Index
Full Screen ?
 

Exodus 11:3 in Oriya

யாத்திராகமம் 11:3 Oriya Bible Exodus Exodus 11

Exodus 11:3
ସଦାପ୍ରଭୁ ମିଶରୀଯମାନଙ୍କ ଦୃଷ୍ଟି ରେ ଲୋକମାନଙ୍କୁ ଅନୁଗ୍ରହ ପୁତ୍ର କଲେ। ପୁଣି ମିଶର ଦେଶର ଅଧିକାରୀମାନଙ୍କ ଆଗ ରେ ଓ ମିଶରର ଲୋକମାନଙ୍କ ଆଗ ରେ ମାେଶେ ଅତି ମହାନ୍ ଲୋକ ହେଲେ।'

And
the
Lord
וַיִּתֵּ֧ןwayyittēnva-yee-TANE
gave
יְהוָ֛הyĕhwâyeh-VA
the
people
אֶתʾetet

חֵ֥ןḥēnhane
favour
הָעָ֖םhāʿāmha-AM
sight
the
in
בְּעֵינֵ֣יbĕʿênêbeh-ay-NAY
of
the
Egyptians.
מִצְרָ֑יִםmiṣrāyimmeets-RA-yeem
Moreover
גַּ֣ם׀gamɡahm
the
man
הָאִ֣ישׁhāʾîšha-EESH
Moses
מֹשֶׁ֗הmōšemoh-SHEH
very
was
גָּד֤וֹלgādôlɡa-DOLE
great
מְאֹד֙mĕʾōdmeh-ODE
in
the
land
בְּאֶ֣רֶץbĕʾereṣbeh-EH-rets
Egypt,
of
מִצְרַ֔יִםmiṣrayimmeets-RA-yeem
in
the
sight
בְּעֵינֵ֥יbĕʿênêbeh-ay-NAY
Pharaoh's
of
עַבְדֵֽיʿabdêav-DAY
servants,
פַרְעֹ֖הparʿōfahr-OH
and
in
the
sight
וּבְעֵינֵ֥יûbĕʿênêoo-veh-ay-NAY
of
the
people.
הָעָֽם׃hāʿāmha-AM

Cross Reference

Exodus 12:36
ସଦାପ୍ରଭୁ ମିଶରବାସୀମାନଙ୍କ ହୃଦଯ ରେ ଇଶ୍ରାୟେଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇଶ୍ରାୟେଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକା ରେ ଇଶ୍ରାୟେଲୀୟମାନେ ମିଶରୀଯ ମାନଙ୍କୁ ଲୁଣ୍ଠନ କଲେ।

Exodus 3:21
ଆଉ ଆମ୍ଭେ ମିଶରୀଯ ଲୋକମାନଙ୍କ ସାକ୍ଷାତ ରେ ଏହି ଲୋକମାନଙ୍କୁ ଅନୁଗ୍ରହ ପାତ୍ର କରିବି, ତହିଁରେ ତୁମ୍ଭମାନଙ୍କର ୟାତ୍ରା ସମୟରେ ସମାନେେ ତୁମ୍ଭମାନଙ୍କୁ ଉପହାରମାନ ଦବେେ।

Psalm 106:46
ସେ ସମାନଙ୍କେର ସମସ୍ତଙ୍କୁ ବନ୍ଦି କରିଥିବା ମନରେ ଦୟା ଦଖାଇେଲେ।

Revelation 3:9
ଶୁଣ ! ତୁମ୍ଭ ମଧିଅରେ ଶୟତାନର ଗୋଟିଏ ଦଳ ଅଛି। ସମାନେେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତ ରେ ସମାନେେ ମିଥ୍ଯାବାଦୀ। ସମାନେେ ବାସ୍ତବ ରେ ୟିହୁଦୀ ନୁହଁନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସମାନଙ୍କେର ମୁଣ୍ଡ ନୁଆଁଇବି। ତବେେ ସମାନେେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ ରମେ କରିଛି।

Acts 7:22
ମାଶାେ ମିଶରବାସୀମାନଙ୍କର ସମସ୍ତ ବିଦ୍ଯା ରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ଯ ଓ କାମ ରେ ଶକ୍ତିଶାଳୀ ଥିଲେ।

Isaiah 60:14
ଯେଉଁମାନେ ତୁମ୍ଭକୁ କଷ୍ଟ ଦଇେଥିଲେ ସମାନଙ୍କେର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହବେେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସମାନେେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସମାନେେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ ଇଶ୍ରାୟେଲର ଧର୍ମସ୍ବରୂପଙ୍କର ସିୟୋନ ବୋଲି ସମ୍ ବୋଧନ କରିବେ।'

Esther 9:4
କାରଣ ମର୍ଦ୍ଦଖଯ ରାଜଗୃହ ମଧିଅରେ ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରଦେଶ ରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖଯ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।

2 Samuel 7:9
ଏହାପରେ ତୁମ୍ଭେ ଯେଉଁ ସ୍ଥାନକକ୍ସ୍ଟ ଗଲ, ମୁ ତୁମ୍ଭର ସହିତ ଗଲି ଓ ତୁମ୍ଭର ସମସ୍ତ ଶତୃମାନଙ୍କୁ ଧ୍ବଂସ କଲି ଏବଂ ମୁ ତୁମ୍ଭକୁ ପୃଥିବୀର ବିଖ୍ଯାତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ କରିବି।

Deuteronomy 34:11
ସଦାପ୍ରଭୁ ମାଶାଙ୍କେକ୍ସ୍ଟ ମିଶର ରେ ମହାନ ଆଶ୍ଚର୍ୟ୍ଯ କର୍ମମାନ କରିବାକୁ ପଠାଇଲେ। ଫା ରେ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସହେିସବୁ ଆଶ୍ଚର୍ୟ୍ଯ କର୍ମମାନ ଦେଖିଲେ।

Genesis 39:21
କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।

Genesis 12:2
ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।

Chords Index for Keyboard Guitar