Psalm 103:19 in Oriya

Oriya Oriya Bible Psalm Psalm 103 Psalm 103:19

Psalm 103:19
ପରମେଶ୍ବରଙ୍କ ସିଂହାସନ ସ୍ବର୍ଗରେ ଅଛି ଏବଂ ସେ ସବୁଆଡ଼େ ଶାସନ କରନ୍ତି।

Psalm 103:18Psalm 103Psalm 103:20

Psalm 103:19 in Other Translations

King James Version (KJV)
The LORD hath prepared his throne in the heavens; and his kingdom ruleth over all.

American Standard Version (ASV)
Jehovah hath established his throne in the heavens; And his kingdom ruleth over all.

Bible in Basic English (BBE)
The Lord has made ready his high seat in the heavens; his kingdom is ruling over all.

Darby English Bible (DBY)
Jehovah hath established his throne in the heavens, and his kingdom ruleth over all.

World English Bible (WEB)
Yahweh has established his throne in the heavens. His kingdom rules over all.

Young's Literal Translation (YLT)
Jehovah in the heavens Hath established His throne, And His kingdom over all hath ruled.

The
Lord
יְֽהוָ֗הyĕhwâyeh-VA
hath
prepared
בַּ֭שָּׁמַיִםbaššāmayimBA-sha-ma-yeem
his
throne
הֵכִ֣יןhēkînhay-HEEN
heavens;
the
in
כִּסְא֑וֹkisʾôkees-OH
and
his
kingdom
וּ֝מַלְכוּת֗וֹûmalkûtôOO-mahl-hoo-TOH
ruleth
בַּכֹּ֥לbakkōlba-KOLE
over
all.
מָשָֽׁלָה׃māšālâma-SHA-la

Cross Reference

Psalm 47:2
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜ ଅଟନ୍ତି।

1 Peter 3:22
ଏବେ ଯୀଶୁ ସ୍ବର୍ଗକୁ ଗଲଣେି। ସେ ପରମେଶ୍ବରଙ୍କ ଡାହାଣ ରେ ବିରାଜମାନ। ସେ ସଠାେରେ ସ୍ବର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।

Philippians 2:9
ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।

Psalm 11:4
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।

Hebrews 8:1
ଆମ୍ଭେ ଯାହା କିଛି କହୁଛୁ, ତାର ସାର ମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାୟାଜକ ଅଛନ୍ତି, ଯେ ସ୍ବର୍ଗର ପରମେଶ୍ବରଙ୍କ ସିଂହାସନର ଦକ୍ଷିଣ ପାଶର୍‌ବ ରେ ବସି ଅଛନ୍ତି।

Ephesians 1:21
ପରମେଶ୍ବର ଖ୍ରୀଷ୍ଟଙ୍କୁ ସମସ୍ତ ଶାସକ, ଅଧିକାରୀ, ଶକ୍ତି ଓ ରାଜାମାନଙ୍କଠାରୁ ଅଧିକ ମହତ୍ବପୂର୍ଣ୍ଣ ପଦ ଦଇେଅଛନ୍ତି। ଏହି ସଂସାର କି ପରବର୍ତ୍ତୀ ସଂସାର ରେ ଥିବା ଯେ କୌଣସି କ୍ଷମତା ପୂର୍ଣ୍ଣ ଶକ୍ତି ଅପେକ୍ଷା ଖ୍ରୀଷ୍ଟଙ୍କର ଶକ୍ତି ଅତି ଅଧିକ ଅଟେ।

Daniel 4:34
ଅନନ୍ତର ସହେି ସମୟର ଶଷେ ରେ ମୁଁ ନବୂଖଦ୍ନିତ୍ସର, ସ୍ବର୍ଗଆଡେ ଉର୍ଦ୍ଧ୍ବଦୃଷ୍ଟି କଲି। ସେତବେେଳେ ମାରେ ମନ ଠିକ୍ ବାଟକୁ ଆସିଗଲା। ତା'ପ ରେ ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କର ପ୍ରଶଂସା କଲି। ସହେି ଅନନ୍ତ ଜୀବିଙ୍କୁ ଧନ୍ଯବାଦ ଜଣାଇ ସମାଦର କଲି। କାରଣ ତାଙ୍କର କତ୍ତୃର୍ତ୍ବ ଅନନ୍ତକାଳୀନ ଓ ତାଙ୍କର ରାଜ୍ଯ ପୁରୁଷାନୁକ୍ରମେ ଥାଏ।

Daniel 4:25
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।

Daniel 4:17
ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।

Isaiah 66:1
ସଦାପ୍ରଭୁ ଏହିକଥା କୁହନ୍ତି, ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?

Psalm 115:3
ଆମ୍ଭମାନଙ୍କର ପରମେଶ୍ବର ସ୍ବର୍ଗରେ ଅଛନ୍ତି। ଏବଂ ସେ ୟାହା ଚାହାଁନ୍ତି ତାହା କରିପାରନ୍ତି।

Psalm 9:7
କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ଯମାନ, ସେ ତାଙ୍କର ରାଜ୍ଯକୁ ଶକ୍ତିଶାଳୀ କରନ୍ତି। ସେ ଏହି ପୃଥିବୀର ମଙ୍ଗଳ କରନ୍ତି।

Psalm 2:4
କିନ୍ତୁ ମାରେ ପ୍ରଭୁ ୟିଏକି 'ସ୍ବର୍ଗର ରାଜା' ସମାନଙ୍କେ ଏପରି କଥାକୁ ପରିହାସ କରିବେ।