Matthew 1:19
କିନ୍ତୁ ତାହଙ୍କର ଭାବୀପତି ୟୋ ସଫେ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗ ରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁନଥିଲେ। ସେ ତାହାଙ୍କୁ ଛାଡପତ୍ର ଦବୋ ପାଇଁ ଗୋପନରା ଯୋଜନା କଲେ।
Matthew 5:31
ଏକଥା ମଧ୍ଯ କୁହାୟାଇଛି ଯେ, ' ଯେଉଁ ଲୋକ ତାର ପତ୍ନୀକୁ ଛାଡପତ୍ର ଦିଏ, ସେ ତା ପତ୍ନୀକୁ ଛାଡପତ୍ର ପାଇଁ ଲିଖିତ ରୁପରେ ଗୋଟିଏ ସୂଚନା ଦବେ।'
Matthew 5:32
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।
Matthew 5:32
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।
Matthew 14:15
ସନ୍ଧ୍ଯା ବଳକେୁ ଶିଷ୍ଯମାନେ ତାହାଙ୍କ ପାଖକୁ ଆସି କହିଲେ, ଏହା ଅତ୍ଯନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠଇେ ଦିଅ। ତା' ହେଲେ ସମାନେେ ଗାଁମାନଙ୍କୁ ଯାଇ ସମାନଙ୍କେ ପାଇଁ ଖାଦ୍ୟ କିଣି ପାରିବେ।
Matthew 14:22
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ରେ ଚଢି ହ୍ରଦର ଅପର ପାଶର୍ବକୁ ୟିବାକୁ କହିଲେ। ଯୀଶୁ ନିଜେ ସଠାେକୁ ପରେ ଯିବେ ବୋଲି କହିଲେ।
Matthew 14:23
ତା'ପରେ ଜମା ହାଇେଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ ଉପରକୁ ଗଲେ। ସନ୍ଧ୍ଯା ହାଇେ ସାରିଥିଲା, ଯୀଶୁ ସଠାେରେ ଏକୁଟିଆ ଥିଲେ।
Matthew 15:23
ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।
Matthew 15:32
ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଡାକି କହିଲେ, ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସମାନେେ ସୋ ସାଙ୍ଗ ରେ ତିନି ଦିନ ହେଲା ରହିଲଣେି। କିନ୍ତୁ ଏବେ ସମାନଙ୍କେର ଖାଇବାକୁ କିଛି ନାହିଁ। ସମାନେେ ଏଠାରୁ ଭୋକିଲା ଚାଲିୟିବାଟା ମୁଁ ଆଦୌ ଚାହୁଁନି। ସେସାନେ ଘରକୁ ଗଲା ବେଳେ ମୂର୍ଚ୍ଛା ହାଇେ ଯାଇ ପାରନ୍ତି।
Matthew 15:39
ସମାନେେ ଖାଇ ସାରିବା ପରେ ଯୀଶୁ ସମାନଙ୍କେୁ ଘରକୁ ଫରେିୟିବା ପାଇଁ କହିଲେ। ସମାନଙ୍କେୁ ବିଦାୟ କରିସାରି ଯୀଶୁ ଡ଼ଙ୍ଗା ରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।
Occurences : 69
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்