Genesis 30:4
ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦଲୋ, ଯାକୁବ ତାହା ସହିତ ସହବାସ କଲେ।
And she gave | וַתִּתֶּן | wattitten | va-tee-TEN |
him | ל֛וֹ | lô | loh |
Bilhah | אֶת | ʾet | et |
her handmaid | בִּלְהָ֥ה | bilhâ | beel-HA |
wife: to | שִׁפְחָתָ֖הּ | šipḥātāh | sheef-ha-TA |
and Jacob | לְאִשָּׁ֑ה | lĕʾiššâ | leh-ee-SHA |
went in | וַיָּבֹ֥א | wayyābōʾ | va-ya-VOH |
unto | אֵלֶ֖יהָ | ʾēlêhā | ay-LAY-ha |
her. | יַֽעֲקֹֽב׃ | yaʿăqōb | YA-uh-KOVE |
Cross Reference
Genesis 16:3
ଅବ୍ରାମ କିଣାନ ଦେଶ ରେ ଦଶ ବର୍ଷ କଟାଇଲାପରେ ଏହିପରି ହାଇେଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀଯ ଦାସୀ ହାଗାରକୁ ତାଙ୍କ ସ୍ବାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳ ରେ ସେ ତା' ସହିତ ସହବାସ କରିପାରିବ।
Genesis 21:10
ସାରା ଅବ୍ରହାମକୁ କହିଲା, ସହେି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତବେେଳେ ଆମ୍ଭେ ମରିୟିବା ମାରେ ପୁତ୍ର ଇସ୍ହାକ ଆମ୍ଭର ଉତ୍ତରାଧିକାରୀ ହବେ। ମୁଁ ସହେି ଦାସୀର ପୁତ୍ର, ଇସ୍ହାକ ସହିତ ଅଂଶ ଅଧିକାର ପାଉ ବୋଲି ଚା ହେଁ ନାହିଁ।
Genesis 22:24
ଏବଂ ନାହାରରେ ରୂମା ନାମ୍ନୀ ଦାସୀଠାରୁ ଟବହେ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।
Genesis 25:1
ଅବ୍ରହାମ ପୁନ୍ନରାଯ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା।
Genesis 25:6
ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ।
Genesis 33:2
ଯାକୁବ, ଆଲଗ ଦୁଇ ଦାସୀ ଓସସମାନଙ୍କର ସନ୍ତାନଗଣଙ୍କୁ ତା' ପଲଛସଲୟା ଓ ତା'ର ସନ୍ତାନଗଣ, ସବା ଶଲଷସର ରାଲହଲ ଓସଯାଲଷଫକୁ ରଖିଲଲ।
Genesis 35:22
ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।
2 Samuel 12:11
ସଦାପ୍ରଭୁ ଏକଥା କହନ୍ତି, 'ମୁ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ବିପତ୍ତି ଆଣିବାକକ୍ସ୍ଟ ଯାଉଅଛି ଏବଂ ଏବା ତକ୍ସ୍ଟମ୍ଭ ପରିବାରରକ୍ସ୍ଟ ଆସିବ। ମୁ ତୁମ୍ଭର ସ୍ତ୍ରୀମାନଙ୍କୁ ନଇୟିବେି ଓ ତୁମ୍ଭର ଅତି ନିଜର ଲୋକକୁ ଦବେି। ସେ ସମାନଙ୍କେ ସହିତ ଶଯନ କରିବ ଏବଂ ପ୍ରେତ୍ୟକକ ତାହା ଜାଣିବେ।