Exodus 12:49 in Oriya

Oriya Oriya Bible Exodus Exodus 12 Exodus 12:49

Exodus 12:49
ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।

Exodus 12:48Exodus 12Exodus 12:50

Exodus 12:49 in Other Translations

King James Version (KJV)
One law shall be to him that is homeborn, and unto the stranger that sojourneth among you.

American Standard Version (ASV)
One law shall be to him that is home-born, and unto the stranger that sojourneth among you.

Bible in Basic English (BBE)
The law is the same for him who is an Israelite by birth and for the man from a strange country who is living with you.

Darby English Bible (DBY)
One law shall be for him that is home-born and for the sojourner that sojourneth among you.

Webster's Bible (WBT)
One law shall be to him that is home-born, and to the stranger that sojourneth among you.

World English Bible (WEB)
One law shall be to him who is born at home, and to the stranger who lives as a foreigner among you."

Young's Literal Translation (YLT)
one law is to a native, and to a sojourner who is sojourning in your midst.'

One
תּוֹרָ֣הtôrâtoh-RA
law
אַחַ֔תʾaḥatah-HAHT
shall
be
יִֽהְיֶ֖הyihĕyeyee-heh-YEH
homeborn,
is
that
him
to
לָֽאֶזְרָ֑חlāʾezrāḥla-ez-RAHK
stranger
the
unto
and
וְלַגֵּ֖רwĕlaggērveh-la-ɡARE
that
sojourneth
הַגָּ֥רhaggārha-ɡAHR
among
בְּתֽוֹכְכֶֽם׃bĕtôkĕkembeh-TOH-heh-HEM

Cross Reference

Numbers 15:15
ସମାଜ ନିମନ୍ତେ ଅର୍ଥାତ୍ ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାଶକାରୀ ବିଦେଶୀ ନିମନ୍ତେ ଏକ ବ୍ଯବସ୍ଥା ହବେ। ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଦୃଷ୍ଟି ରେ ତୁମ୍ଭମାନେେ ଓ ବିଦେଶୀମାନେ ସମାନ।

Numbers 15:29
ଇଶ୍ରାୟେଲର ସମସ୍ତ ଲୋକଙ୍କ ନିମନ୍ତେ ଓ ସମାନଙ୍କେ ମଧିଅରେ ବାସ କରୁଥିବା ବିଦେଶୀ ମୂଳ ବାସୀନ୍ଦା ନିମନ୍ତେ ଅନିଚ୍ଛା ରେ କରାୟାଇଥିବା ପାପର ପ୍ରାଯଶ୍ଚିତ ନିମନ୍ତେ ଏକା ବ୍ଯବସ୍ଥା ହବେ।

Leviticus 24:22
ବିଦେଶୀ ହେଉ କି ସ୍ବଦେଶୀ ହେଉ, ସମାନଙ୍କେ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ଯବସ୍ଥା ହବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

Numbers 9:14
ଆଉ ଯବେେ ତୁମ୍ଭମାନଙ୍କେ ମଧିଅରେ ପ୍ରବାସକାରୀ କୌଣସି ବିଦେଶୀଯ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତବେେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ବଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହବେ।

Galatians 3:28
ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।

Colossians 3:11
ଏହି ନୂତନ ଜୀବନ ରେ ୟିହୁଦୀ ଓ ଅଣୟିହୁଦୀମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍ତଥୀୟମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ବାଧୀନ ଭିତ ରେ ମଧ୍ଯ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠା ରେ ଅଛନ୍ତି। ଯାହା ମହତ୍ତ୍ବପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।