Leviticus 15:19 in Oriya

Oriya Oriya Bible Leviticus Leviticus 15 Leviticus 15:19

Leviticus 15:19
ଆଉ ଯଦି କୌଣସି ସ୍ତ୍ରୀ ରଜସ୍ବଳା ହୁଏ ଓ ତା'ର ଦହରେୁ ରକ୍ତ କ୍ଷରିତ ହୁଏ, ତବେେ ସେ ସାତଦିନ ପର୍ୟ୍ଯନ୍ତ ଅଶୌଚ ରହିବ। ୟିଏ କହେି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 15:18Leviticus 15Leviticus 15:20

Leviticus 15:19 in Other Translations

King James Version (KJV)
And if a woman have an issue, and her issue in her flesh be blood, she shall be put apart seven days: and whosoever toucheth her shall be unclean until the even.

American Standard Version (ASV)
And if a woman have an issue, `and' her issue in her flesh be blood, she shall be in her impurity seven days: and whosoever toucheth her shall be unclean until the even.

Bible in Basic English (BBE)
And if a woman has a flow of blood from her body, she will have to be kept separate for seven days, and anyone touching her will be unclean till evening.

Darby English Bible (DBY)
And if a woman have a flux, and her flux in her flesh be blood, she shall be seven days in her separation, and whoever toucheth her shall be unclean until the even.

Webster's Bible (WBT)
And if a woman shall have an issue, and her issue in her flesh be blood, she shall be put apart seven days: and whoever toucheth her shall be unclean until the evening.

World English Bible (WEB)
"'If a woman has a discharge, and her discharge in her flesh is blood, she shall be in her impurity seven days: and whoever touches her shall be unclean until the evening.

Young's Literal Translation (YLT)
`And when a woman hath an issue -- blood is her issue in her flesh -- seven days she is in her separation, and any one who is coming against her is unclean till the evening.

and
a
וְאִשָּׁה֙wĕʾiššāhveh-ee-SHA
woman
And
כִּֽיkee
if
תִהְיֶ֣הtihyetee-YEH
have
issue
זָבָ֔הzābâza-VA
her
blood,
be
דָּ֛םdāmdahm
issue,
an
in
יִֽהְיֶ֥הyihĕyeyee-heh-YEH
her
זֹבָ֖הּzōbāhzoh-VA
flesh
בִּבְשָׂרָ֑הּbibśārāhbeev-sa-RA
seven
days:
be
שִׁבְעַ֤תšibʿatsheev-AT
shall
she
יָמִים֙yāmîmya-MEEM
put
תִּֽהְיֶ֣הtihĕyetee-heh-YEH
apart
בְנִדָּתָ֔הּbĕniddātāhveh-nee-da-TA
and
whosoever
וְכָלwĕkālveh-HAHL
toucheth
הַנֹּגֵ֥עַhannōgēaʿha-noh-ɡAY-ah
unclean
be
shall
her
בָּ֖הּbāhba
until
יִטְמָ֥אyiṭmāʾyeet-MA
the
even.
עַדʿadad
הָעָֽרֶב׃hāʿārebha-AH-rev

Cross Reference

ଲେବୀୟ ପୁସ୍ତକ 12:2
ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, 'ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତବେେ ସେ ସ୍ତ୍ରୀ ଧର୍ମର ଅ େଶୗଚ ସମୟ ପରି ସାତଦିନ ୟାଏ ଅଶୁଚି ରହିବ।

ଲେବୀୟ ପୁସ୍ତକ 12:4
ପୁଣି ସେ ସ୍ତ୍ରୀ ତତେିଶ ଦିନ ପର୍ୟ୍ଯନ୍ତ ନିଜର େଶୗଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥା ରେ ରହିବ। ଯେପର୍ୟ୍ଯନ୍ତ େଶୗଚର ଦିନ ପୂର୍ଣ୍ଣ ନ ହୁଏ, ସପେର୍ୟ୍ଯନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନ ରେ ପ୍ରବେଶ କରିବ ନାହିଁ।

ଲେବୀୟ ପୁସ୍ତକ 20:18
ଯଦି କହେି ରଜସ୍ବଳା ନାରୀ ସହିତ ୟୌନ ସଂପର୍କ ରେଖ, ତବେେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବା ଉଚିତ୍। ସମାନେେ ଅପରାଧୀ କାରଣ ସମାନେେ ତା'ର ମାସିକ କ୍ଷରଣ ଅନାବୃତ କରିଛନ୍ତି।

ଯିରିମିୟଙ୍କ ବିଳାପ 1:8
ୟିରୁଶାଲମ ଅତିଶଯ ପାପ କରିଅଛି, ଏଣୁ ସେ ନଗର ଧ୍ବଂସପ୍ରାପ୍ତ ହାଇେଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସମାନେେ ତାକୁ ଘୃଣା କରୁଛନ୍ତି। କାରଣ ସମାନେେ ତାକୁ ଗାଳି ଦିଅନ୍ତି। ୟିରୁଶାଲମ ଦୀର୍ଘ ନିଃଶ୍ବାସ ଛାଡ଼ୁଅଛି ଓ ପଛକୁ ମୁଖ ଫରୋଉଛି।

ଯିରିମିୟଙ୍କ ବିଳାପ 1:17
ସିୟୋନ ଆପଣା ହସ୍ତ ପ୍ରସାରଣ କରୁଛି, ମାତ୍ର ତାକୁ ସାହାୟ୍ଯ କରିବାକୁ କହେି ନାହିଁ। ଯାକୁବର ଶତ୍ରୁଗଣ ତାକୁ ଚତୁର୍ଦ୍ଦିଗରୁ ଘରେି ରହିବାକୁ ସଦାପ୍ରଭୁ ଆଦେଶ କରିଛନ୍ତି। ୟିରୁଶାଲମ ସମାନଙ୍କେ ମଧିଅରେ ଅଶୁଚି ବସ୍ତୁ ତୁଲ୍ଯ ଅଛି।

ଯିହିଜିକଲ 36:17
ହେ ମନୁଷ୍ଯ ପୁତ୍ର, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ଦେଶ ରେ ବାସ କଲେ, ଇଶ୍ରାୟେଲର ପରିବାର ସମାନଙ୍କେର କୁକର୍ମ ଦ୍ବାରା ତାହାକୁ ଅଶୁଚି କଲେ। ସମାନଙ୍କେର ଆଚରଣ ସ୍ତ୍ରୀ ଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ଯ ଥିଲା।

ମାଥିଉଲିଖିତ ସୁସମାଚାର 15:19
କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।

ମାର୍କଲିଖିତ ସୁସମାଚାର 5:25
ସଠାେରେ ଲୋକଙ୍କ ଭିତ ରେ ଜଣେ ସ୍ତ୍ରୀ ଲୋକ ଥିଲା। ବିଗତ ବାରବର୍ଷ ଧରି ତା'ର ରକ୍ତସ୍ରାବ ହେଉଥିଲା।