Psalm 44:6
ମୁଁ ମାରେ ଧନୁରେ ବିଶ୍ବାସ କରେ ନାହିଁ, କିଅବା ମାରେ ଖଣ୍ଡା ମାେତେ ରକ୍ଷା କରିପାରିବ ନାହିଁ।
Psalm 44:6 in Other Translations
King James Version (KJV)
For I will not trust in my bow, neither shall my sword save me.
American Standard Version (ASV)
For I will not trust in my bow, Neither shall my sword save me.
Bible in Basic English (BBE)
I will not put faith in my bow, my sword will not be my salvation.
Darby English Bible (DBY)
For I will not put confidence in my bow, neither shall my sword save me.
Webster's Bible (WBT)
Through thee will we push down our enemies: through thy name we will tread them under that rise up against us.
World English Bible (WEB)
For I will not trust in my bow, Neither shall my sword save me.
Young's Literal Translation (YLT)
For, not in my bow do I trust, And my sword doth not save me.
| For | כִּ֤י | kî | kee |
| I will not | לֹ֣א | lōʾ | loh |
| trust | בְקַשְׁתִּ֣י | bĕqaštî | veh-kahsh-TEE |
| bow, my in | אֶבְטָ֑ח | ʾebṭāḥ | ev-TAHK |
| neither | וְ֝חַרְבִּ֗י | wĕḥarbî | VEH-hahr-BEE |
| shall my sword | לֹ֣א | lōʾ | loh |
| save | תוֹשִׁיעֵֽנִי׃ | tôšîʿēnî | toh-shee-A-nee |
Cross Reference
Hosea 1:7
କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦଖାଇବୋ। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ୟୁଦ୍ଧ ରେ ଅଶ୍ବ କି ସୈନ୍ଯ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ଆମ୍ଭ ନିଜ ଶକ୍ତି ବଳ ରେ ରକ୍ଷା କରିବା।
1 Samuel 17:47
ଏଠା ରେ ରକ୍ସ୍ଟଣ୍ତ ହାଇେଥିବା ସବୁ ଲୋକମାନେ ଜାଣିବେ, ଯେ ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛାଦ୍ବାରା ରକ୍ଷା କରନ୍ତି ନାହିଁ, କାରଣ ଏହି ୟକ୍ସ୍ଟଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ରେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।
Psalm 20:7
କେତକେ ଲୋକ ସମାନଙ୍କେ ରଥ ଉପରେ ବିଶ୍ବାସ ରଖନ୍ତି। ଅନ୍ୟ ଲୋକମାନେ ସମାନଙ୍କେ ସୈନିକଙ୍କ ଉପରେ ରଖନ୍ତି କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ନାମକୁ ଉଚ୍ଚସ୍ବରରେ ଡ଼ାକୁ।
Psalm 33:16
ଜଣେ ରାଜା ନିଜର ଶକ୍ତିଦ୍ବାରା ସୁରକ୍ଷିତ ହୁଏ ନାହିଁ। ଜଣେ ଶକ୍ତିଶାଳୀ ସୈନିକ କବଳେ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।