Psalm 34:13 in Oriya

Oriya Oriya Bible Psalm Psalm 34 Psalm 34:13

Psalm 34:13
ସହେି ବ୍ଯକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର ଓ ସେ ମିଥ୍ଯା କହିବା ଉଚିତ୍ ନୁହେଁ।

Psalm 34:12Psalm 34Psalm 34:14

Psalm 34:13 in Other Translations

King James Version (KJV)
Keep thy tongue from evil, and thy lips from speaking guile.

American Standard Version (ASV)
Keep thy tongue from evil, And thy lips from speaking guile.

Bible in Basic English (BBE)
Keep your tongue from evil, and your lips from words of deceit.

Darby English Bible (DBY)
Keep thy tongue from evil, and thy lips from speaking guile;

Webster's Bible (WBT)
What man is he that desireth life, and loveth many days, that he may see good?

World English Bible (WEB)
Keep your tongue from evil, And your lips from speaking lies.

Young's Literal Translation (YLT)
Keep thy tongue from evil, And thy lips from speaking deceit.

Keep
נְצֹ֣רnĕṣōrneh-TSORE
thy
tongue
לְשׁוֹנְךָ֣lĕšônĕkāleh-shoh-neh-HA
from
evil,
מֵרָ֑עmērāʿmay-RA
lips
thy
and
וּ֝שְׂפָתֶ֗יךָûśĕpātêkāOO-seh-fa-TAY-ha
from
speaking
מִדַּבֵּ֥רmiddabbērmee-da-BARE
guile.
מִרְמָֽה׃mirmâmeer-MA

Cross Reference

1 Peter 2:22
ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9

James 3:2
ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।

James 1:26
ଜଣେ ଲୋକ ଭାବିପା ରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁ ସବୁ କଥା କହିବା ଉଚିତ ନୁହେଁ, ତାହା କହିବା ଦ୍ବାରା ସେ ନିଜକୁ ଠକେ। ତେଣୁ ତା'ର 'ଧର୍ମର କିଛି ମୂଲ୍ଯ ରହେ ନାହିଁ।

James 3:5
ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।

Psalm 141:3
ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମାେତେ ସାହାୟ୍ଯ କର। କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମାେତେ ରକ୍ଷା କର।

Psalm 39:1
ମୁଁ କହିଲି, ମୁଁ ଏଣିକି ୟାହା ବିଷଯରେ କହିବି ସାବଧାନ ହବେି। ମୁଁ ମାରେ ଜିହ୍ବାକୁ ପାପ କରିବାକୁ ସୁଯୋଗ ଦବେି ନାହିଁ। ମୁଁ ଯେତବେେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି, ମୁଁ ମାରେ ମୁଖକୁ ବନ୍ଦ ରଖିବି।

Psalm 55:11
ଅପରାଧ ସବୁଠାରେ ପ୍ରଚଳିତ ଅଛି। ଅରାଜକତା ପ୍ରତାରଣା ସର୍ବସାଧାରଣ ସ୍ଥାନ କବେେ ଛାଡ଼ି ନାହିଁ।

1 Peter 2:1
ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।

Revelation 14:4
ଏହି 1,44,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ଯଭିଚାରପାପ କରିନାହାଁନ୍ତି। ସମାନେେ ନିଜକୁ କୁମାରୀକନ୍ଯା ତୁଲ୍ଯ ପବିତ୍ର କରି ରଖିଛନ୍ତି। ମଷେଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସମାନେେ ତାହାଙ୍କର ଅନୁସରଣ କରନ୍ତି। ଏହି 1,44,000 ଜଣ ମନୁଷ୍ଯଜାତି ମଧ୍ଯରୁ ମୁକ୍ତି ପାଇଛନ୍ତି। ସମାନେେ ପରମେଶ୍ବର ଓ ମଷେଶାବକଙ୍କ ଉଦ୍ଦେଶ୍ଯ ରେ ପ୍ରଥମଫଳ ସ୍ବରୂପେ ଉତ୍ସର୍ଗରକୃତ ହାଇେଛନ୍ତି।

James 1:19
ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

Colossians 3:9
ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।

Proverbs 12:19
ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।

Proverbs 12:22
ମିଥ୍ଯାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ଯ କୁହନ୍ତି, ସମାନେେ ତାଙ୍କର ସୁଖକର ଲୋକମାନେ ଅଟନ୍ତି।

Proverbs 13:3
ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା'ର ଜୀବନ ରକ୍ଷା କରେ। ଯେ ଚିନ୍ତା ନ କରି କ ହେ ସେ ବିନାଶ ପ୍ରାପ୍ତ ହୁଏ।

Proverbs 18:21
ମରଣ ଓ ଜୀବନ ଜିହ୍ବାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।

Proverbs 19:9
ମିଥ୍ଯା ସାକ୍ଷୀ ଦଣ୍ଡିତ ହବେ। ମିଥ୍ଯାବାଦୀ ଧ୍ବଂସ ପାଇବ।

Proverbs 21:23
ଯେ ଆପଣା ମୁଖ ଓ ଜିହ୍ବା ରକ୍ଷା କରେ ସେ କ୍ଲେଶରୁ ଆପଣା ପ୍ରାଣକୁ ରକ୍ଷା କରେ।

Isaiah 63:8
ସଦାପ୍ରଭୁ କହିଲେ, ନିଶ୍ଚଯ ସମାନେେ ଆମ୍ଭର ଲୋକ, ଯେଉଁମାନେ ଅସତ୍ଯ ବ୍ଯବହାର କରିବେ ନାହିଁ, ସମାନେେ ଆମ୍ଭର ସନ୍ତାନ। ଏଣୁ ସେ ସମାନଙ୍କେର ତ୍ରାଣକର୍ତ୍ତା ହେଲେ।

Matthew 12:35
ଗୋଟିଏ ଭଲ ଲୋକର ମନ ରେ ଭଲ କଥା ସଞ୍ଚିତ ହାଇେ ରହିଥାଏ, ସେ କହିବା ବେଳେ ତା'ର ମନରୁ ଭଲ କଥା ବାହରି ଆ ସେ। କିନ୍ତୁ ଜଣେ ଖରାପ ଲୋକର ମନ ଭିତ ରେ ଖରାପ କଥା ସବୁ ସଞ୍ଚିତ ହାଇେ ରହିଥାଏ। ସେ କହିବା ବେଳେ ତା' ମନ ଭିତରୁ ଖରାପ କଥା ବାହରିଥାଏ। ତେଣୁ ସେ ଖରାପ କଥା କୁ ହେ।

Proverbs 12:7
ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବିନାଶ ହୁଅନ୍ତି। ସମାନଙ୍କେ ସତ୍ତା ଲୋପ ପାଏ। ମାତ୍ର ଧାର୍ମିକମାନେ ମରିଗଲେ ମଧ୍ଯ ସମାନେେ ସ୍ମୃତି ରେ ହିଁ ରହନ୍ତି।