Genesis 35:10 in Oriya

Oriya Oriya Bible Genesis Genesis 35 Genesis 35:10

Genesis 35:10
ପରମେଶ୍ବର ଯାକୁବଙ୍କୁ କହିଲେ, ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସହେି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡ଼କା ୟିବ ନାହିଁ। ତୁମ୍ଭର ନୂତନ ନାମ ଇଶ୍ରାୟେଲ ହବେ। ଆଉ ସେ ତାଙ୍କର ନାମ ଇଶ୍ରାୟେଲ ରଖିଲେ।

Genesis 35:9Genesis 35Genesis 35:11

Genesis 35:10 in Other Translations

King James Version (KJV)
And God said unto him, Thy name is Jacob: thy name shall not be called any more Jacob, but Israel shall be thy name: and he called his name Israel.

American Standard Version (ASV)
And God said unto him, Thy name is Jacob: thy name shall not be called any more Jacob, but Israel shall be thy name: and he called his name Israel.

Bible in Basic English (BBE)
Jacob is your name, but it will be so no longer; from now your name will be Israel; so he was named Israel.

Darby English Bible (DBY)
And God said to him, Thy name is Jacob: thy name shall not henceforth be called Jacob, but Israel shall be thy name. And he called his name Israel.

Webster's Bible (WBT)
And God said to him, Thy name is Jacob: thy name shall not be called any more Jacob, but Israel shall be thy name; and he called his name Israel.

World English Bible (WEB)
God said to him, "Your name is Jacob. Your name shall not be Jacob any more, but your name will be Israel." He named him Israel.

Young's Literal Translation (YLT)
and God saith to him, `Thy name `is' Jacob: thy name is no more called Jacob, but Israel is thy name;' and He calleth his name Israel.

And
God
וַיֹּֽאמֶרwayyōʾmerva-YOH-mer
said
ל֥וֹloh
unto
him,
Thy
name
אֱלֹהִ֖יםʾĕlōhîmay-loh-HEEM
Jacob:
is
שִׁמְךָ֣šimkāsheem-HA
thy
name
יַֽעֲקֹ֑בyaʿăqōbya-uh-KOVE
shall
not
לֹֽאlōʾloh
be
called
יִקָּרֵא֩yiqqārēʾyee-ka-RAY
more
any
שִׁמְךָ֙šimkāsheem-HA
Jacob,
ע֜וֹדʿôdode
but
יַֽעֲקֹ֗בyaʿăqōbya-uh-KOVE

כִּ֤יkee
Israel
אִםʾimeem
shall
be
יִשְׂרָאֵל֙yiśrāʾēlyees-ra-ALE
name:
thy
יִֽהְיֶ֣הyihĕyeyee-heh-YEH
and
he
called
שְׁמֶ֔ךָšĕmekāsheh-MEH-ha

וַיִּקְרָ֥אwayyiqrāʾva-yeek-RA
his
name
אֶתʾetet
Israel.
שְׁמ֖וֹšĕmôsheh-MOH
יִשְׂרָאֵֽל׃yiśrāʾēlyees-ra-ALE

Cross Reference

Genesis 17:5
ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦବେି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦବେି କାରଣ ମୁଁ ତୁମ୍ଭକୁ ଅନକେ ଜାତିଗଣର ଜନକ କରିବି।

Genesis 17:15
ପରମେଶ୍ବର ଅବ୍ରହାମଙ୍କୁ କହିଲେ, ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହବେ।

Genesis 32:27
ଏବଂ ସହେି ଲୋକଟି ତାଙ୍କୁ କହିଲା, ତୁମ୍ଭର ନାମ କ'ଣ?

1 Kings 18:31
ଏଲିଯ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉର୍ଦ୍ଦିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ।

2 Kings 17:34
ସମାନେେ ଆଜି ପର୍ୟ୍ଯନ୍ତ ମଧ୍ଯ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସମାନେେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇଶ୍ରାୟେଲୀୟମାନଙ୍କର ବିଧି ଓ ଆଜ୍ଞା ସମାନେେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ। ସମାନେେ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ଆଜ୍ଞା ପାଳନ କରୁ ନାହାନ୍ତି।