Psalm 119:110 in Oriya

Oriya Oriya Bible Psalm Psalm 119 Psalm 119:110

Psalm 119:110
ଦୁଷ୍ଟ ଲୋକମାନେ ସର୍ବଦା ମାେତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦଶେ କବେେ ଅବମାନନା କରି ନାହିଁ।

Psalm 119:109Psalm 119Psalm 119:111

Psalm 119:110 in Other Translations

King James Version (KJV)
The wicked have laid a snare for me: yet I erred not from thy precepts.

American Standard Version (ASV)
The wicked have laid a snare for me; Yet have I not gone astray from thy precepts.

Bible in Basic English (BBE)
Sinners have put a net to take me; but I was true to your orders.

Darby English Bible (DBY)
The wicked have laid a snare for me; but I have not wandered from thy precepts.

World English Bible (WEB)
The wicked have laid a snare for me, Yet I haven't gone astray from your precepts.

Young's Literal Translation (YLT)
The wicked have laid a snare for me, And from thy precepts I wandered not.

The
wicked
נָתְנ֬וּnotnûnote-NOO
have
laid
רְשָׁעִ֣יםrĕšāʿîmreh-sha-EEM
a
snare
פַּ֣חpaḥpahk
erred
I
yet
me:
for
לִ֑יlee
not
וּ֝מִפִּקּוּדֶ֗יךָûmippiqqûdêkāOO-mee-pee-koo-DAY-ha
from
thy
precepts.
לֹ֣אlōʾloh
תָעִֽיתִי׃tāʿîtîta-EE-tee

Cross Reference

Psalm 141:9
ମନ୍ଦ ଲୋକମାନେ ମାେ ପାଇଁ ଫାଶ ବସାନ୍ତି। ସମାନଙ୍କେର ଫାଶରେ ମାେତେ ପଡ଼ିବା ପାଇଁ ଦିଅ ନାହିଁ।

Psalm 140:5
ସହେି ଗର୍ବୀ ଲୋକମାନେ ମାେ ପାଇଁ ଫାନ୍ଦ ବିଛାଇଛନ୍ତି। ସମାନେେ ମାେତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସମାନେେ ମାେ ପଥରେ ୟନ୍ତା ବିଛାଇଛନ୍ତି।

Jeremiah 18:22
ଯେତବେେଳେ ତୁମ୍ଭେ ହଠାତ୍ ଦଳେ ଚଢ଼ଉକାରୀ ସମାନଙ୍କେ ବିରୁଦ୍ଧ ରେ ଆଣ, ସମାନଙ୍କେର ଗୃହରୁ କ୍ରନ୍ଦନର ସ୍ବର ଶୁଣାଯାଉ। କାରଣ ସମାନେେ ମାେତେ ଧରିବା ପାଇଁ ଗର୍ତ୍ତ ଖାେଳି ଅଛନ୍ତି ଓ ମାେ ଚରଣ ପାଇଁ ଗୋପନ ରେ ଫାନ୍ଦ ବସାଇ ଅଛନ୍ତି।

Proverbs 1:11
ସହେି ଲୋକମାନେ ତୁମ୍ଭକୁ କହିପାରନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭମାନେେ ରକ୍ତପାଦ କରିବାକୁ ଚାହିଁ ବସୁ। ନିର୍ଦ୍ଦୋଶମାନଙ୍କୁ ବିନା କାରଣ ରେ ଧରିବାକୁ ଗୁପ୍ତ ରେ ଲୁଚି ରହୁ।

Psalm 124:6
ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସମାନଙ୍କେର ଦାନ୍ତର ଶିକାର ହବୋକୁ ନାହାନ୍ତି।

Psalm 119:95
ଦୁଷ୍ଟ ଲୋକମାନେ ମାେତେ ଧ୍ବଂସ କରିବାକୁ ଅପେକ୍ଷା କରୁଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ଯ ବିଷଯରେ ଭାବିବି।

Psalm 119:85
ଅହଂକାରୀମାନେ ମିଥ୍ଯାଦ୍ବାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।

Psalm 119:10
ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମାରେ ସର୍ବାନ୍ତକରଣ ହୃଦଯରେ ତୁମ୍ଭର ସବୋ କରିବି। ତୁମ୍ଭର ଆଜ୍ଞାରୁ ଚାଲିୟିବାକୁ ମାେତେ ପ୍ରତିରୋଧ କର।

Psalm 10:8
ସହେି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସମାନେେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସମାନେେ ନିର୍ଦ୍ ଦୋଷ ଲୋକଙ୍କୁ ହତ୍ଯା କରନ୍ତି।

Luke 20:19
ଧର୍ମଶାସ୍ତ୍ରୀ ଓ ମୁଖ୍ଯ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସମାନେେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସମାନଙ୍କେ ଉଦ୍ଦେଶ୍ଯ ରେ କୁହାୟାଇଛି। ତେଣୁ ସମାନେେ ଯୀଶୁଙ୍କୁ ଠିକ୍ ସତେିକି ବେଳେ ବନ୍ଦୀ କରିବାକୁ ଚାହିଁଲେ। କିନ୍ତୁ ଲୋକମାନେ କାଳେ କ'ଣ କିଛି କରିପକାଇବେ, ସେଥିପାଇଁ ସମାନେେ ଡରୁଥିଲେ।

Daniel 6:10
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।

Psalm 119:51
ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ ଏବଂ ମାେତେ ଅତିଶଯ ଅପମାନିତ କରିଛନ୍ତି, କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ଯୁତ ହାଇେ ନାହିଁ।

Psalm 119:21
ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର। ଯେଉଁମାନେ ତୁମ୍ଭର ଆଜ୍ଞାଗୁଡିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସମାନେେ ଅଭିଶପ୍ତ ହୁଅନ୍ତି।

Psalm 119:87
ସହେି ଲୋକମାନେ ମାେତେ ଧ୍ବଂସ କରି ଦେଲଣେି। ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ଯାଗ କରି ନାହିଁ।