Exodus 30:30 in Oriya

Oriya Oriya Bible Exodus Exodus 30 Exodus 30:30

Exodus 30:30
ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥି ରେ ସମାନେେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷକେ କରି ପବିତ୍ର କରିବେ।

Exodus 30:29Exodus 30Exodus 30:31

Exodus 30:30 in Other Translations

King James Version (KJV)
And thou shalt anoint Aaron and his sons, and consecrate them, that they may minister unto me in the priest's office.

American Standard Version (ASV)
And thou shalt anoint Aaron and his sons, and sanctify them, that they may minister unto me in the priest's office.

Bible in Basic English (BBE)
And put the oil on Aaron and his sons, making them holy to do the work of priests to me.

Darby English Bible (DBY)
And Aaron and his sons thou shalt anoint, and shalt hallow them, that they may serve me as priests.

Webster's Bible (WBT)
And thou shalt anoint Aaron and his sons, and consecrate them, that they may minister to me in the priest's office.

World English Bible (WEB)
You shall anoint Aaron and his sons, and sanctify them, that they may minister to me in the priest's office.

Young's Literal Translation (YLT)
and Aaron and his sons thou dost anoint, and hast sanctified them for being priests to Me.

And
thou
shalt
anoint
וְאֶתwĕʾetveh-ET
Aaron
אַֽהֲרֹ֥ןʾahărōnah-huh-RONE
sons,
his
and
וְאֶתwĕʾetveh-ET
and
consecrate
בָּנָ֖יוbānāywba-NAV
priest's
the
in
me
unto
minister
may
they
that
them,
office.
תִּמְשָׁ֑חtimšāḥteem-SHAHK
וְקִדַּשְׁתָּ֥wĕqiddaštāveh-kee-dahsh-TA
אֹתָ֖םʾōtāmoh-TAHM
לְכַהֵ֥ןlĕkahēnleh-ha-HANE
לִֽי׃lee

Cross Reference

Leviticus 8:12
ଏହାପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷକୋର୍ଥକ ତୈଳ ଢାଳି ତାଙ୍କୁ ମଧ୍ଯ ପବିତ୍ର କଲେ।

Leviticus 8:30
ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳରୁ ଓ ୟଜ୍ଞବଦେୀ ଉପରିସ୍ଥ ରକ୍ତରୁ କିଛି ନଇେ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସମାନଙ୍କେ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ।

Exodus 28:3
ସହେି ନିପୁଣ ଲୋକମାନଙ୍କୁ ପଚାର, ଯେଉଁମାନଙ୍କୁ ମୁଁ ହାରୋଣକୁ ଯାଜକ ରୂପେ ଉତ୍ସର୍ଗୀକୃତ କରିବା ପାଇଁ ବସ୍ତ୍ର ତିଆରି କରିବା ପାଇଁ ଜ୍ଞାନ ପ୍ରଦାନ କଲି।

Exodus 29:7
ଏହାପରେ ଅଭିଷକୋର୍ଥକ ତୈଳ ନଇେ ତାହାର ମସ୍ତକ ଉପରେ ଢାଳି ତାକୁ ଅଭିଷକେ କରିବ।

Exodus 40:15
ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲାପରେ ସମାନେେ ମାରେ ଯାଜକ ରୂପେ କର୍ମ କରିପାରିବେ। ସହେି ପରିବାର ଅନନ୍ତକାଳୀନ ମାରେ ଯାଜକ ରୂପେ ସବୋ କରିବେ।

Numbers 3:3
ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁ ମାନେ ଯାଜକରୂପେ ଅଭିଷିକ୍ତ ହାଇେଥିଲେ ଓ