John 5:34 in Oriya

Oriya Oriya Bible John John 5 John 5:34

John 5:34
ମାେ ବିଷୟ ରେ ସାକ୍ଷୀ ଦବୋ ପାଇଁ କୌଣସି ବ୍ଯକ୍ତିର ପ୍ରୟୋଜନ ନାହିଁ କିନ୍ତୁ ମୁଁ ତୁମ୍ଭକୁ ଏହି ସବୁ କହୁଛି ଯେପରି ତୁମ୍ଭମାନେେ ତାହାଦ୍ବାରା ଉଦ୍ଧାର ପାଇ ପାରିବ।

John 5:33John 5John 5:35

John 5:34 in Other Translations

King James Version (KJV)
But I receive not testimony from man: but these things I say, that ye might be saved.

American Standard Version (ASV)
But the witness which I receive is not from man: howbeit I say these things, that ye may be saved.

Bible in Basic English (BBE)
But I have no need of a man's witness: I only say these things so that you may have salvation.

Darby English Bible (DBY)
But I do not receive witness from man, but I say this that *ye* might be saved.

World English Bible (WEB)
But the testimony which I receive is not from man. However, I say these things that you may be saved.

Young's Literal Translation (YLT)
`But I do not receive testimony from man, but these things I say that ye may be saved;

I
ἐγὼegōay-GOH
But
δὲdethay
not
οὐouoo
from
παρὰparapa-RA
man:
ἀνθρώπουanthrōpouan-THROH-poo

τὴνtēntane
testimony
μαρτυρίανmartyrianmahr-tyoo-REE-an
receive
λαμβάνωlambanōlahm-VA-noh
but
ἀλλὰallaal-LA
things
these
ταῦταtautaTAF-ta
I
say,
λέγωlegōLAY-goh
that
ἵναhinaEE-na
ye
ὑμεῖςhymeisyoo-MEES
might
be
saved.
σωθῆτεsōthētesoh-THAY-tay

Cross Reference

ଯୋହନଙ୍କ ପ୍ରଥମ ପତ୍ର 5:9
ଯେ ତବେଳେ ଲୋକମାନେ ସତ୍ଯକଥା କହନ୍ତି, ଆମ୍ଭେ ତାହା ବିଶ୍ବାସ କରିଥାଉ। କିନ୍ତୁ ପରମେଶ୍ବର ଯାହା କହନ୍ତି, ତାହା ତ ଅଧିକ ବିଶ୍ବାସ ୟୋଗ୍ଯ। ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ ସତ୍ଯ ସାକ୍ଷ୍ଯ ଦିଅନ୍ତି।

ଯୋହନଲିଖିତ ସୁସମାଚାର 20:31
କିନ୍ତୁ ଏହି ପୁସ୍ତକରେ ଏହି ସବୁ ଲଖାେ ହାଇେଛି ଯେପରି ତୁମ୍ଭେ ବିଶ୍ବାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ବରଙ୍କର ପୁତ୍ର ଅଟନ୍ତି ଓ ବିଶ୍ବାସ କରି, ତୁମ୍ଭମାନେେ ତାହାଙ୍କ ନାମ ଦ୍ବାରା ଜୀବନ ପ୍ରାପ୍ତ ହବେ, ଏଥିନିମନ୍ତେ ଏ ସମସ୍ତ ଲଖାଯାେଇଛି।

ଲୂକଲିଖିତ ସୁସମାଚାର 19:41
ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:16
ତୁମ୍ଭ ନିଜ ଜୀବନ ସମ୍ବନ୍ଧ ରେ ଓ ତୁମ୍ଭ ବିଷୟ ରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରିପାରିବ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:3
ଏହା ଉତ୍ତମ ଓ ଏହା ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:22
ଯେଉଁମାନେ ଦୁର୍ବଳ ସହେି ଦୂର୍ବଳମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ମଧ୍ଯ ଦୂର୍ବଳ ହଲିେ। ଯେ ହତେୁ ଯେଉଁ ଉପାୟ ରେ ହେଉ ପେଛ ମୁଁ ଯେପରି ଅନକେ ଲୋକଙ୍କୁ ଉଦ୍ଧାର କରିପାରିବି ସେଥିପାଇଁ ପ୍ରେତ୍ୟକକ ପ୍ରକାରର ଲୋକମାନଙ୍କ ପାଇଁ ମୁଁ ସହେି ପ୍ରକାରର ହଲିେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:21
ମନ୍ଦ ଦ୍ବାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:21
କିନ୍ତୁ ଇଶ୍ରାୟେଲ ଲୋକଙ୍କ ବିଷୟ ରେ ପରମେଶ୍ବର ଏହା କହନ୍ତି, ଆମ୍ଭେ ଏହି ଲୋକଙ୍କ ପାଇଁ ଦିନ ସାରା ଅପେକ୍ଷା କରି ଥିଲେ ମଧ୍ଯ, ସମାନେେ ଆମ୍ଭକୁ ମାନିଲେ ନହିଁ ଓ ଅନୁସରଣ କଲେ ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:1
ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛା ଯେ ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:3
ଏହା ସତ୍ଯ ଯେ, କେତକେ ଯିହୂଦୀ ପରମେଶ୍ବରଙ୍କର ବିଶ୍ବସ୍ତ ନଥିଲେ। କିନ୍ତୁ ସମାନଙ୍କେ ଅବିଶ୍ବସ୍ତତା କ'ଣ ପରମେଶ୍ବରଙ୍କୁ ନିଜ ପ୍ରତିଜ୍ଞା ରଖିବା ରେ ବାଧା ଦବେ?

ଯୋହନଲିଖିତ ସୁସମାଚାର 8:54
ଯୀଶୁ ଉତ୍ତର ଦେଲେ, ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତବେେ ସେ ସମ୍ମାନର କିଛି ମୂଲ୍ଯ ନାହିଁ। ମାେତେ ୟିଏ ସମ୍ମାନ ଦିଅନ୍ତି, ସେ ମାରେ ପରିମପିତା। ଏବଂ ତୁମ୍ଭମାନେେ କହୁଛ, ସେ ତୁମ୍ଭର ପରମେଶ୍ବର।

ଯୋହନଲିଖିତ ସୁସମାଚାର 5:41
ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଚାହୁଁ ନାହିଁ।

ଲୂକଲିଖିତ ସୁସମାଚାର 24:47
ତୁମ୍ଭମାନେେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭମାନେେ ତା'ର ସାକ୍ଷୀ। ତୁମ୍ଭମାନେେ ଲୋକମାନଙ୍କ ପାଖକୁ ଯାଇ କୁହ । ଯେ ସମାନଙ୍କେର ପାପ ଗୁଡିକୁ କ୍ଷମା କରାଯାଇ ପାରିବ। ସମାନଙ୍କେୁ କୁହ ଯେ, ସମାନେେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ।

ଲୂକଲିଖିତ ସୁସମାଚାର 19:10
ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।

ଲୂକଲିଖିତ ସୁସମାଚାର 13:34
ୟିରୂଶାଲମ! ହେ ୟିରୂଶାଲମ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ବର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡି ମାରି ଦଇେଛ। ମୁଁ ଅନକେ ଥର ତୁମ୍ଭ ଲୋକମାନଙ୍କୁ ସାହାୟ୍ଯ କରିବାକୁ ଚାହିଁଛି। ଗୋଟିଏ କୁକୁଡା ତାର ପକ୍ଷତଳେ କୁକୁଡାଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଚାହିଁଥିଲି। କିନ୍ତୁ ତୁମ୍ଭମାନେେ ମାେତେ ତାହା କରଇେ ଦଲନୋହିଁ।