Psalm 104:9
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ। ୟପରେିକି ସମାନେେ ତାହା ଅତିକ୍ରମ କରିପାରିବେ ନାହିଁ। ଜଳରାଶି କବେେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରିପାରିବ ନାହିଁ।
Psalm 104:9 in Other Translations
King James Version (KJV)
Thou hast set a bound that they may not pass over; that they turn not again to cover the earth.
American Standard Version (ASV)
Thou hast set a bound that they may not pass over; That they turn not again to cover the earth.
Bible in Basic English (BBE)
You made a limit over which they might not go, so that the earth would never again be covered by them.
Darby English Bible (DBY)
Thou hast set a bound which they may not pass over, that they turn not again to cover the earth.
World English Bible (WEB)
You have set a boundary that they may not pass over; That they don't turn again to cover the earth.
Young's Literal Translation (YLT)
A border Thou hast set, they pass not over, They turn not back to cover the earth.
| Thou hast set | גְּֽבוּל | gĕbûl | ɡEH-vool |
| a bound | שַׂ֭מְתָּ | śamtā | SAHM-ta |
| not may they that | בַּל | bal | bahl |
| over; pass | יַֽעֲבֹר֑וּן | yaʿăbōrûn | ya-uh-voh-ROON |
| again not turn they that | בַּל | bal | bahl |
| יְ֝שֻׁב֗וּן | yĕšubûn | YEH-shoo-VOON | |
| to cover | לְכַסּ֥וֹת | lĕkassôt | leh-HA-sote |
| the earth. | הָאָֽרֶץ׃ | hāʾāreṣ | ha-AH-rets |
Cross Reference
Genesis 9:11
ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।
Job 26:10
ପରମେଶ୍ବର ସମୁଦ୍ର ରେ ଆକାଶ ଓ ପୃଥିବୀ ମଧିଅରେ ଦିଗବଳଯ ସୃଷ୍ଟି କରନ୍ତି। ଯେଉଁଠା ରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।
Job 38:10
ମୁଁ ସମୁଦ୍ର ପାଇଁ ସୀମା ନିରୁପିତ କଲି ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦିଅ।
Jeremiah 5:22
ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
Psalm 33:7
ପରମେଶ୍ବର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରୀତ କଲେ। ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
Isaiah 54:9
କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।