Habakkuk 3:5 in Oriya

Oriya Oriya Bible Habakkuk Habakkuk 3 Habakkuk 3:5

Habakkuk 3:5
ରୋଗଗୁଡିକ ତାଙ୍କ ଆଗେ ଆଗେ ଚାଲିଲେ ଏବଂ ଧ୍ବଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।

Habakkuk 3:4Habakkuk 3Habakkuk 3:6

Habakkuk 3:5 in Other Translations

King James Version (KJV)
Before him went the pestilence, and burning coals went forth at his feet.

American Standard Version (ASV)
Before him went the pestilence, And fiery bolts went forth at his feet.

Bible in Basic English (BBE)
Before him went disease, and flames went out at his feet.

Darby English Bible (DBY)
Before him went the pestilence, And a burning flame went forth at his feet.

World English Bible (WEB)
Plague went before him, And pestilence followed his feet.

Young's Literal Translation (YLT)
Before Him goeth pestilence, And a burning flame goeth forth at His feet.

Before
לְפָנָ֖יוlĕpānāywleh-fa-NAV
him
went
יֵ֣לֶךְyēlekYAY-lek
the
pestilence,
דָּ֑בֶרdāberDA-ver
coals
burning
and
וְיֵצֵ֥אwĕyēṣēʾveh-yay-TSAY
went
forth
רֶ֖שֶׁףrešepREH-shef
at
his
feet.
לְרַגְלָֽיו׃lĕraglāywleh-rahɡ-LAIV

Cross Reference

Exodus 12:29
ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।

Numbers 16:46
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନଇେ ତହିଁ ମଧିଅରେ ୟଜ୍ଞବଦେୀରୁ ଅଗ୍ନି ଦିଅ। ଏଥି ରେ ଧୂପ ଦଇେ ଶୀଘ୍ର ମଣ୍ତଳୀ ନିକଟକୁ ୟାଇ ସମାନଙ୍କେ ନିମନ୍ତେ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ଅତି କୋରଧିତ ହାଇେଛନ୍ତି, ମହାମରୀ ବ୍ଯାପି ଗଲାଣି।

Numbers 14:12
ମୁଁ ମହାମାରୀଦ୍ବାରା ସମାନଙ୍କେୁ ସଂହାର କରିବି ଓ ସମାନଙ୍କେର ଅଧିକାର ଛଡଇେ ନବେି। ପୁଣି ସମାନଙ୍କେଠାରୁ ତୁମ୍ଭକୁ ବଡ ଓ ବଳବାନ ଜାତି କରିବି।

Deuteronomy 32:24
ସମାନେେ ଭୋକ ଯୋଗୁ କ୍ଷୀଣ ହବେେ। ସମାନେେ ବ୍ଯାଧିର ଜ୍ବଳା ରେ ଓ ବିଷାକ୍ତ ମହାମାରୀ ରେ ଗ୍ରାସୀତ ହବେେ। ମୁ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ସମାନଙ୍କେୁ ଦଂଶନ କରିବା ପାଇଁ ବନ୍ଯଜନ୍ତକ୍ସ୍ଟମାନଙ୍କୁ, ଏବଂ ଧୂଳି ରେ ଗକ୍ସ୍ଟରକ୍ସ୍ଟଣ୍ତୁଥିବା ବିଷାକ୍ତ ପୋକଜୋକ ପଠାଇବି।

Psalm 18:7
ସତେିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ବର୍ଗରାଜ୍ଯର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କୋର୍ଧିତ ହେଲେ।

Psalm 78:50
ପରମେଶ୍ବର ନିଜ କୋର୍ଧ ପାଇଁ ପଥ ପ୍ରସ୍ତୁତ କଲେ। ସେ ମୃତ୍ଯୁରୁ ସମାନଙ୍କେ ପ୍ରାଣ ରକ୍ଷା କଲେ ନାହିଁ। ମାତ୍ର ମହାମାରୀରେ ସମାନଙ୍କେ ଜୀବନକୁ ସମାପ୍ତ କଲେ।

Nahum 1:2
ସଦାପ୍ରଭୁ ଇର୍ଷାପରାଯଣ ଏବଂ ପ୍ରତିଶାଧେ ପରାଯଣ। ସେ କୋରଧାନ୍ବିତ ହାଇେ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପ ରେ ସେ ପ୍ରତି ଶାଧେ ନିଅନ୍ତି। ସେ ତାଙ୍କର ଶତୃମାନଙ୍କ ଉପ ରେ ରାଗନ୍ତି।