Index
Full Screen ?
 

Genesis 31:10 in Oriya

আদিপুস্তক 31:10 Oriya Bible Genesis Genesis 31

Genesis 31:10
ସହେି ସମୟରେ ମୁଁ ଏକ ସ୍ବପ୍ନ ଦେଖିଥିଲି, ଯେଉଁ ପୁଂଛାଗ ମାଇ ଛାଗ ସହିତ ସଂଗମ କଲେ। ସମାନେେ ରଖାୟେୁକ୍ତ ଛିଟିଛିଟିକା ଏବଂ ଦାଗଦାଗ ହାଇେଥିଲେ ଏବଂ ବିନ୍ଦୁ ଚିହ୍ନିତ।

Psalm 55 in Tamil and English

0
To the chief Musician on Neginoth, Maschil, A Psalm of David.

1 ହେ ପରମେଶ୍ବର, ମାରେ ପ୍ରାର୍ଥନା ଗ୍ରହଣ କର। ମାରେ କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
Give ear to my prayer, O God; and hide not thyself from my supplication.

2 ଦୟାକରି ମାରେ କଥା ଶୁଣ ଓ ମାେତେ ଉତ୍ତର ଦିଅ। ମାେତେ ତୁମ୍ଭକୁ କହିବାକୁ ଦିଅ ଏବଂ ତୁମ୍ଭଙ୍କୁ କହିବି, ୟାହା ମାେତେ ବ୍ଯତିବ୍ଯସ୍ତ କରେ।
Attend unto me, and hear me: I mourn in my complaint, and make a noise;

3 ମାରେ ଶତ୍ରୁ ମାେତେ ଭୟଭୀତ କଲେ। ସହେି ଦୁଷ୍ଟ ଲୋକଟି ମାେ ଉପରେ ପାଟି କଲା। ମାରେ ଶତ୍ରୁମାନେ ମାେ ଉପରେ ବିରକ୍ତି ହାଇେ ଆକ୍ରମଣ କଲେ। ସମାନେେ ମାେ ଉପରେ ବିଭିନ୍ନ ବିପଦ ଆଣିଲେ।
Because of the voice of the enemy, because of the oppression of the wicked: for they cast iniquity upon me, and in wrath they hate me.

4 ମାେ ଅନ୍ତରରେ ମାରେ ହୃଦଯ ଅତ୍ଯନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ଯୁକୁ ବହୁତ ଭୟ କରୁଛି।
My heart is sore pained within me: and the terrors of death are fallen upon me.

5 ମାେତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମାେତେ ଆଚ୍ଛନ୍ନ କରିଅଛି।
Fearfulness and trembling are come upon me, and horror hath overwhelmed me.

6 ଆଃ ୟବେେ କପୋତ ପରି ମାରେ ପକ୍ଷ ଥାଆନ୍ତା ତବେେ ମୁଁ ଉଡ଼ିୟାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
And I said, Oh that I had wings like a dove! for then would I fly away, and be at rest.

7 ଦେଖ ! ତବେେ ମୁଁ ଦୂରରୁ ଭ୍ରମଣ କରି ମୁଁ ମରୁଭୂମି ମଧ୍ଯକୁ ପଳାନ୍ତି।
Lo, then would I wander far off, and remain in the wilderness. Selah.

8 ମୁଁ ପ୍ରବଳ ବାଯୁ ଓ ତାଫୋନ ମଧ୍ଯରୁ ତରବର ହାଇେ ଏକ ନିରାପଦ ସ୍ଥାନ ଖାଜୋଣ କରେ।
I would hasten my escape from the windy storm and tempest.

9 ହେ ମାରେ ପ୍ରଭୁ, ସମାନଙ୍କେୁ ବିନାଶ କର। ସମାନଙ୍କେର ବକ୍ତୃତାକୁ ପଣ୍ଡ କର। ମୁଁ ନଗର ମଧ୍ୟରେ ଦୌରାତ୍ମ୍ଯ ଓ କଳହ ଦେଖିଛି।
Destroy, O Lord, and divide their tongues: for I have seen violence and strife in the city.

10 ନଗରରେ ଦିନରାତି, ପ୍ରେତ୍ୟକକଙ୍କ ପଡ଼ୋଶୀମାନଙ୍କଠାରେ ଦୋଷ ଓ ଅସଭ୍ଯତା ପୁରି ରହିଛି।
Day and night they go about it upon the walls thereof: mischief also and sorrow are in the midst of it.

11 ଅପରାଧ ସବୁଠାରେ ପ୍ରଚଳିତ ଅଛି। ଅରାଜକତା ପ୍ରତାରଣା ସର୍ବସାଧାରଣ ସ୍ଥାନ କବେେ ଛାଡ଼ି ନାହିଁ।
Wickedness is in the midst thereof: deceit and guile depart not from her streets.

12 ୟଦି କୌଣସି ଶତ୍ରୁ ମାେତେ ତିରସ୍କାର କଲା ମୁଁ ସହନ୍ତି। ୟଦି ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ଆକ୍ରମଣ କରନ୍ତି। ମୁଁ ତାଙ୍କଠାରୁ ନିଜକୁ ଲୁଚାନ୍ତି।
For it was not an enemy that reproached me; then I could have borne it: neither was it he that hated me that did magnify himself against me; then I would have hid myself from him:

13 କିନ୍ତୁ ତୁମ୍ଭେ ମାରେ ସହୟୋଗୀ, ସହପାଠୀ ଓ ସାଂଗମାନେ, ୟିଏ ଏହା କରନ୍ତି।
But it was thou, a man mine equal, my guide, and mine acquaintance.

14 ଆମ୍ଭମାନେେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ। ଆମ୍ଭମାନେେ ଲୋକମାନଙ୍କ ସଙ୍ଗେ ପରମେଶ୍ବରଙ୍କ ମନ୍ଦିରକୁ ଗଲୁ।
We took sweet counsel together, and walked unto the house of God in company.

15 ମୁଁ ଇଚ୍ଛା କରେ ୟେ, ମୃତ୍ଯୁ ମାରେ ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ, ମୁଁ ଇଚ୍ଛାକରେ ପୃଥିବୀ ଖାଲିେ ହାଇଯୋଉ ଓ ସମାନଙ୍କେୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ। କାରଣ ସମାନଙ୍କେର ବାସସ୍ଥାନରେ ସମାନଙ୍କେ ମଧ୍ୟରେ ଦୁଷ୍ଟତା ଅଛି।
Let death seize upon them, and let them go down quick into hell: for wickedness is in their dwellings, and among them.

16 ମୁଁ ପରମେଶ୍ବରଙ୍କଠାରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ସଦାପ୍ରଭୁ ମାେତେ ରକ୍ଷା କରିବେ।
As for me, I will call upon God; and the Lord shall save me.

17 ମୁଁ ସନ୍ଧ୍ଯା, ସକାଳେ ଓ ମଧ୍ଯାହ୍ନରେ ପରମେଶ୍ବରଙ୍କୁ କଥା କହିଲି। ମୁଁ ତାଙ୍କୁ କୁ ହେ, ମାେତେ କ'ଣ ବ୍ଯସ୍ତ କରୁଅଛି ଏବଂ ସେ ମାରେ କଥା ଶୁଣନ୍ତି !
Evening, and morning, and at noon, will I pray, and cry aloud: and he shall hear my voice.

18 ସେ ୟୁଦ୍ଧରେ ମାରେ ଜୀବନ ରକ୍ଷା କରିଛନ୍ତି। ଯେତବେେଳେ ବହୁତ ଲୋକ ମାେ ବିରୁଦ୍ଧରେ ଥିଲେ।
He hath delivered my soul in peace from the battle that was against me: for there were many with me.

19 ପରମେଶ୍ବର, ୟିଏ ଦୀର୍ଘଦିନ ଧରି ରାଜତ୍ବ କରିଛନ୍ତି, ମାେ କଥା ଶୁଣିବେ ଓ ସମାନଙ୍କେୁ ଦଣ୍ଡିତ କରିବେ।
God shall hear, and afflict them, even he that abideth of old. Selah. Because they have no changes, therefore they fear not God.

20 ମାରେ ଶତ୍ରୁମାନେ ସମାନଙ୍କେର ଜୀବନ ଧାରଣର ପଥ ବଦଳାଇବେ ନାହିଁ। ସମାନେେ ପରମେଶ୍ବରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
He hath put forth his hands against such as be at peace with him: he hath broken his covenant.

21 ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।
The words of his mouth were smoother than butter, but war was in his heart: his words were softer than oil, yet were they drawn swords.

22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦଇଦେିଅ, ତହିଁରେ ସେ ତୁମ୍ଭର ଯତ୍ନ ନବେେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହବୋକୁ ଦବେେ ନାହିଁ।
Cast thy burden upon the Lord, and he shall sustain thee: he shall never suffer the righteous to be moved.

23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।
But thou, O God, shalt bring them down into the pit of destruction: bloody and deceitful men shall not live out half their days; but I will trust in thee.

And
it
came
to
pass
וַיְהִ֗יwayhîvai-HEE
at
the
time
בְּעֵת֙bĕʿētbeh-ATE
cattle
the
that
יַחֵ֣םyaḥēmya-HAME
conceived,
הַצֹּ֔אןhaṣṣōnha-TSONE
that
I
lifted
up
וָֽאֶשָּׂ֥אwāʾeśśāʾva-eh-SA
mine
eyes,
עֵינַ֛יʿênayay-NAI
saw
and
וָאֵ֖רֶאwāʾēreʾva-A-reh
in
a
dream,
בַּֽחֲל֑וֹםbaḥălômba-huh-LOME
and,
behold,
וְהִנֵּ֤הwĕhinnēveh-hee-NAY
the
rams
הָֽעַתֻּדִים֙hāʿattudîmha-ah-too-DEEM
leaped
which
הָֽעֹלִ֣יםhāʿōlîmha-oh-LEEM
upon
עַלʿalal
the
cattle
הַצֹּ֔אןhaṣṣōnha-TSONE
were
ringstraked,
עֲקֻדִּ֥יםʿăquddîmuh-koo-DEEM
speckled,
נְקֻדִּ֖יםnĕquddîmneh-koo-DEEM
and
grisled.
וּבְרֻדִּֽים׃ûbĕruddîmoo-veh-roo-DEEM

Psalm 55 in Tamil and English

0
To the chief Musician on Neginoth, Maschil, A Psalm of David.

1 ହେ ପରମେଶ୍ବର, ମାରେ ପ୍ରାର୍ଥନା ଗ୍ରହଣ କର। ମାରେ କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
Give ear to my prayer, O God; and hide not thyself from my supplication.

2 ଦୟାକରି ମାରେ କଥା ଶୁଣ ଓ ମାେତେ ଉତ୍ତର ଦିଅ। ମାେତେ ତୁମ୍ଭକୁ କହିବାକୁ ଦିଅ ଏବଂ ତୁମ୍ଭଙ୍କୁ କହିବି, ୟାହା ମାେତେ ବ୍ଯତିବ୍ଯସ୍ତ କରେ।
Attend unto me, and hear me: I mourn in my complaint, and make a noise;

3 ମାରେ ଶତ୍ରୁ ମାେତେ ଭୟଭୀତ କଲେ। ସହେି ଦୁଷ୍ଟ ଲୋକଟି ମାେ ଉପରେ ପାଟି କଲା। ମାରେ ଶତ୍ରୁମାନେ ମାେ ଉପରେ ବିରକ୍ତି ହାଇେ ଆକ୍ରମଣ କଲେ। ସମାନେେ ମାେ ଉପରେ ବିଭିନ୍ନ ବିପଦ ଆଣିଲେ।
Because of the voice of the enemy, because of the oppression of the wicked: for they cast iniquity upon me, and in wrath they hate me.

4 ମାେ ଅନ୍ତରରେ ମାରେ ହୃଦଯ ଅତ୍ଯନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ଯୁକୁ ବହୁତ ଭୟ କରୁଛି।
My heart is sore pained within me: and the terrors of death are fallen upon me.

5 ମାେତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମାେତେ ଆଚ୍ଛନ୍ନ କରିଅଛି।
Fearfulness and trembling are come upon me, and horror hath overwhelmed me.

6 ଆଃ ୟବେେ କପୋତ ପରି ମାରେ ପକ୍ଷ ଥାଆନ୍ତା ତବେେ ମୁଁ ଉଡ଼ିୟାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
And I said, Oh that I had wings like a dove! for then would I fly away, and be at rest.

7 ଦେଖ ! ତବେେ ମୁଁ ଦୂରରୁ ଭ୍ରମଣ କରି ମୁଁ ମରୁଭୂମି ମଧ୍ଯକୁ ପଳାନ୍ତି।
Lo, then would I wander far off, and remain in the wilderness. Selah.

8 ମୁଁ ପ୍ରବଳ ବାଯୁ ଓ ତାଫୋନ ମଧ୍ଯରୁ ତରବର ହାଇେ ଏକ ନିରାପଦ ସ୍ଥାନ ଖାଜୋଣ କରେ।
I would hasten my escape from the windy storm and tempest.

9 ହେ ମାରେ ପ୍ରଭୁ, ସମାନଙ୍କେୁ ବିନାଶ କର। ସମାନଙ୍କେର ବକ୍ତୃତାକୁ ପଣ୍ଡ କର। ମୁଁ ନଗର ମଧ୍ୟରେ ଦୌରାତ୍ମ୍ଯ ଓ କଳହ ଦେଖିଛି।
Destroy, O Lord, and divide their tongues: for I have seen violence and strife in the city.

10 ନଗରରେ ଦିନରାତି, ପ୍ରେତ୍ୟକକଙ୍କ ପଡ଼ୋଶୀମାନଙ୍କଠାରେ ଦୋଷ ଓ ଅସଭ୍ଯତା ପୁରି ରହିଛି।
Day and night they go about it upon the walls thereof: mischief also and sorrow are in the midst of it.

11 ଅପରାଧ ସବୁଠାରେ ପ୍ରଚଳିତ ଅଛି। ଅରାଜକତା ପ୍ରତାରଣା ସର୍ବସାଧାରଣ ସ୍ଥାନ କବେେ ଛାଡ଼ି ନାହିଁ।
Wickedness is in the midst thereof: deceit and guile depart not from her streets.

12 ୟଦି କୌଣସି ଶତ୍ରୁ ମାେତେ ତିରସ୍କାର କଲା ମୁଁ ସହନ୍ତି। ୟଦି ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ଆକ୍ରମଣ କରନ୍ତି। ମୁଁ ତାଙ୍କଠାରୁ ନିଜକୁ ଲୁଚାନ୍ତି।
For it was not an enemy that reproached me; then I could have borne it: neither was it he that hated me that did magnify himself against me; then I would have hid myself from him:

13 କିନ୍ତୁ ତୁମ୍ଭେ ମାରେ ସହୟୋଗୀ, ସହପାଠୀ ଓ ସାଂଗମାନେ, ୟିଏ ଏହା କରନ୍ତି।
But it was thou, a man mine equal, my guide, and mine acquaintance.

14 ଆମ୍ଭମାନେେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ। ଆମ୍ଭମାନେେ ଲୋକମାନଙ୍କ ସଙ୍ଗେ ପରମେଶ୍ବରଙ୍କ ମନ୍ଦିରକୁ ଗଲୁ।
We took sweet counsel together, and walked unto the house of God in company.

15 ମୁଁ ଇଚ୍ଛା କରେ ୟେ, ମୃତ୍ଯୁ ମାରେ ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ, ମୁଁ ଇଚ୍ଛାକରେ ପୃଥିବୀ ଖାଲିେ ହାଇଯୋଉ ଓ ସମାନଙ୍କେୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ। କାରଣ ସମାନଙ୍କେର ବାସସ୍ଥାନରେ ସମାନଙ୍କେ ମଧ୍ୟରେ ଦୁଷ୍ଟତା ଅଛି।
Let death seize upon them, and let them go down quick into hell: for wickedness is in their dwellings, and among them.

16 ମୁଁ ପରମେଶ୍ବରଙ୍କଠାରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ସଦାପ୍ରଭୁ ମାେତେ ରକ୍ଷା କରିବେ।
As for me, I will call upon God; and the Lord shall save me.

17 ମୁଁ ସନ୍ଧ୍ଯା, ସକାଳେ ଓ ମଧ୍ଯାହ୍ନରେ ପରମେଶ୍ବରଙ୍କୁ କଥା କହିଲି। ମୁଁ ତାଙ୍କୁ କୁ ହେ, ମାେତେ କ'ଣ ବ୍ଯସ୍ତ କରୁଅଛି ଏବଂ ସେ ମାରେ କଥା ଶୁଣନ୍ତି !
Evening, and morning, and at noon, will I pray, and cry aloud: and he shall hear my voice.

18 ସେ ୟୁଦ୍ଧରେ ମାରେ ଜୀବନ ରକ୍ଷା କରିଛନ୍ତି। ଯେତବେେଳେ ବହୁତ ଲୋକ ମାେ ବିରୁଦ୍ଧରେ ଥିଲେ।
He hath delivered my soul in peace from the battle that was against me: for there were many with me.

19 ପରମେଶ୍ବର, ୟିଏ ଦୀର୍ଘଦିନ ଧରି ରାଜତ୍ବ କରିଛନ୍ତି, ମାେ କଥା ଶୁଣିବେ ଓ ସମାନଙ୍କେୁ ଦଣ୍ଡିତ କରିବେ।
God shall hear, and afflict them, even he that abideth of old. Selah. Because they have no changes, therefore they fear not God.

20 ମାରେ ଶତ୍ରୁମାନେ ସମାନଙ୍କେର ଜୀବନ ଧାରଣର ପଥ ବଦଳାଇବେ ନାହିଁ। ସମାନେେ ପରମେଶ୍ବରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
He hath put forth his hands against such as be at peace with him: he hath broken his covenant.

21 ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।
The words of his mouth were smoother than butter, but war was in his heart: his words were softer than oil, yet were they drawn swords.

22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦଇଦେିଅ, ତହିଁରେ ସେ ତୁମ୍ଭର ଯତ୍ନ ନବେେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହବୋକୁ ଦବେେ ନାହିଁ।
Cast thy burden upon the Lord, and he shall sustain thee: he shall never suffer the righteous to be moved.

23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।
But thou, O God, shalt bring them down into the pit of destruction: bloody and deceitful men shall not live out half their days; but I will trust in thee.

Chords Index for Keyboard Guitar