Proverbs 7:11
ସେ ବଡ଼ ତୁଣ୍ଡଇେ ଓ ଅବାଧ୍ଯା ଥଲା। ତା'ର ପାଦ ଆଦୌ ଗୃହ ରେ ରହୁ ନ ଥିଲା।
Proverbs 7:11 in Other Translations
King James Version (KJV)
(She is loud and stubborn; her feet abide not in her house:
American Standard Version (ASV)
She is clamorous and wilful; Her feet abide not in her house:
Bible in Basic English (BBE)
She is full of noise and uncontrolled; her feet keep not in her house.
Darby English Bible (DBY)
She is clamorous and unmanageable; her feet abide not in her house:
World English Bible (WEB)
She is loud and defiant. Her feet don't stay in her house.
Young's Literal Translation (YLT)
Noisy she `is', and stubborn, In her house her feet rest not.
| (She | הֹמִיָּ֣ה | hōmiyyâ | hoh-mee-YA |
| is loud | הִ֣יא | hîʾ | hee |
| and stubborn; | וְסֹרָ֑רֶת | wĕsōrāret | veh-soh-RA-ret |
| feet her | בְּ֝בֵיתָ֗הּ | bĕbêtāh | BEH-vay-TA |
| abide | לֹא | lōʾ | loh |
| not | יִשְׁכְּנ֥וּ | yiškĕnû | yeesh-keh-NOO |
| in her house: | רַגְלֶֽיהָ׃ | raglêhā | rahɡ-LAY-ha |
Cross Reference
Proverbs 9:13
ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ବର ରେ ନିର୍ବୋଧ ବିଷଯ ରେ କ ହେ। ସେ କିଛି ବୁଝିପା ରେ ନାହିଁ।
Titus 2:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।
Genesis 18:9
ଏହାପରେ ସହେି ଲୋକମାନେ ପଚାରିଲେ, ତୁମ୍ଭର ସ୍ତ୍ରୀ ସାରା କେଉଁଠା ରେ?
Proverbs 25:24
କଳିହୁଡ଼ୀ ସ୍ତ୍ରୀ ସଙ୍ଗ ରେ ଏକା ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।
Proverbs 27:14
ଜଣେ ୟିଏ ଅତି ପ୍ରଭାତରୁ ଆପଣାର ପଡ଼ୋଶୀକୁ ଆଶୀର୍ବାଦ କରେ, ତାର ପଡ଼ୋଶୀ ଏହାକୁ ଆଶୀର୍ବାଦ ବଦଳ ରେ ଅଭିଶାପ ଭାବେ ଗ୍ରହଣ କରେ।
Proverbs 31:10
ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।
1 Timothy 5:13
ସହେି ୟୁବତୀ ବିଧବାମାନେ ଘରକୁ ଘର ଅଯଥା ରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସମାନେେ ବଚସା କରିବା ଓ ଅନ୍ଯଲୋକଙ୍କ ଜୀବନ ବିଷୟ ରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ କଥାଗୁଡ଼ିକ କୁହନ୍ତି।