No lexicon data found for Strong's number: 4483

ମାଥିଉଲିଖିତ ସୁସମାଚାର 1:22
ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।

ମାଥିଉଲିଖିତ ସୁସମାଚାର 2:15
ସଠାେରେ ଯୋଷଫେ େ ହରୋଦଙ୍କ ମୃତ୍ଯୁ ପର୍ୟ୍ଯନ୍ତ ରହିଲେ। ପରମେଶ୍ବର ତାହାଙ୍କ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ବର କହିଥିଲେ, ମୁଁ ମାରେପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।

ମାଥିଉଲିଖିତ ସୁସମାଚାର 2:17
ଏହିଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମୟଙ୍କ ମାଧ୍ଯମ ରେ କୁହାୟାଇଥିବା ପ୍ରଭୁଙ୍କ ବାକ୍ଯ ସଫଳ ହାଲା:

ମାଥିଉଲିଖିତ ସୁସମାଚାର 2:23
ସେ ସଠାେରେ ପହଞ୍ଚି ନାଜରିତ ନାମକ ନଗର ରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ଯାତ ହବେେ ବୋଲି ଭବିଷ୍ଯଦବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିଲେ। ସହେି ବାକ୍ଯ ଅନୁସାରେ ଏହା ଘଟିଲା।

ମାଥିଉଲିଖିତ ସୁସମାଚାର 3:3
ସହେି ଯୋହନଙ୍କ ବଷୟ ରେ ଭବିଷ୍ଯଦ୍ବକ୍ତା ୟିଶାଇୟ କହୁଥିଲେ,ପ୍ରାନ୍ତର ରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ବର। 'ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର। ୟିଶାଇୟ 40:3

ମାଥିଉଲିଖିତ ସୁସମାଚାର 4:14
ଭବଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପ୍ରଭୁ ପରମେଶ୍ବର ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଯୀଶୁ ଏଭଳି କରିଥିଲେ।

ମାଥିଉଲିଖିତ ସୁସମାଚାର 5:21
ତୁମ୍ଭମାନେେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇଥିଲା: 'ନରହତ୍ଯା କର ନାହିଁ। ଯେଉଁଲୋକ ନରହତ୍ଯା କରେ, ସେ ବିଗ୍ଭରସ୍ଥାନ ରେ ବିଗ୍ଭରିତ ହବେ।'

ମାଥିଉଲିଖିତ ସୁସମାଚାର 5:27
ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'

ମାଥିଉଲିଖିତ ସୁସମାଚାର 5:31
ଏକଥା ମଧ୍ଯ କୁହାୟାଇଛି ଯେ, ' ଯେଉଁ ଲୋକ ତାର ପତ୍ନୀକୁ ଛାଡପତ୍ର ଦିଏ, ସେ ତା ପତ୍ନୀକୁ ଛାଡପତ୍ର ପାଇଁ ଲିଖିତ ରୁପରେ ଗୋଟିଏ ସୂଚନା ଦବେ।'

ମାଥିଉଲିଖିତ ସୁସମାଚାର 5:33
ଏକଥା ତୁମ୍ଭେ ଶୁଣିଛ ଯେ ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇ ଥିଲା: 'ତୁମ୍ଭମାନେେ କରିଥିବା ପ୍ରତିଜ୍ଞା କବେେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ସବୁ ପାଳନ କର।'

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்