Numbers 8:12 in Oriya

Oriya Oriya Bible Numbers Numbers 8 Numbers 8:12

Numbers 8:12
ଲବେୀୟମାନଙ୍କୁ କୁହ ଏହି ଦୁଇ ଷଣ୍ତର ମସ୍ତକରେ ସମାନଙ୍କେର ହସ୍ତ ରଖିବେ। ତହୁଁ ତୁମ୍ଭେ ଲବେୀୟମାନଙ୍କ ନିମନ୍ତେ ପ୍ରାଯଶ୍ଚିତ କରିବା ପାଇଁ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହାମାେର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

Numbers 8:11Numbers 8Numbers 8:13

Numbers 8:12 in Other Translations

King James Version (KJV)
And the Levites shall lay their hands upon the heads of the bullocks: and thou shalt offer the one for a sin offering, and the other for a burnt offering, unto the LORD, to make an atonement for the Levites.

American Standard Version (ASV)
And the Levites shall lay their hands upon the heads of the bullocks: and offer thou the one for a sin-offering, and the other for a burnt-offering, unto Jehovah, to make atonement for the Levites.

Bible in Basic English (BBE)
And the Levites are to put their hands on the heads of the oxen, and one of the oxen is to be offered for a sin-offering and the other for a burned offering to the Lord to take away the sin of the Levites.

Darby English Bible (DBY)
And the Levites shall lay their hands upon the heads of the bullocks, and thou shalt offer the one for a sin-offering, and the other for a burnt-offering, to Jehovah, to make atonement for the Levites.

Webster's Bible (WBT)
And the Levites shall lay their hands upon the heads of the bullocks: and thou shalt offer the one for a sin-offering, and the other for a burnt-offering, to the LORD, to make an atonement for the Levites.

World English Bible (WEB)
The Levites shall lay their hands on the heads of the bulls, and you shall offer the one for a sin offering, and the other for a burnt offering to Yahweh, to make atonement for the Levites.

Young's Literal Translation (YLT)
`And the Levites lay their hands on the head of the bullocks, and make thou the one a sin-offering, and the one a burnt-offering to Jehovah, to atone for the Levites,

for
for
And
וְהַלְוִיִּם֙wĕhalwiyyimveh-hahl-vee-YEEM
Levites
the
יִסְמְכ֣וּyismĕkûyees-meh-HOO
shall
אֶתʾetet
lay

יְדֵיהֶ֔םyĕdêhemyeh-day-HEM
their
עַ֖לʿalal
hands
upon
רֹ֣אשׁrōšrohsh
the
heads
of
הַפָּרִ֑יםhappārîmha-pa-REEM
the
bullocks:
shalt
offer
וַֽ֠עֲשֵׂהwaʿăśēVA-uh-say
thou
אֶתʾetet
and

הָֽאֶחָ֨דhāʾeḥādha-eh-HAHD
the
one
offering,
sin
חַטָּ֜אתḥaṭṭātha-TAHT
a
and
the
וְאֶתwĕʾetveh-ET
other
offering,
burnt
a
הָֽאֶחָ֤דhāʾeḥādha-eh-HAHD
unto
the
Lord,
עֹלָה֙ʿōlāhoh-LA
atonement
an
make
to
לַֽיהוָ֔הlayhwâlai-VA
for
לְכַפֵּ֖רlĕkappērleh-ha-PARE
the
Levites.
עַלʿalal
הַלְוִיִּֽם׃halwiyyimhahl-vee-YEEM

Cross Reference

ଯାତ୍ରା ପୁସ୍ତକ 29:10
ତା'ପରେ ସହେି ବାଛୁରୀକୁ ସମାଗମ ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା'ର ପୁତ୍ରମାନେ ସହେି ଗୋବତ୍ସ ମସ୍ତକରେ ହାତ ରଖିବେ।

ଲେବୀୟ ପୁସ୍ତକ 8:14
ତା'ପରେ ମାଶାେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା'ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସହେି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।

ଲେବୀୟ ପୁସ୍ତକ 1:4
ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।

ଗଣନା ପୁସ୍ତକ 8:8
ତା'ପରେ ସମାନେେ ଏକ ଗୋବତ୍ସ ଓ ତା ସହିତ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ ଆଣନ୍ତୁ, ପୁଣି ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ଆଣନ୍ତୁ।

ଲେବୀୟ ପୁସ୍ତକ 16:21
ପୁଣି ହାରୋଣ ସହେି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇଶ୍ରାୟେଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ବୀକାର କରିବ। ଆଉ ତାହା ସବୁ ସହେି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତ ରେ ତାହାକୁ ମହୁଭୁମିକୁ ପଠାଇ ଦବେ।

ଗଣନା ପୁସ୍ତକ 6:14
ପୁଣି ସେ ସଦାପ୍ରଭୁଙ୍କ ପାଇଁ ତାହାର ଭଟେି ଆଣିବ ଗୋଟିଏ ଏକବର୍ଷୀଯ ହୃଷ୍ଟପୃଷ୍ଟ ଫୁ ମଷେ ହାମବେଳି ପାଇଁ ଆଣିବ। ଗୋଟିଏ ହୃଷ୍ଟପୃଷ୍ଟ ମଷେ ପାପାର୍ଥକ ବଳି ନିମନ୍ତେ ଓ ଗୋଟିଏ ହୃଷ୍ଟପୃଷ୍ଟ ଅଣ୍ତିରା ମେଣ୍ତା ମଙ୍ଗଳାର୍ଥକ ନବୈେଦ୍ଯକୁ ରୂପେ ଉତ୍ସର୍ଗ କରିବ।

ଗଣନା ପୁସ୍ତକ 6:16
ତା'ପରେ ଯାଜକ ହାମବେଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗ ରେ ଉତ୍ସର୍ଗ କରିବା ଉଚିତ୍।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:22
ବ୍ଯବସ୍ଥା କୁ ହେ ଯେ, ପ୍ରେତ୍ୟକକ ବସ୍ତୁ ରକ୍ତ ଦ୍ବାରା ଶୁଦ୍ଧ ହାଇେ ପାରିବ। ଓ ବିନା ରକ୍ତ ରେ ପାପଗୁଡ଼ିକୁ କ୍ଷମା କରା ଯାଇ ପାରିବ ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:4
ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛଳେିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହଁନ୍ତି।

ଲେବୀୟ ପୁସ୍ତକ 16:16
ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ େଶୗଚ କରିବ। ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚ ଓ ପାପ ପାଇଁ ସେ ପ୍ରାଯଶ୍ଚିତ କରିବ। ହାରୋଣ ସମାଗମ ତମ୍ବୁ ପାଇଁ ସହେିପରି କରିବ, କାରଣ ଏହା ଅ େଶୗଚ ମଧିଅରେ ସମାନଙ୍କେ ସହିତ ବାସ କରେ।

ଲେବୀୟ ପୁସ୍ତକ 16:11
ତା'ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲେ, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାଯଶ୍ଚିତ କରିବ, ପୁଣି ନିଜ ପାପର୍ଥକ ବଳିର ସହେି ଗୋବତ୍ସକୁ ବଧ କରିବେ।

ଲେବୀୟ ପୁସ୍ତକ 16:6
ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥି ରେ ପ୍ରାଯଶ୍ଚିତ କରିବ।

ଲେବୀୟ ପୁସ୍ତକ 4:35
ସେ ଉତ୍ସର୍ଗ କରାୟାଇଥିବା ପଶୁଠାରୁ ସମସ୍ତ ମଦେ କାଢି ନବେ। ଯେପରି ସେ ସହଭାଗିତାର ନବୈେଦ୍ଯକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦବୋକୁ ଯାଜକ ଏହାକୁ ୟଜ୍ଞବଦେୀ ରେ ଦଗ୍ଧ କରିବ। ଏହି ପ୍ରକା ରେ ଯାଜକ ନିଜ ପାପ ପାଇଁ ତା'ର ତରଫରୁ ପ୍ରାଯଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆୟିବ।

ଲେବୀୟ ପୁସ୍ତକ 5:7
ଯଦି ସେ ମଷେ ଶାବକ ଦବୋକୁ ଅକ୍ଷମ ଦବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 5:9
ତା'ପରେ ସେ ଏହି ରକ୍ତରୁ କିଛି ନଇେ ୟଜ୍ଞବଦେୀ ପାଖ ରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନଇେ ୟଜ୍ଞବଦେୀ ମୂଳ ରେ ଢାଳିବ। ଏହା ପାପରୁ ମୁକ୍ତ ହବୋ ପାଇଁ ଏକ ନବୈେଦ୍ଯ ବୋଲି ବିବଚେନା କରାୟିବ।

ଲେବୀୟ ପୁସ୍ତକ 8:18
ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।

ଲେବୀୟ ପୁସ୍ତକ 8:34
ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାଯଶ୍ଚିତ କରିବାକୁ ସେସବୁ ଆଜ୍ଞା ଦଇେଛନ୍ତି।

ଲେବୀୟ ପୁସ୍ତକ 9:7
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ୟଜ୍ଞବଦେୀ ନିକଟକୁ ଆସ ଓ ଲୋକମାନଙ୍କ ଦ୍ବାରା କରାୟାଇଥିବା ପାପର ପା୍ରଯଶ୍ଚିତ ପାଇଁ ପାପାର୍ଥକ ବଳି ଓ ହାମବେଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦଇେଛନ୍ତି।

ଲେବୀୟ ପୁସ୍ତକ 14:19
ତା'ପରେ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସହେି ଶାଧେନୀୟ ଲୋକର ଅ େଶୗଚ ହତେୁ ପ୍ରାଯଶ୍ଚିତ କରିବ। ଏହାପରେ ସେ ହାମବେଳି ବଧ କରିବ।

ଲେବୀୟ ପୁସ୍ତକ 14:22
ପୁଣି ସହେି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ଯ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହାମବେଳି ହବେ।

ଲେବୀୟ ପୁସ୍ତକ 4:20
ପୁଣି ସହେି ପାପାର୍ଥକ ନବୈେଦ୍ଯର ଗୋବତ୍ସକୁ ଯେପରି କଲ, ଏହାକୁ ସହେିପରି କରିବ। ଏହିପରି ଯାଜକ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କରିବ। ତା' ହେଲେ ଇଶ୍ରାୟେଲ ଲୋକ କ୍ଷମାପା୍ରପ୍ତ ହବେେ।