Job 21:10 in Oriya

Oriya Oriya Bible Job Job 21 Job 21:10

Job 21:10
ସମାନଙ୍କେ ଷଣ୍ଢ ସଂଗମ କରି ନିଷ୍ଫଳ ହୁଏ ନାହିଁ। ସମାନଙ୍କେ ଗାଈସବୁ ବାଛୁରୀ ପ୍ରସବ କରେ। ବାଛୁରୀ ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ।

Job 21:9Job 21Job 21:11

Job 21:10 in Other Translations

King James Version (KJV)
Their bull gendereth, and faileth not; their cow calveth, and casteth not her calf.

American Standard Version (ASV)
Their bull gendereth, and faileth not; Their cow calveth, and casteth not her calf.

Bible in Basic English (BBE)
Their ox is ready at all times to give seed; their cow gives birth, without dropping her young.

Darby English Bible (DBY)
Their bull gendereth, and faileth not; their cow calveth, and casteth not her calf.

Webster's Bible (WBT)
Their bull gendereth, and faileth not; their cow calveth, and casteth not her calf.

World English Bible (WEB)
Their bulls breed without fail. Their cows calve, and don't miscarry.

Young's Literal Translation (YLT)
His bullock hath eaten corn, and doth not loath. His cow bringeth forth safely, And doth not miscarry.

Their
bull
שׁוֹר֣וֹšôrôshoh-ROH
gendereth,
עִ֭בַּרʿibbarEE-bahr
not;
and
וְלֹ֣אwĕlōʾveh-LOH
faileth
יַגְעִ֑לyagʿilyahɡ-EEL
calveth,
cow
תְּפַלֵּ֥טtĕpallēṭteh-fa-LATE
their
פָּ֝רָת֗וֹpārātôPA-ra-TOH

and
casteth
not
her
וְלֹ֣אwĕlōʾveh-LOH
calf.
תְשַׁכֵּֽל׃tĕšakkēlteh-sha-KALE

Cross Reference

ଯାତ୍ରା ପୁସ୍ତକ 23:26
ତୁମ୍ଭର ସମସ୍ତ ସ୍ତ୍ରୀଲୋକ ମାତୃତର ଅଧିକାରୀ ହବେେ। କହେି ସନ୍ଧ୍ଯା ରହିବେ ନାହିଁ କି ସନ୍ତାନ ଜନ୍ମ ସମୟରେ କୌଣସି ଶିଶୁର ମୃତ୍ଯୁ ଘଟିବ ନାହିଁ। ପୁଣି ତୁମ୍ଭମାନେେ ଦୀର୍ଘଜୀବି ହବେ।

ଦିତୀୟ ବିବରଣ 7:13
ସେ ତୁମ୍ଭକୁ ସ୍ନହେ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ତୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦବୋପାଇଁ ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସହେି ଦେଶ ରେ ସେ ତକ୍ସ୍ଟମ୍ଭ ଗର୍ଭଫଳ ଓ ତକ୍ସ୍ଟମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ଯ ଓ ତକ୍ସ୍ଟମ୍ଭ ଦ୍ରାକ୍ଷାରସ ଓ ତକ୍ସ୍ଟମ୍ଭ ତୈଳ ଓ ତକ୍ସ୍ଟମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 28:11
ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭକୁ ଅନକେ ସନ୍ତାନ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭମାନଙ୍କୁ ଗୋବତ୍ସା ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭର ଅମାର ଉତ୍ତମ ଫସଲ ରେ ପରିପୂର୍ଣ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ପୂର୍ବ ପୁରୁଷମାନଙ୍କୁ ଯେପରି ପ୍ରତିଜ୍ଞା କରିଥିଲେ।

ଗୀତସଂହିତା 144:13
ଆମ୍ଭମାନଙ୍କର ଭଣ୍ଡାର ସର୍ବପ୍ରକାର ଶସ୍ଯରେ ପରିପୂର୍ଣ୍ଣ ହେଉ। ଆମ୍ଭମାନଙ୍କର ମଷଗେଣ ସହସ୍ର ସହସ୍ର ଓ ଅଯୁତ ଅଯୁତ ଶାବକ ପ୍ରସବ କରନ୍ତୁ।

ଉପଦେଶକ 9:1
ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।

ଲୂକଲିଖିତ ସୁସମାଚାର 12:16
ତା'ପରେ ସେ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: ଜଣେ ଧନୀ ଲୋକର କେତକେ ଜମି ଥିଲା। ସହେି ଜମି ରେ ବହୁତ ଖାଦ୍ୟଶସ୍ଯ ଫଳିଲା।

ଲୂକଲିଖିତ ସୁସମାଚାର 16:19
ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।