Psalm 18:9 in Oriya

Oriya Oriya Bible Psalm Psalm 18 Psalm 18:9

Psalm 18:9
ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାଯମାନ ହେଲେ।

Psalm 18:8Psalm 18Psalm 18:10

Psalm 18:9 in Other Translations

King James Version (KJV)
He bowed the heavens also, and came down: and darkness was under his feet.

American Standard Version (ASV)
He bowed the heavens also, and came down; And thick darkness was under his feet.

Bible in Basic English (BBE)
The heavens were bent, so that he might come down; and it was dark under his feet.

Darby English Bible (DBY)
And he bowed the heavens, and came down; and darkness was under his feet.

Webster's Bible (WBT)
There went up a smoke out of his nostrils, and fire out of his mouth devoured: coals were kindled by it.

World English Bible (WEB)
He bowed the heavens also, and came down. Thick darkness was under his feet.

Young's Literal Translation (YLT)
And He inclineth the heavens, and cometh down, And thick darkness `is' under His feet.

He
bowed
וַיֵּ֣טwayyēṭva-YATE
the
heavens
שָׁ֭מַיִםšāmayimSHA-ma-yeem
down:
came
and
also,
וַיֵּרַ֑דwayyēradva-yay-RAHD
and
darkness
וַ֝עֲרָפֶ֗לwaʿărāpelVA-uh-ra-FEL
was
under
תַּ֣חַתtaḥatTA-haht
his
feet.
רַגְלָֽיו׃raglāywrahɡ-LAIV

Cross Reference

Deuteronomy 5:22
ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।

2 Peter 3:10
କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।

Hebrews 12:26
ଆଗରୁ ଯେତବେେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, ଆଉ ଥରେ ମୁଁ କମ୍ପାଇବି କବଳେ ପୃଥିବୀକୁ ନୁହେଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।327

John 13:7
ଯୀଶୁ କହିଲେ, ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ'ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।

Mark 15:33
ଦ୍ବିପ୍ରହର ବାଳକୁ ସମଗ୍ର ଦେଶ ଉପରେ ଅନ୍ଧକାର ମାଡି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବଳେ ପର୍ୟ୍ଯନ୍ତ ରହିଲା।

Matthew 24:29
ସହେି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:

Joel 3:16
ପୁଣି ସଦାପ୍ରଭୁ ପରମେଶ୍ବର ସିୟୋନରୁ ଚିତ୍କାର କରିବେ, ସେ ୟିରୁଶାଲମରୁ ମଧ୍ଯ ଚିତ୍କାର କରିବେ। ସହେି ଚିତ୍କାର ରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ମଦାପ୍ରଭୁ ପରମେଶ୍ବର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହବେ। ସେ ମଧ୍ଯ ଇଶ୍ରାୟେଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହବେେ।

Isaiah 51:6
ତୁମ୍ଭମାନେେ ସ୍ବର୍ଗମଣ୍ଡଳ ପ୍ରତି ଉର୍ଦ୍ଧ୍ବଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର। କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ଯ ଅନ୍ତର୍ହିତ ହବେ ଓ ଭୂମଣ୍ଡଳ ବସ୍ତୁ ତୁଲ୍ଯ ଜୀର୍ଣ୍ଣ ହବେ। ଆଉ ମଧ୍ଯ ପୃଥିବୀବାସୀ ସହେିପରି ମୃତ୍ଯୁବରଣ କରିବେ। ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ଧର୍ମାଚାର ଲୁପ୍ତ ହବେ ନାହିଁ।

Psalm 144:5
ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ। ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସମାନେେ ଧୂମ ନିର୍ଗତ କରିବେ।

Psalm 68:4
ପରମେଶ୍ବରଙ୍କ ନିମନ୍ତେ ସଂଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ବରଙ୍କର ପ୍ରଶଂସା ହେଉ। ୟିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ।

2 Samuel 22:10
0ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକକ୍ସ୍ଟ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା।

Deuteronomy 33:26
ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।

Revelation 20:11
ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।