Proverbs 27:1
କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ'ଣ ଘଟିବାକୁ ଯାଉଛି।
Proverbs 27:1 in Other Translations
King James Version (KJV)
Boast not thyself of to morrow; for thou knowest not what a day may bring forth.
American Standard Version (ASV)
Boast not thyself of tomorrow; For thou knowest not what a day may bring forth.
Bible in Basic English (BBE)
Do not make a noise about tomorrow, for you are not certain what a day's outcome may be.
Darby English Bible (DBY)
Boast not thyself of to-morrow, for thou knowest not what a day will bring forth.
World English Bible (WEB)
Don't boast about tomorrow; For you don't know what a day may bring forth.
Young's Literal Translation (YLT)
Boast not thyself of to-morrow, For thou knowest not what a day bringeth forth.
| Boast | אַֽל | ʾal | al |
| not thyself | תִּ֭תְהַלֵּל | tithallēl | TEET-ha-lale |
| of to morrow; | בְּי֣וֹם | bĕyôm | beh-YOME |
| מָחָ֑ר | māḥār | ma-HAHR | |
| for | כִּ֤י | kî | kee |
| knowest thou | לֹא | lōʾ | loh |
| not | תֵ֝דַ֗ע | tēdaʿ | TAY-DA |
| what | מַה | ma | ma |
| a day | יֵּ֥לֶד | yēled | YAY-led |
| may bring forth. | יֽוֹם׃ | yôm | yome |
Cross Reference
James 4:13
ତୁମ୍ଭ ଭିତ ରେ କହେି କହେି କୁହନ୍ତି, ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ। ଶୁଣ ! ଏହି ବିଷୟ ରେ ଚିନ୍ତା କର :
Luke 12:19
ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'
Psalm 95:7
ସେ ହେଉଛନ୍ତି ଆମ୍ଭର ପରମେଶ୍ବର ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ। ଆଜି ଆମ୍ଭେ ତାଙ୍କର ମଷେ ତୁଲ୍ଯ, ସିଏ ତାଙ୍କ ନିଜର ତୃଣ଼ଭୂମିକୁ ଯତ୍ନ ନିଅନ୍ତି।
1 Samuel 28:19
ସଦାପ୍ରଭୁ ତକ୍ସ୍ଟମ୍ଭ ସହିତ ଇଶ୍ରାୟେଲକକ୍ସ୍ଟ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପକ୍ସ୍ଟତ୍ରମାନେ ଆସନ୍ତା କାଲି ମାେ ସହିତ ଏହିଠା ରେ ରହିବ।
Isaiah 56:12
ପ୍ରେତ୍ୟକକ କୁହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନ ରେ ମତ୍ତ ହବୋ ; ପୁନଶ୍ଚ ଆଜି ଯେପରି ହବେ କାଲି ମଧ୍ଯ ସହେିପରି ହବେ ଏବଂ ତାହା ଅପରିମିତ ମହାଦିନ ହବେ।'
2 Corinthians 6:2
ପରମେଶ୍ବର କହିଛନ୍ତି :