Psalm 80
1 ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରଯିମ, ବିନ୍ଯାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦଖାେଅ ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ହେ ପରମେଶ୍ବର, ପୁନରାଯ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ କର ଓ ରକ୍ଷା କର।
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭେ କେତକୋଳ ପର୍ୟ୍ଯନ୍ତ କୋର୍ଧ ଚାଲୁ ରଖିବ ? େକେତବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ ?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସମାନଙ୍କେୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦଇେଛ।
6 ତୁମ୍ଭେ ଆମ୍ଭର ପ୍ରତିବେଶୀଗଣ ଦ୍ବାରା ଆମ୍ଭମାନଙ୍କୁ ଘୃଣା କରଇେଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
7 ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।
8 ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ ଦ୍ରାକ୍ଷାଲତା ରୋପଣ କର।
9 ତୁମ୍ଭେ ଦ୍ରାକ୍ଷାବୃକ୍ଷ ପାଇଁ ଭୂମି ପ୍ରସ୍ତୁତ କଲ। ତହିଁରେ ଚରଗେୁଡ଼ିକ ଗଭୀରକୁ ଗଲା। ଦ୍ରାକ୍ଷାଲତା ସମସ୍ତ ଦେଶରେ ବ୍ଯାପିଗଲା।
10 ତାହାର ଛାଯାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ବରଙ୍କ ବିରାଟ ଦବଦୋରୁ ବୃକ୍ଷକୁ ମଧ୍ଯ ଆଚ୍ଛାଦନ କଲା।
11 ଭୂମଧ୍ଯସାଗର ପର୍ୟ୍ଯନ୍ତ ଆପଣା ଶାଖା ଓ ଫରାତ୍ ନଦୀ ପର୍ୟ୍ଯନ୍ତ ଆପଣା ପଲ୍ଲବ ବିସ୍ତାର କଲା।
12 ହେ ପରମେଶ୍ବର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ ? ପଥିକମାନେ ସବୁ ଅଙ୍ଗୁର ଛିଣ୍ଡାଇ ପକାଉଛନ୍ତି।
13 ବନରୁ ବରାହ ଆସି ଦ୍ରାକ୍ଷାବୃକ୍ଷ ଉପାଡ଼ି ପକାଏ, ବନର ପଶୁଗଣ ତା'ର ପତ୍ର ଖାଇୟାନ୍ତି।
14 ହେ ସର୍ବଶକ୍ତିମାନ ପରମେଶ୍ବର ଫରେିଆସ। ସ୍ବର୍ଗରୁ ତୁମ୍ଭର ଦ୍ରାକ୍ଷାଲତା ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
15 ହେ ପରମେଶ୍ବର, ସହେି ଦ୍ରାକ୍ଷାଲତାକୁ ଦେଖ, ୟାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ। ସହେି େଛାଟ ଲତାକୁ ଦେଖ ୟାହାକୁ ତୁମ୍ଭେ ବଢ଼ଇେଛ।
16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା। ତୁମ୍ଭେ ତାଗ୍ଦ ଉପରେ କୋର୍ଧାନ୍ବିତ ହାଇେ ତାକୁ ଧ୍ବଂସ କର।
17 ହେ ପରମେଶ୍ବର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାଶର୍ବରେ ଛିଡ଼ା ହାଇେଥିବା ମନୁଷ୍ଯ ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭମାନେେ ତୁମ୍ଭକୁ ପୁନରାଯ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭମାନେେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
1 To the chief Musician upon Shoshannim-Eduth, A Psalm of Asaph.
2 Give ear, O Shepherd of Israel, thou that leadest Joseph like a flock; thou that dwellest between the cherubims, shine forth.
3 Before Ephraim and Benjamin and Manasseh stir up thy strength, and come and save us.
4 Turn us again, O God, and cause thy face to shine; and we shall be saved.
5 O Lord God of hosts, how long wilt thou be angry against the prayer of thy people?
6 Thou feedest them with the bread of tears; and givest them tears to drink in great measure.
7 Thou makest us a strife unto our neighbours: and our enemies laugh among themselves.
8 Turn us again, O God of hosts, and cause thy face to shine; and we shall be saved.
9 Thou hast brought a vine out of Egypt: thou hast cast out the heathen, and planted it.
10 Thou preparedst room before it, and didst cause it to take deep root, and it filled the land.
11 The hills were covered with the shadow of it, and the boughs thereof were like the goodly cedars.
12 She sent out her boughs unto the sea, and her branches unto the river.
13 Why hast thou then broken down her hedges, so that all they which pass by the way do pluck her?
14 The boar out of the wood doth waste it, and the wild beast of the field doth devour it.
15 Return, we beseech thee, O God of hosts: look down from heaven, and behold, and visit this vine;
16 And the vineyard which thy right hand hath planted, and the branch that thou madest strong for thyself.
17 It is burned with fire, it is cut down: they perish at the rebuke of thy countenance.
18 Let thy hand be upon the man of thy right hand, upon the son of man whom thou madest strong for thyself.
19 So will not we go back from thee: quicken us, and we will call upon thy name.
20 Turn us again, O Lord God of hosts, cause thy face to shine; and we shall be saved.
Psalm 80 in Tamil and English
0
To the chief Musician upon Shoshannim-Eduth, A Psalm of Asaph.
1 ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
Give ear, O Shepherd of Israel, thou that leadest Joseph like a flock; thou that dwellest between the cherubims, shine forth.
2 ଇଫ୍ରଯିମ, ବିନ୍ଯାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦଖାେଅ ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
Before Ephraim and Benjamin and Manasseh stir up thy strength, and come and save us.
3 ହେ ପରମେଶ୍ବର, ପୁନରାଯ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ କର ଓ ରକ୍ଷା କର।
Turn us again, O God, and cause thy face to shine; and we shall be saved.
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭେ କେତକୋଳ ପର୍ୟ୍ଯନ୍ତ କୋର୍ଧ ଚାଲୁ ରଖିବ ? େକେତବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ ?
O Lord God of hosts, how long wilt thou be angry against the prayer of thy people?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସମାନଙ୍କେୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦଇେଛ।
Thou feedest them with the bread of tears; and givest them tears to drink in great measure.
6 ତୁମ୍ଭେ ଆମ୍ଭର ପ୍ରତିବେଶୀଗଣ ଦ୍ବାରା ଆମ୍ଭମାନଙ୍କୁ ଘୃଣା କରଇେଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
Thou makest us a strife unto our neighbours: and our enemies laugh among themselves.
7 ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।
Turn us again, O God of hosts, and cause thy face to shine; and we shall be saved.
8 ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ ଦ୍ରାକ୍ଷାଲତା ରୋପଣ କର।
Thou hast brought a vine out of Egypt: thou hast cast out the heathen, and planted it.
9 ତୁମ୍ଭେ ଦ୍ରାକ୍ଷାବୃକ୍ଷ ପାଇଁ ଭୂମି ପ୍ରସ୍ତୁତ କଲ। ତହିଁରେ ଚରଗେୁଡ଼ିକ ଗଭୀରକୁ ଗଲା। ଦ୍ରାକ୍ଷାଲତା ସମସ୍ତ ଦେଶରେ ବ୍ଯାପିଗଲା।
Thou preparedst room before it, and didst cause it to take deep root, and it filled the land.
10 ତାହାର ଛାଯାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ବରଙ୍କ ବିରାଟ ଦବଦୋରୁ ବୃକ୍ଷକୁ ମଧ୍ଯ ଆଚ୍ଛାଦନ କଲା।
The hills were covered with the shadow of it, and the boughs thereof were like the goodly cedars.
11 ଭୂମଧ୍ଯସାଗର ପର୍ୟ୍ଯନ୍ତ ଆପଣା ଶାଖା ଓ ଫରାତ୍ ନଦୀ ପର୍ୟ୍ଯନ୍ତ ଆପଣା ପଲ୍ଲବ ବିସ୍ତାର କଲା।
She sent out her boughs unto the sea, and her branches unto the river.
12 ହେ ପରମେଶ୍ବର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ ? ପଥିକମାନେ ସବୁ ଅଙ୍ଗୁର ଛିଣ୍ଡାଇ ପକାଉଛନ୍ତି।
Why hast thou then broken down her hedges, so that all they which pass by the way do pluck her?
13 ବନରୁ ବରାହ ଆସି ଦ୍ରାକ୍ଷାବୃକ୍ଷ ଉପାଡ଼ି ପକାଏ, ବନର ପଶୁଗଣ ତା'ର ପତ୍ର ଖାଇୟାନ୍ତି।
The boar out of the wood doth waste it, and the wild beast of the field doth devour it.
14 ହେ ସର୍ବଶକ୍ତିମାନ ପରମେଶ୍ବର ଫରେିଆସ। ସ୍ବର୍ଗରୁ ତୁମ୍ଭର ଦ୍ରାକ୍ଷାଲତା ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
Return, we beseech thee, O God of hosts: look down from heaven, and behold, and visit this vine;
15 ହେ ପରମେଶ୍ବର, ସହେି ଦ୍ରାକ୍ଷାଲତାକୁ ଦେଖ, ୟାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ। ସହେି େଛାଟ ଲତାକୁ ଦେଖ ୟାହାକୁ ତୁମ୍ଭେ ବଢ଼ଇେଛ।
And the vineyard which thy right hand hath planted, and the branch that thou madest strong for thyself.
16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା। ତୁମ୍ଭେ ତାଗ୍ଦ ଉପରେ କୋର୍ଧାନ୍ବିତ ହାଇେ ତାକୁ ଧ୍ବଂସ କର।
It is burned with fire, it is cut down: they perish at the rebuke of thy countenance.
17 ହେ ପରମେଶ୍ବର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାଶର୍ବରେ ଛିଡ଼ା ହାଇେଥିବା ମନୁଷ୍ଯ ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
Let thy hand be upon the man of thy right hand, upon the son of man whom thou madest strong for thyself.
18 ଆମ୍ଭମାନେେ ତୁମ୍ଭକୁ ପୁନରାଯ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭମାନେେ ତୁମ୍ଭର ନାମରେ ଉପାସନା କରିବା।
So will not we go back from thee: quicken us, and we will call upon thy name.
19 ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
Turn us again, O Lord God of hosts, cause thy face to shine; and we shall be saved.