Galatians 5:23
ଭଦ୍ରତା ଓ ଆତ୍ମ-ସଂୟମ। ଏହି ବିଷୟଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ।
Galatians 5:23 in Other Translations
King James Version (KJV)
Meekness, temperance: against such there is no law.
American Standard Version (ASV)
meekness, self-control; against such there is no law.
Bible in Basic English (BBE)
Gentle behaviour, control over desires: against such there is no law.
Darby English Bible (DBY)
meekness, self-control: against such things there is no law.
World English Bible (WEB)
gentleness, and self-control. Against such things there is no law.
Young's Literal Translation (YLT)
meekness, temperance: against such there is no law;
| Meekness, | πρᾳότης, | praotēs | pra-OH-tase |
| temperance: | ἐγκράτεια· | enkrateia | ayng-KRA-tee-ah |
| against | κατὰ | kata | ka-TA |
| τῶν | tōn | tone | |
| such | τοιούτων | toioutōn | too-OO-tone |
| there is | οὐκ | ouk | ook |
| no | ἔστιν | estin | A-steen |
| law. | νόμος | nomos | NOH-mose |
Cross Reference
1 Timothy 1:9
ଆମ୍ଭେ ଏହା ମଧ୍ଯ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ଯବସ୍ଥାର ଆବଶ୍ଯକତା ନାହିଁ। ଯେଉଁ ଲୋକମାନେ ବ୍ଯବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହଁନ୍ତି, ସହେିମାନଙ୍କ ଲାଗି ବ୍ଯବସ୍ଥା ନିର୍ମିତ ହାଇେଛି। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ମାତାପିତାଙ୍କ ହତ୍ଯାକାରୀ ତଥା ନରହତ୍ଯାକାରୀ,
Acts 24:25
କିନ୍ତୁ ପାଉଲ ଯେତବେେଳେ ଧାର୍ମିକ ଜୀବନ, ଆତ୍ମସଂୟମ ଓ ଆଗାମୀ ବିଚ଼ାର ବିଷୟ ରେ କହିଲେ, ସେତବେେଳେ ଫଲେୀକ୍ସ୍ ଭୟଭୀତ ହାଇଗେଲେ। ଫଲେୀକ୍ସ୍ କହିଲେ, ବର୍ତ୍ତମାନ ତୁମ୍ଭେ ଯାଅ। ମାରେ ସମୟ ହେଲେ ମୁଁ ତୁମ୍ଭକୁ ଡ଼ାକିବି।
Titus 1:8
ନିଜ ଘ ରେ ଲୋକମାନଙ୍କୁ ସ୍ବାଗତ କରି ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ ରମେ କରୁଥିବେ, ଜ୍ଞାନୀ ହାଇେଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହାଇେଥିବେ ଓ ନିଜକୁ ସଂୟମ କରି ପାରୁଥିବେ। ଆମ୍ଭେ ସତ୍ଯର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପ୍ରଦାନ କରୁଥିବେ।
Titus 2:2
ଅନ୍ୟମାନଙ୍କ ବିଷୟ ରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତି ରେ ରୁହନ୍ତୁ ; ର୍ଧୈୟ୍ଯବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ବାସୀମାନଙ୍କୁ କୁହ।
1 Corinthians 9:25
ଖଳେ ରେ ପ୍ରେତ୍ୟକକ ପ୍ରତି ଯୋଗୀକୁ କଠାେର ପ୍ରଶିକ୍ଷଣ ନବୋକୁ ହୁଏ। ସମାନେେ ମୁକୁଟ ପାଇବା ପାଇଁ ଏହା କରନ୍ତି। ଏହି ମୁକୁଟ ଏକ ଜାଗତିକ ଓ କ୍ଷଣକାଳସ୍ଥାଯୀ ବିଷୟ। କିନ୍ତୁ ଆମ୍ଭେ ଅକ୍ଷୟ ମୁକୁଟ ପାଇବା ପାଇଁ ଏପରି କରୁ।