସ୍ଟ ପାଟି କଲେ: ସହେି ଲୋକକୁ ଗୃହରକ୍ସ୍ଟ ବାହାର କରି ଆଣ ୟିଏ ତୁମ୍ଭର ଅତିଥି। ଆମ୍ଭେ ତା ସହିତ ରତିକ୍ରିଯା କରିବକ୍ସ୍ଟ।
Judges 20:5
କିନ୍ତୁ ସହେି ରାତ୍ରି ରେ ଗିବିଯାର ଅଧିପତି ସଠାେକକ୍ସ୍ଟ ଆସିଲେ। ଯେଉଁଠା ରେ ମୁ ରହକ୍ସ୍ଟଥିଲି। ସମାନେେ ସେ ଗୃହକକ୍ସ୍ଟ ଘରେିଗଲେ। ଏବଂ ସମାନେେ ଚାହିଁଲେ ମାେତେ ମାରିଦବୋ ପାଇଁ ସମାନେେ ମାରେ ଉପପତ୍ନୀଙ୍କକ୍ସ୍ଟ ଧର୍ଷଣ କଲେ। ଏବଂ ସେ ମରିଗଲା।
Judges 20:13
ଗିବିଯାର କକ୍ସ୍ଟକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତ ରେ ବର୍ତ୍ତମାନ ସମର୍ପଣ କର, ଯାହାଫଳ ରେ ଆମ୍ଭମାନେେ ସମାନଙ୍କେୁ ହତ୍ଯା କରି ପାରିବକ୍ସ୍ଟ ଏବଂ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିଦବେକ୍ସ୍ଟ।
Judges 20:17
ବିନ୍ଯାମୀନ ପରିବାରବର୍ଗ ବ୍ଯତୀତ ଇଶ୍ରାୟେଲର 4,00,000 ଖଡ୍ଗଧାରୀ ଗଣତି ହେଲେ। ସମାନେେ ସମସ୍ତେ ତାଲିମ ପ୍ରାଲ୍ଗ ସୈନିକ ଥିଲେ।
Zephaniah 3:6
ପରମେଶ୍ବର କହନ୍ତି, ଆମ୍ଭେ ସମଗ୍ର ଜାତିକୁ ଧ୍ବଂସ କରିଅଛୁ। ଆମ୍ଭେ ସମାନଙ୍କେର ପ୍ରତିରକ୍ଷା ପ୍ରାଚୀରକୁ ଧ୍ବଂସ କଲୁ। ସମାନଙ୍କେର ରାସ୍ତାକୁ ଏପରି ଧ୍ବଂସ କଲୁ ଯେ ଆଉ କହେି ସଠାେକୁ ଏଣିକି ୟାଇପାରିବେ ନାହିଁ। ଆମ୍ଭେ ସମାନଙ୍କେର ନଗରଗୁଡିକ ଶୂନ୍ଯ କରି ଦଲେୁ, ତେଣୁ ସଠାେ ରେ ଆଉ କହେି ବାସ କରିପାରିବେ ନାହିଁ।
Matthew 23:31
ତୁମ୍ଭେ ପ୍ରଣିତ କରି ଦେଉଛ ଯେ ତୁମ୍ଭମାନେେ ସହେି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କଲେ।