Exodus 13:4
ଆଜି ଆବୀବ୍ ମାସ ରେ ଏହି ଦିନ ରେ ବାହାର ହେଲେ।
This day | הַיּ֖וֹם | hayyôm | HA-yome |
came ye out | אַתֶּ֣ם | ʾattem | ah-TEM |
יֹֽצְאִ֑ים | yōṣĕʾîm | yoh-tseh-EEM | |
in the month | בְּחֹ֖דֶשׁ | bĕḥōdeš | beh-HOH-desh |
Abib. | הָֽאָבִֽיב׃ | hāʾābîb | HA-ah-VEEV |
Cross Reference
Exodus 23:15
ପ୍ରଥମ ଉତ୍ସବଟି ତାଡିଶୂନ୍ଯ ରୋଟୀର ଉତ୍ସବ। ଏହା ମାରେ ଆଜ୍ଞାନୁସା ରେ ପାଳନ କରିବ। ଏହିପରି ତୁମ୍ଭମାନେେ ସାତଦିନ ୟାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭମାନେେ ଆବୀବ୍ ମାସ ରେ ପାଳନ କରିବ। କାରଣ ଏହି ମାସ ରେ ତୁମ୍ଭମାନେେ ମିଶରରୁ ମୁକ୍ତ ହାଇେଥିଲ। ପ୍ରେତ୍ୟକକ ଲୋକ ମାେତେ ନବୈେଦ୍ଯ ଉତ୍ସର୍ଗ କରିବେ।
Exodus 34:18
ତୁମ୍ଭମାନେ ତାଡିଶୂନ୍ଯ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦଇେଅଛୁ। ସହେିରୁପେ ତୁମ୍ଭମାନେେ ସାତଦିନ ତାଡିଶୁନ୍ଯ ରୋଟୀ ଖାଇବ। କାରଣ ସହେି ଆବୀବ୍ ମାସ ରେ ତୁମ୍ଭେ ମିଶର ଦେଶରୁ ବାହାର ହାଇେ ଆସିଥିଲ।
Exodus 12:2
ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହବେ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହବେ।
Deuteronomy 16:1
ଆବୀବ ମାସର ପର୍ବକକ୍ସ୍ଟ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସମ୍ମାନ ଦବୋ ପାଇଁ ନିସ୍ତାର ପର୍ବ ପାଳନ କର। କାରଣ ଆବୀବ ମାସ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ରାତ୍ରିକାଳ ରେ ମିଶରରକ୍ସ୍ଟ ବାହାର କରିଆଣିଲେ।