Psalm 118:26
ୟାଜକମାନେ କହନ୍ତି, ୟିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ବର ଆଶୀର୍ବାଦ କରନ୍ତୁ। ଆମ୍ଭମାନେେ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
Psalm 118:26 in Other Translations
King James Version (KJV)
Blessed be he that cometh in the name of the LORD: we have blessed you out of the house of the LORD.
American Standard Version (ASV)
Blessed be he that cometh in the name of Jehovah: We have blessed you out of the house of Jehovah.
Bible in Basic English (BBE)
A blessing be on him who comes in the name of the Lord; we give you blessing from the house of the Lord.
Darby English Bible (DBY)
Blessed be he that cometh in the name of Jehovah. We have blessed you out of the house of Jehovah.
World English Bible (WEB)
Blessed is he who comes in the name of Yahweh! We have blessed you out of the house of Yahweh.
Young's Literal Translation (YLT)
Blessed `is' he who is coming In the name of Jehovah, We blessed you from the house of Jehovah,
| Blessed | בָּר֣וּךְ | bārûk | ba-ROOK |
| be he that cometh | הַ֭בָּא | habbāʾ | HA-ba |
| name the in | בְּשֵׁ֣ם | bĕšēm | beh-SHAME |
| of the Lord: | יְהוָ֑ה | yĕhwâ | yeh-VA |
| blessed have we | בֵּ֝רַֽכְנוּכֶ֗ם | bēraknûkem | BAY-rahk-noo-HEM |
| you out of the house | מִבֵּ֥ית | mibbêt | mee-BATE |
| of the Lord. | יְהוָֽה׃ | yĕhwâ | yeh-VA |
Cross Reference
Luke 19:38
ସ୍ବାଗତ କରି କହିଲେ:
Matthew 21:9
ଯୀଶୁଙ୍କ ଆଗେ ଆଗେ କେତକେ ଲୋକ ଯାଉଥିଲେ। ତାହାଙ୍କ ପେଛ ପେଛ ମଧ୍ଯ କେତକେ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:
John 12:13
ସମାନେେ ଖଜୁରୀ ବାହୂଙ୍ଗା ଧରି ୟିଶୁଙ୍କୁ ଦଖାେ କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜାରେ ରେ କହିଲେ,
Matthew 23:39
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ଯେଉଁ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ନ କହିଛ: 'ୟିଏ ପ୍ରଭୁଙ୍କ ନାମ ରେ ଆସୁଛନ୍ତି, ସେ ଧନ୍ଯ, ସେ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆଉ ଦେଖି ପାରିବ ନାହିଁ। '
Psalm 129:8
ତାଙ୍କ ବାଟ ଦଇେ ଯାଉଥିବା ଲୋକମାନେ କହନ୍ତି ନାହିଁ, ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ। କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।
Psalm 134:3
ସ୍ବର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା, ସିଯୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।
Numbers 6:23
ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,
Luke 13:35
ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡି ଦିଆୟିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ୟ୍ଯନ୍ତ ତୁମ୍ଭମାନେେ ଏହି କଥା ନକହିବ, 'ପ୍ରଭୁଙ୍କ ନାମ ରେ ଯେଉଁ ବ୍ଯକ୍ତି ଆସନ୍ତି, ପରମେଶ୍ବର ତାହାଙ୍କୁ ଆଶୀର୍ବାଦ କରନ୍ତୁ' , ' ସହେି ସମୟ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ପୁନର୍ବାର ଦେଖି ପାରିବ ନାହିଁ।'
Mark 11:9
କେତକେ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତକେ ତାହାଙ୍କ ପେଛ ପେଛ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
Zechariah 4:7
ହେ ମହାନ୍ ପର୍ବତ! ତୁମ୍ଭେ କଣ? ୟିରୁଦ୍ଦାବିଲ ସମ୍ମୁଖ ରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। 'ପରମେଶ୍ବରଙ୍କର ଏହା ଉପ ରେ କୃପା ହେଉ! ଧ୍ବନି ମଧିଅରେ ସେ କଣର ପ୍ରସ୍ତର ଆଣିବ।'