Psalm 112:1
ସଦାପ୍ରଭୁଙ୍କର ପ୍ରଶଂସା କର। ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସମାନେେ ସମ୍ମାନରେ ଭାଗ୍ଯବାନ୍ ହୁଅନ୍ତି, ୟିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ବସ୍ତ ହାଇେଥାଏ,
Psalm 112:1 in Other Translations
King James Version (KJV)
Praise ye the LORD. Blessed is the man that feareth the LORD, that delighteth greatly in his commandments.
American Standard Version (ASV)
Praise ye Jehovah. Blessed is the man that feareth Jehovah, That delighteth greatly in his commandments.
Bible in Basic English (BBE)
Let the Lord be praised. Happy is the man who gives honour to the Lord, and has great delight in his laws.
Darby English Bible (DBY)
Hallelujah! Blessed is the man that feareth Jehovah, that delighteth greatly in his commandments.
World English Bible (WEB)
Praise Yah! Blessed is the man who fears Yahweh, Who delights greatly in his commandments.
Young's Literal Translation (YLT)
Praise ye Jah! O the happiness of one fearing Jehovah, In His commands he hath delighted greatly.
| Praise | הַ֥לְלוּ | hallû | HAHL-loo |
| ye the Lord. | יָ֨הּ׀ | yāh | ya |
| Blessed | אַשְׁרֵי | ʾašrê | ash-RAY |
| is the man | אִ֭ישׁ | ʾîš | eesh |
| feareth that | יָרֵ֣א | yārēʾ | ya-RAY |
| אֶת | ʾet | et | |
| the Lord, | יְהוָ֑ה | yĕhwâ | yeh-VA |
| delighteth that | בְּ֝מִצְוֹתָ֗יו | bĕmiṣwōtāyw | BEH-mee-ts-oh-TAV |
| greatly | חָפֵ֥ץ | ḥāpēṣ | ha-FAYTS |
| in his commandments. | מְאֹֽד׃ | mĕʾōd | meh-ODE |
Cross Reference
Psalm 128:1
ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସମାନଙ୍କେର ପ୍ରେତ୍ୟକକ ବ୍ଯକ୍ତି ଧନ୍ଯ ଓ ସଦାପ୍ରଭୁଙ୍କର ପଥରେ ଚାଲନ୍ତି।
Psalm 119:16
ମୁଁ ତୁମ୍ଭ ବ୍ଯବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ଯ ପାଶାରେିବି ନାହିଁ।
Psalm 111:10
ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।
Psalm 148:11
ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ ତାଙ୍କର ପ୍ରଶଂସା କର। ପରମେଶ୍ବର ସମସ୍ତ ବିଚାରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
Psalm 150:1
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର !ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ଯମଣ୍ଡଳରେ ତାଙ୍କର ପ୍ରଶଂସା କର।
Isaiah 50:10
ତୁମ୍ଭମାନଙ୍କ ମଧିଅରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସବେକର ବାକ୍ଯ ପାଳନ କରେ ? ପୁଣି ଯେ ଆଲୋକ ବିନା ଅନ୍ଧକାର ରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପ ରେ ବିଶ୍ବାସ କର ଓ ଆପଣା ପରମେଶ୍ବରଙ୍କ ଉପ ରେ ନିର୍ଭରଶୀଳ ହେଉ।
Luke 1:50
ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସମାନଙ୍କେୁ ସଦାସର୍ବଦା ଦୟା କରନ୍ତି।
Romans 7:22
ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।
Romans 8:6
ଯଦି ଜଣେ ଲୋକର ବିଚ୍ଭାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ଆତ୍ମିକ ମୃତ୍ଯୁ ହୁଏ। କିନ୍ତୁ ଯଦି ଜଣକର ବିଚ୍ଭାର ଆତ୍ମା ଦ୍ବାରା ନିୟନ୍ରିତ ହୁଏ, ତା ହେଲେ ସଠାେରେ ଜୀବନ ଓ ଶାନ୍ତି ଅଛି।
Psalm 147:1
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !କାରଣ ଆମ୍ଭର ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ପ୍ରଶଂସା ଗାନ କରିବା ଉତ୍ତମ !ପରମେଶ୍ବରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମ ନୋହର ଅଟେ।
Psalm 145:19
ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି। ସେ ସମାନଙ୍କେର ଗୁହାରି ଶୁଣନ୍ତି ଏବଂ ସମାନଙ୍କେୁ ରକ୍ଷା କରନ୍ତି।
Psalm 119:143
କ୍ଲେଶ ଓ ୟନ୍ତ୍ରଣା ମାେ ଉପରେ ଆସିଅଛି। କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
Psalm 1:1
ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,
Psalm 40:8
ହେ ମାରେ ପରମେଶ୍ବର, ତୁମ୍ଭେ ୟାହା ଚାହୁଁଛ, ମୁଁ ତାହା କରିବାକୁ ଚାହୁଁଛି। ତୁମ୍ଭର ନୀତିଶିକ୍ଷା ମାେ' ହୃଦଯରେ ଅଛି।
Psalm 115:7
ସମାନଙ୍କେର ହାତ ଅଛି କିନ୍ତୁ ତାହା ସ୍ବର୍ଗ କରିପାରନ୍ତି ନାହିଁ। ସମାନଙ୍କେର ଗୋଡ଼ ଅଛି କିନ୍ତୁ ଚାଲିପାରନ୍ତି ନାହିଁ। ସମାନଙ୍କେ ଗଳାରୁ କୌଣସି ସ୍ବର ବାହାରେ ନାହିଁ।
Psalm 119:14
ତୁମ୍ଭର ବାକ୍ଯରେ ରହି ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
Psalm 119:35
ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମାେତେ ଆଗଇେ ନିଅ। ମୁଁ ବାସ୍ତବରେ ସହେିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
Psalm 119:47
ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସି। ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନହେ କରିଅଛି।
Psalm 119:70
ସହେି ଲୋକମାନେ ବହୁତ ମୂର୍ଖ। ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
Psalm 119:97
ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ।
Psalm 111:1
ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ଯବାଦ ଦବେି।