Mark 1:7
ଯୋହନ ଲୋକମାନଙ୍କ ଆଗ ରେ ଘାଷେଣା କରୁଥଲେ: ମାେ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡି ବସି ତାହାଙ୍କର ୟୋତା ଖାଲିବୋ ପାଇଁ ମଧ୍ଯ ଯୋଗ୍ଯ ନୁହେଁ।
Luke 3:16
ସେତବେେଳେ ଯୋହନ ସମାନଙ୍କେୁ କହିଲେ, ମୁଁ ତ ତୁମ୍ଭମାନଙ୍କୁ ଜଳ ରେ ବାପ୍ତିଜିତ କରୁଛି, କିନ୍ତୁ ମାେ' ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ୟୋତାର ଫିତା ଫିଟାଇବାକୁ ମଧ୍ଯ ମୁଁ ଯୋଗ୍ଯ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିଜିତ କରିବେ।
John 1:27
ସେ ବ୍ଯକ୍ତି ମାେ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟଇବୋ ପାଇଁ ଯୋଗ୍ଯ ନୁହେଁ।
Acts 22:25
ସମାନେେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସଠାେରେ ଠିଆ ହାଇେଥିବା ଜଣେ ସନୋ ଅଧିକାରୀଙ୍କୁ କହିଲେ, ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହାଇେ ନାହିଁ, ତାହାକୁ କୋରଡ଼ା ମାରିବା କ'ଣ ଆଇନ ସଙ୍ଗତ ଅଟେ?
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்