Exodus 20:8 in Oriya

Oriya Oriya Bible Exodus Exodus 20 Exodus 20:8

Exodus 20:8
ବିଶ୍ରାମଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।

Exodus 20:7Exodus 20Exodus 20:9

Exodus 20:8 in Other Translations

King James Version (KJV)
Remember the sabbath day, to keep it holy.

American Standard Version (ASV)
Remember the sabbath day, to keep it holy.

Bible in Basic English (BBE)
Keep in memory the Sabbath and let it be a holy day.

Darby English Bible (DBY)
Remember the sabbath day to hallow it.

Webster's Bible (WBT)
Remember the sabbath-day to keep it holy.

World English Bible (WEB)
"Remember the Sabbath day, to keep it holy.

Young's Literal Translation (YLT)
`Remember the Sabbath-day to sanctify it;

Remember
זָכ֛וֹר֩zākôrza-HORE
the

אֶתʾetet
sabbath
י֥֨וֹםyômyome
day,
הַשַּׁבָּ֖֜תhaššabbātha-sha-BAHT
to
keep
it
holy.
לְקַדְּשֽׁ֗וֹ׃lĕqaddĕšôleh-ka-deh-SHOH

Cross Reference

Exodus 31:13
ଏହିକଥା ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭମାନେେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧିଅରେ ଏକ ଚିହ୍ନ ହବେ।

Leviticus 19:3
ତୁମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପିତା ମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମାରେବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

Leviticus 26:2
ତୁମ୍ଭମାନେେ ଆମ୍ଭର ସ୍ବତନ୍ତ୍ର ବିଶ୍ରାମଦିବସ ପାଳନ କରିବ ଓ ଆମ୍ଭର ପବିତ୍ରସ୍ଥାନକୁ ସମ୍ମାନ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।

Genesis 2:3
ତା'ପରେ ପରମେଶ୍ବର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ବର ସମସ୍ତ ଜିନିଷ ସୃଷ୍ଟି କରିସାରିଲା ପରେ ବିଶ୍ରାମ ନେଲେ।

Leviticus 19:30
ତୁମ୍ଭମାନେେ ଆମ୍ଭ ବିଶ୍ରାମଦିନ ପାଳନ କରିବ ଓ ଆମ୍ଭର ପବିତ୍ରସ୍ଥାନକୁ ସମାଦର କରିବ। ଆମ୍ଭେ ସଦାପ୍ରଭୁ ଅଟୁ।

Leviticus 23:3
ଛଅଦିନ କାମ କରାୟିବ, ମାତ୍ର ସପ୍ତମଦିନ ବିଶ୍ରାମଦିନ। ଅର୍ଥାତ୍ ପବିତ୍ର ଶଭା ହବେ। ତୁମ୍ଭମାନେେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ସଦାପ୍ରବୁଙ୍କ ଉଦ୍ଦେଶ୍ଯ ରେ ବିଶ୍ରାମଦିନ ହବେ।

Exodus 16:23
ମାଶାେ ସମାନଙ୍କେୁ କହିଲେ, ଏପରି କରିବାକୁ ସଦାପ୍ରଭୁ କହିଅଛନ୍ତି, କାରଣ ଆସନ୍ତା କାଲି ମହାବିଶ୍ରାମ ଦିନ ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ବିଶ୍ରାମ ହବେ। ତୁମ୍ଭମାନେେ ଆଜି ଯେତିକି ଖାଦ୍ୟ ଦରକାର କରୁଛି ତାହା ଆଜି ରନ୍ଧନ କର। କିନ୍ତୁ ଯାହା ବଳିଲା, ତାହା ପ୍ରଭାତ ପର୍ୟ୍ଯନ୍ତ ସଂଚଯ କର।

Exodus 23:12
ଛଅ ଦିନ ଧରି କାର୍ୟ୍ଯ କର ଏବଂ ସପ୍ତମ ଦିନ ରେ ବିଶ୍ରାମ କର। ଏପରି ମଧ୍ଯ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ଯ ଏପରି କରିବ। ସମାନଙ୍କେ ପାଇଁ ସପ୍ତମ ଦିନଟି ବିଶ୍ରାମ ଦବେ।

Isaiah 56:4
କାରଣ ନପୁଂସକମାନଙ୍କ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ଯେଉଁମାନେ ଆମ୍ଭର ବିଶ୍ରାମଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷଯ ମନୋନୀତ କରନ୍ତି, ପୁଣି ଆମ୍ଭର ଚୁକ୍ତି ଅବଲମ୍ବନ କରନ୍ତି,