Galatians 1:12 in Oriya

Oriya Oriya Bible Galatians Galatians 1 Galatians 1:12

Galatians 1:12
ମୁଁ ସହେି ସୁସମାଚାର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମାେତେ ତାହା ଶିକ୍ଷା ଦଇେ ନାହିଁ, ବରଂ ଯୀଶୁଖ୍ରୀଷ୍ଟ ସହେି ସୁସମାଚାର ମାେ ଆଗ ରେ ପ୍ରକାଶିତ କଲେ।

Galatians 1:11Galatians 1Galatians 1:13

Galatians 1:12 in Other Translations

King James Version (KJV)
For I neither received it of man, neither was I taught it, but by the revelation of Jesus Christ.

American Standard Version (ASV)
For neither did I receive it from man, nor was I taught it, but `it came to me' through revelation of Jesus Christ.

Bible in Basic English (BBE)
For I did not get it from man, and I was not given teaching in it, but it came to me through revelation of Jesus Christ.

Darby English Bible (DBY)
For neither did I receive them from man, neither was I taught [them], but by revelation of Jesus Christ.

World English Bible (WEB)
For neither did I receive it from man, nor was I taught it, but it came to me through revelation of Jesus Christ.

Young's Literal Translation (YLT)
for neither did I from man receive it, nor was I taught `it', but through a revelation of Jesus Christ,

For
οὐδὲoudeoo-THAY
I
γὰρgargahr
neither
ἐγὼegōay-GOH
received
παρὰparapa-RA
it
ἀνθρώπουanthrōpouan-THROH-poo
of
παρέλαβονparelabonpa-RAY-la-vone
man,
αὐτόautoaf-TOH
neither
οὔτεouteOO-tay
taught
I
was
ἐδιδάχθηνedidachthēnay-thee-THAHK-thane
it,
but
ἀλλὰallaal-LA
by
δι'dithee
the
revelation
ἀποκαλύψεωςapokalypseōsah-poh-ka-LYOO-psay-ose
of
Jesus
Ἰησοῦiēsouee-ay-SOO
Christ.
Χριστοῦchristouhree-STOO

Cross Reference

1 Corinthians 2:10
କିନ୍ତୁ ପରମେଶ୍ବର ଆତ୍ମାଙ୍କ ମାଧ୍ଯମ ରେ ଏହି ନିଗୂଢ଼ ବିଷୟମାନ ଆମକୁ ଦଖାଇେ ଦଇେଛନ୍ତି।

1 Corinthians 11:23
ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କ ଠାରୁ ଗ୍ରହଣ କରିଥିଲି, ସହେି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଯେଉଁ ରାତ୍ରି ରେ ଯୀଶୁଙ୍କୁ ହତ୍ଯା କରିବା ପାଇଁ ଧରାଇ ଦିଆଯାଇଥିଲା। ସହେି ରାତ୍ରି ରେ ସେ ରୋଟୀ ନେଲେ ଓ ତା' ପାଇଁ ଧନ୍ଯବାଦ ଦଇେଥିଲେ।

2 Corinthians 12:1
ମୁଁ ଗର୍ବ କରି ଚାଲି ଥିବି। ଏହା ଦ୍ବାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ 'ଦର୍ଶନ' ଓ 'ପ୍ରତ୍ଯାଦେଶ' ବିଷୟ ରେ କହିବି।

Galatians 1:1
ପ୍ ରରେିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ ରରେିତ ହବୋ ପାଇଁ ମନୁଷ୍ଯ ଦ୍ବାରା ବଛା ଯାଇ ନାହିଁ କି ମନୁଷ୍ଯ ଦ୍ବାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁଖ୍ରୀଷ୍ଟ ଓ ପରମପିତା ପରମେଶ୍ବରଙ୍କ ଦ୍ବାରା ପ୍ ରରେିତ ଭାବେ ନିୟୁକ୍ତି ପାଇଛି। ସହେି ପରମପିତା ହିଁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କରିଥିଲେ।

Galatians 1:16
ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ କହିଲେ। ଯେତବେେଳେ ପରମେଶ୍ବର ମାେତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାୟ୍ଯ ନଇେ ନ ଥିଲି।