Ephesians 2:16
କ୍ରୁଶ ଉପରେ ମୃତ୍ଯୁବରଣ କରି ସେ ଦୁଇ ଦଳ ଭିତ ରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସହେି ଦୁଇଟି ଦଳରୁ ଗୋଟିଏ ଶରୀର ରେ ପରିଣତ କରିବା ପରେ ଖ୍ରୀଷ୍ଟ ସମାନଙ୍କେୁ ପରମେଶ୍ବରଙ୍କ ସହିତ ମିଳିତ କରାଇବା ପାଇଁ ଚାହିଁଲେ।
Ephesians 2:16 in Other Translations
King James Version (KJV)
And that he might reconcile both unto God in one body by the cross, having slain the enmity thereby:
American Standard Version (ASV)
and might reconcile them both in one body unto God through the cross, having slain the enmity thereby:
Bible in Basic English (BBE)
And that the two might come into agreement with God in one body through the cross, so putting an end to that division.
Darby English Bible (DBY)
and might reconcile both in one body to God by the cross, having by it slain the enmity;
World English Bible (WEB)
and might reconcile them both in one body to God through the cross, having killed the hostility thereby.
Young's Literal Translation (YLT)
and might reconcile both in one body to God through the cross, having slain the enmity in it,
| And | καὶ | kai | kay |
| that he | ἀποκαταλλάξῃ | apokatallaxē | ah-poh-ka-tahl-LA-ksay |
| might reconcile | τοὺς | tous | toos |
| ἀμφοτέρους | amphoterous | am-foh-TAY-roos | |
| both | ἐν | en | ane |
| unto | ἑνὶ | heni | ane-EE |
| God | σώματι | sōmati | SOH-ma-tee |
| in | τῷ | tō | toh |
| one | θεῷ | theō | thay-OH |
| body | διὰ | dia | thee-AH |
| by | τοῦ | tou | too |
| the | σταυροῦ | staurou | sta-ROO |
| cross, | ἀποκτείνας | apokteinas | ah-poke-TEE-nahs |
| slain having | τὴν | tēn | tane |
| the | ἔχθραν | echthran | AKE-thrahn |
| enmity | ἐν | en | ane |
| thereby: | αὐτῷ | autō | af-TOH |
Cross Reference
Colossians 1:20
ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ବର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ। ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ବାରା ପରମେଶ୍ବର ଶାନ୍ତି ଆଣିଲେ।
Ephesians 2:15
ୟିହୁଦୀମାନଙ୍କ ବ୍ଯବସ୍ଥା ରେ ଅନକେ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ଯବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ଯ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠା ରେ ନୂତନ ଲୋକ କରାଇବା। ଏହା ଦ୍ବାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରିପାରନ୍ତି।
2 Corinthians 5:18
ଏହି ସବୁ ବିଷୟ ପରମେଶ୍ବରଙ୍କ ଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ବରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାଯିତ୍ବ ଆମ୍ଭମାନଙ୍କୁ ଦଇେଛନ୍ତି।
1 Peter 4:1
ଖ୍ରୀଷ୍ଟ ନିଜ ଶରୀର ରେ ଥିଲା ବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯଭେଳି ଚିନ୍ତାଧାରା ଥିଲା, ତାହା ଦ୍ବାରା ତୁମ୍ଭେ ଆପଣାକୁ ଶକ୍ତିୟୁକ୍ତ କର। ଯେଉଁ ଲୋକ ନିଜ ଶରୀର ରେ ଯାତନ ଭୋଗ କଲା ; ସେ ପାପରୁ ନିବୃତ୍ତ ହାଇେଛି।
Colossians 2:14
ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ବାରା, ଆମ୍ଭ ବିରୁଦ୍ଧ ରେ ଲଖାେ ଯାଇଥିବା ଚିଠାଟିକୁ ପରମେଶ୍ବର ବ୍ଯର୍ଥ ବୋଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କଲେ। ଆମ୍ଭର ବିରୁଦ୍ଧାତ୍ମକ ସହେି ଚିଠାକୁ ପରମେଶ୍ବର ନଇଗେଲେ ଓ କ୍ରୁଶ ଉପରେ ଟଙ୍ଗାଇ ଦେଲେ।
Galatians 2:20
ଅତଏବ ଏଲବ ମୁଁ ନିଲଜ ଜୀବିତ ନାହିଁ, ମାତ୍ରସମା ମଧିଅଲର ଯୀଶୁଖ୍ରୀଷ୍ଟ ଜୀବିତ ଅଛନ୍ତି।ସମାର ଶରୀର ମଧିଅଲର ମୁଁ ଏ ପର୍ୟ୍ଯନ୍ତ ଜୀବିତ ଅଛି ଓ ପରଲମଶ୍ବରଙ୍କ ପୁତ୍ରଙ୍କଠାସରସମାର ବିଶ୍ବାସ ପାଇଁ ମୁଁ ଜୀବିତ ଅଛି।ସସସମାଲତ ଭଲ ପାଇଲଲ।ସସସମା ଉଦ୍ଧାର ପାଇଁ ନିଜକୁ ସମର୍ପିତ କରିସଦଇଛନ୍ତି।
Romans 8:7
ଏହା କାହିଁକି ସତ୍ଯ? କାରଣ ଯଦି ଜଣେ ଲୋକର ବିଚାର ତାହାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ସେ ଲୋକ ପରମେଶ୍ବରଙ୍କର ବିରୋଧୀ। ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବାକୁ ମନା କରେ।ପ୍ରକୃତ ରେ ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବା ପାଇଁ ଅସମର୍ଥ।
Romans 8:3
ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।
Romans 6:6
ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କୃଶ ଉପରେ ତାହାଙ୍କ ସହିତ ମୃତ ହାଇେ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ବ ନକରିବା ପାଇଁ ଏପରି ଘଟିଲା। ତା'ପରେ ଆମ୍ଭେ ପାପର ଦାସ ହବେୁ ନାହିଁ।
Romans 5:10
ମାେ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ବରଙ୍କର ଶତୃ ହାଇେଥିଲେ ମଧ୍ଯ, ସେ ନିଜ ପୁତ୍ରଙ୍କ ମୃତ୍ଯୁ ଦ୍ବାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେ ହତେୁ ଆମ୍ଭେ ପରମେଶ୍ବରଙ୍କର ମିତ୍ର, ପରମେଶ୍ବର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ଯମ ରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।