Genesis 43:23
କିନ୍ତୁ ଦାସ ଉତ୍ତର ଦେଲେ, ଭୟ କରନାହିଁ। ମାେତେ ବିଶ୍ବାସ କର। ତୁମ୍ଭର ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର ଉପହାର ସ୍ବରୂପ ତୁମ୍ଭ ପଟ ରେ ପୁରା ୟାଇଥିଲା। ମାରେ ମନେ ଅଛି ତୁମ୍ଭେ ସହେି ଟଙ୍କା ଗତ ଥର ମାେତେ ଶସ୍ଯ କିଣିବା ସମୟରେ ଦଇେଥିଲ।
Cross Reference
ଆୟୁବ ପୁସ୍ତକ 2:11
ଆୟୁବର ତିନି ଜଣ ବନ୍ଧୁ ଥିଲେ। ସମାନେେ ହେଲେ ତୈମନୀଯ, ଇଲୀଫସ୍, ଶୂହୀଯ ବିଲ୍ଦଦ୍ ଓ ନାମାଥୀଯ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସହେି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରୀତ ହେଲେ। ସମାନେେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ବନା ତଥା ସମବଦନୋ ଜଣାଇବାକୁ ମନସ୍ଥ କଲେ।
ଆୟୁବ ପୁସ୍ତକ 3:1
ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।
ଆୟୁବ ପୁସ୍ତକ 6:1
ଏହାପରେ ଆୟୁବ ଉତ୍ତର ଦଇେ କହିଲା, ଯଦି ମାରଦେୁଃଖ ଓଜନ କରାୟାଇ ପାରନ୍ତା।
ଆୟୁବ ପୁସ୍ତକ 8:1
ବିଲ୍ଦଦ୍ ଶୂହୀଯକୁ ଉତ୍ତର ଦଇେ କହିଲା, ତୁମ୍ଭେ କେତକୋଳ ଏହିପରି କଥା କହିବ ?
ଆୟୁବ ପୁସ୍ତକ 15:1
ତା'ପରେ ତୈମନର ଇଲୀଫସ ଆୟୁବକୁ ଉତ୍ତର ଦଲୋ,
ଆୟୁବ ପୁସ୍ତକ 22:1
ତୈମନୀଯ ଇଲୀଫସ ଉତ୍ତର ଦଇେ କହିଲା,
ଆୟୁବ ପୁସ୍ତକ 42:9
ତେଣୁ ତୈମନୀଯ ଇଲୀଫସ୍, ଶୂହୀଯ ବିଲଦଦ୍ ଓ ନାମାଥୀଯ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା'ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ।
And he said, | וַיֹּאמֶר֩ | wayyōʾmer | va-yoh-MER |
Peace | שָׁל֨וֹם | šālôm | sha-LOME |
fear you, to be | לָכֶ֜ם | lākem | la-HEM |
not: | אַל | ʾal | al |
God, your | תִּירָ֗אוּ | tîrāʾû | tee-RA-oo |
and the God | אֱלֹ֨הֵיכֶ֜ם | ʾĕlōhêkem | ay-LOH-hay-HEM |
of your father, | וֵֽאלֹהֵ֤י | wēʾlōhê | vay-loh-HAY |
given hath | אֲבִיכֶם֙ | ʾăbîkem | uh-vee-HEM |
you treasure | נָתַ֨ן | nātan | na-TAHN |
in your sacks: | לָכֶ֤ם | lākem | la-HEM |
I had | מַטְמוֹן֙ | maṭmôn | maht-MONE |
money. your | בְּאַמְתְּחֹ֣תֵיכֶ֔ם | bĕʾamtĕḥōtêkem | beh-am-teh-HOH-tay-HEM |
כַּסְפְּכֶ֖ם | kaspĕkem | kahs-peh-HEM | |
And he brought | בָּ֣א | bāʾ | ba |
Simeon | אֵלָ֑י | ʾēlāy | ay-LAI |
out unto them. | וַיּוֹצֵ֥א | wayyôṣēʾ | va-yoh-TSAY |
אֲלֵהֶ֖ם | ʾălēhem | uh-lay-HEM | |
אֶת | ʾet | et | |
שִׁמְעֽוֹן׃ | šimʿôn | sheem-ONE |