Psalm 44:9
କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଛାଡ଼ି ଚାଲିଗଲ। ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ। ତୁମ୍ଭେ ଆମ୍ଭ ସହିତ ୟୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।
Psalm 44:9 in Other Translations
King James Version (KJV)
But thou hast cast off, and put us to shame; and goest not forth with our armies.
American Standard Version (ASV)
But now thou hast cast `us' off, and brought us to dishonor, And goest not forth with our hosts.
Bible in Basic English (BBE)
But now you have sent us away from you, and put us to shame; you do not go out with our armies.
Darby English Bible (DBY)
But thou hast cast off, and put us to confusion, and dost not go forth with our armies;
Webster's Bible (WBT)
In God we boast all the day long, and praise thy name for ever. Selah.
World English Bible (WEB)
But now you rejected us, and brought us to dishonor, And don't go out with our armies.
Young's Literal Translation (YLT)
In anger Thou hast cast off and causest us to blush, And goest not forth with our hosts.
| But | אַף | ʾap | af |
| thou hast cast off, | זָ֭נַחְתָּ | zānaḥtā | ZA-nahk-ta |
| shame; to us put and | וַתַּכְלִימֵ֑נוּ | wattaklîmēnû | va-tahk-lee-MAY-noo |
| forth not goest and | וְלֹא | wĕlōʾ | veh-LOH |
| תֵ֝צֵ֗א | tēṣēʾ | TAY-TSAY | |
| with our armies. | בְּצִבְאוֹתֵֽינוּ׃ | bĕṣibʾôtênû | beh-tseev-oh-TAY-noo |
Cross Reference
Psalm 60:10
କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ଯାଖ୍ଯାନ କରିଛ। ପରମେଶ୍ବର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ୟାଅ ନାହିଁ।
Psalm 108:11
କିଏ ମାେତେ ସହେି ସକଳ ସହରକୁ ନବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ? ତୁମ୍ଭେ ନୁହଁ କି, ପରମେଶ୍ବର ? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ଯାଗ କଲ। ତୁମ୍ଭେ ଆମ୍ଭ ସୈନ୍ଯମାନଙ୍କ ସହିତ ଆଉ ଯାଉ ନାହଁ।
Psalm 74:1
ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?
Psalm 60:1
ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
Psalm 43:2
ହେ ପରମେଶ୍ବର, ତୁମ୍ଭେ ହିଁ ମାରେ ବଳସ୍ବରୂପ। କାହିଁକି ତୁମ୍ଭେ ମାେତେ ଛାଡ଼ି ଚାଲିୟିବ ? କାହିଁକି ମୁଁ ଏତେ ଦୁଃଖ ପାଇବି ? କାରଣ ମାରେ ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ।
Psalm 89:38
କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କୋର୍ଧ ହାଇେଅଛି, ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ଯାଗ କରିଅଛ।
Romans 11:1
ତା' ହେଲେ ମୁଁ ପ୍ରଶ୍ନ କରୁଛି: କଣ ପରମେଶ୍ବର ନିଜ ଲୋକମାନଙ୍କୁ ପରିତ୍ଯାଗ କରନ୍ତି କି? ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ଅବ୍ରାହାମଙ୍କ ପରିବାରର ଅଟେ। ବିନ୍ଯାମୀନଙ୍କ ଗୋଷ୍ଠୀ ରେ ଜାତ।
Lamentations 3:31
ସଦାପ୍ରଭୁ ଚିରକାଳ ପାଇଁ ତାକୁ ପରିତ୍ଯାଗ କରିବେ ନାହିଁ।
Jeremiah 33:24
ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କବେେ ତାହା ବିବଚେନା କରିଛ ? ସମାନେେ କହନ୍ତି, 'ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ଯ କରିଅଛନ୍ତି। ଏହିରୂପେ ସମାନେେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।' ସମାନଙ୍କେ ସାକ୍ଷାତ ରେ ସମାନେେ ଏକ ଗୋଷ୍ଠୀ ହାଇେ ଯେପରି ରହିବେ ନାହିଁ।
Psalm 88:14
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମାେତେ ପରିତ୍ଯାଗ କରୁଛ ? ତୁମ୍ଭେ କାହିଁକି ମାେ କଥା ଶୁଣୁ ନାହଁ ?
Psalm 80:12
ହେ ପରମେଶ୍ବର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ ? ପଥିକମାନେ ସବୁ ଅଙ୍ଗୁର ଛିଣ୍ଡାଇ ପକାଉଛନ୍ତି।