Matthew 9:33
ଯୀଶୁ ତା' ଦହରେୁ ଭୂତକୁ ତଡି ଦେଲେ। କିଛି କହି ପାରୁ ନଥିବା ଲୋକଟି ପୁଣି ତା'ର କହିବା ଶକ୍ତି ଫରେି ପାଇଲା। ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଇଶ୍ରାଯାଲ ରେ ଏଭଳି ଘଟଣା ଘଟିବା ଆମ୍ଭେ କବେେ ହେଲେ ଦେଖି ନଥିଲୁ।
Matthew 9:33 in Other Translations
King James Version (KJV)
And when the devil was cast out, the dumb spake: and the multitudes marvelled, saying, It was never so seen in Israel.
American Standard Version (ASV)
And when the demon was cast out, the dumb man spake: and the multitudes marvelled, saying, It was never so seen in Israel.
Bible in Basic English (BBE)
And when the evil spirit had been sent out, the man had the power of talking: and they were all surprised, saying, Such a thing has never been seen in Israel.
Darby English Bible (DBY)
And the demon having been cast out, the dumb spake. And the crowds were astonished, saying, It has never been seen thus in Israel.
World English Bible (WEB)
When the demon was cast out, the mute man spoke. The multitudes marveled, saying, "Nothing like this has ever been seen in Israel!"
Young's Literal Translation (YLT)
and the demon having been cast out, the dumb spake, and the multitude did wonder, saying that `It was never so seen in Israel:'
| And | καὶ | kai | kay |
| out, was the when | ἐκβληθέντος | ekblēthentos | ake-vlay-THANE-tose |
| devil | τοῦ | tou | too |
| cast | δαιμονίου | daimoniou | thay-moh-NEE-oo |
| the | ἐλάλησεν | elalēsen | ay-LA-lay-sane |
| dumb | ὁ | ho | oh |
| spake: | κωφός, | kōphos | koh-FOSE |
| and | καὶ | kai | kay |
| the | ἐθαύμασαν | ethaumasan | ay-THA-ma-sahn |
| multitudes | οἱ | hoi | oo |
| marvelled, | ὄχλοι | ochloi | OH-hloo |
| saying, | λέγοντες | legontes | LAY-gone-tase |
| It was | ὅτι | hoti | OH-tee |
| never | Οὐδέποτε | oudepote | oo-THAY-poh-tay |
| so | ἐφάνη | ephanē | ay-FA-nay |
| seen | οὕτως | houtōs | OO-tose |
| in | ἐν | en | ane |
| τῷ | tō | toh | |
| Israel. | Ἰσραήλ | israēl | ees-ra-ALE |
Cross Reference
Exodus 4:11
ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।
Luke 7:9
ଯୀଶୁ ଏହା ଶୁଣିସାରି ବଡ ଆଶ୍ଚର୍ୟ୍ଯ ହାଇଗେଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡକୁ ବୁଲି ପଡି କହିଲସେ ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ବାସ ମାେତେ ଇଶ୍ରାୟେଲ ରେ ମଧ୍ଯ ମିଳିନାହିଁ।
Mark 7:32
ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
Mark 2:12
ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଓ ପରମେଶ୍ବରଙ୍କ ମହିମାଗାନ କଲେ। ସମାନେେ କହିଲେ, ଆମ୍ଭମାନେେ ଏଭଳି ଆଶ୍ଚର୍ୟ୍ଯ ଘଟଣା କବେେ ହେଲେ ଦେଖି ନଥିଲୁ।
Matthew 15:30
ଅନକେ ସଂଖ୍ଯା ରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଅନକେ ଅନ୍ଧ, ମୂକ ବଧିର, େଛାଟା ଅପାଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।
Jeremiah 32:20
ହେ ସଦାପ୍ରଭୁ, ତୁମ୍ଭେ ମିଶର ରେ ନାନା ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସାଦନ କରିଅଛ। ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଅନ୍ଯାନ୍ଯ ଲୋକମାନଙ୍କ ମଧିଅରେ ସହେି ଅଦ୍ଭୁତ ଲକ୍ଷଣ ଦଖାେଉଛ। ପୁଣି ଏହିସବୁ କାର୍ୟ୍ଯ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହାଇେଅଛ।
Isaiah 35:6
ଖଞ୍ଜଲୋକ ହରିଣ ତୁଲ୍ଯ ନିଆଁ ମାରିବ ଓ ମୂକ ଆନନ୍ଦ ରେ ଗାନ କରିବ। କାରଣ ପ୍ରାନ୍ତର ରେ ଜଳ ଓ ମରୁଭୂମିରେ ଝରଣାର ଷୋର୍ତ ବାହାରିବ।
Psalm 76:1
ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍।
2 Kings 5:8
ଏହାପରେ ପରମେଶ୍ବରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇଶ୍ରାୟେଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମାେ ନିକଟକୁ ଆସୁ, ତାହା ହେଲେ ଇଶ୍ରାୟେଲ ରେ ଭବିଷ୍ଯଦ୍ବକ୍ତା ଅଛନ୍ତି, ସେ ଜାଣିବ।
Luke 11:14
ଥରେ ଯୀଶୁ କଥା କହି ପାରୁନଥିବା ଗୋଟିଏ ଲୋକ ଦହରେୁ ଭୂତକୁ ତଡି ଦେଉଥିଲେ। ଭୂତଟି ମୂକ ଲୋକ ଦହରେୁ ବାହାରି ଆସିବା ମାତ୍ ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହାଇେଥିବା ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ।