Mark 8:18 in Oriya

Oriya Oriya Bible Mark Mark 8 Mark 8:18

Mark 8:18
ତୁମ୍ଭମାନଙ୍କର କ'ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭମାନେେ ଦେଖି ପାରୁନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭମାନେେ ଶୁଣି ପାରିନାହଁ? ଆମ୍ଭ ପାଖ ରେ ଯେତବେେଳେ ଖାଇବାକୁ ୟଥେଷ୍ଟ ରୋଟୀ ନଥିଲା, ମୁଁ ସେତବେେଳେ କ'ଣ କରିଥିଲି ତୁମ୍ଭମାନଙ୍କର କ'ଣ ତାହା ମନେ ନାହିଁ?

Mark 8:17Mark 8Mark 8:19

Mark 8:18 in Other Translations

King James Version (KJV)
Having eyes, see ye not? and having ears, hear ye not? and do ye not remember?

American Standard Version (ASV)
Having eyes, see ye not? and having ears, hear ye not? and do ye not remember?

Bible in Basic English (BBE)
Having eyes, do you not see? and having ears, have you no hearing? and have you no memory?

Darby English Bible (DBY)
Having eyes, see ye not? and having ears, hear ye not? and do ye not remember?

World English Bible (WEB)
Having eyes, don't you see? Having ears, don't you hear? Don't you remember?

Young's Literal Translation (YLT)
Having eyes, do ye not see? and having ears, do ye not hear? and do ye not remember?

Having
ὀφθαλμοὺςophthalmousoh-fthahl-MOOS
eyes,
ἔχοντεςechontesA-hone-tase
see
ye
οὐouoo
not?
βλέπετεblepeteVLAY-pay-tay
and
καὶkaikay
having
ὦταōtaOH-ta
ears,
ἔχοντεςechontesA-hone-tase
ye
hear
οὐκoukook
not?
ἀκούετεakoueteah-KOO-ay-tay
and
καὶkaikay
do
ye
not
οὐouoo
remember?
μνημονεύετεmnēmoneuetem-nay-moh-NAVE-ay-tay

Cross Reference

Mark 4:12
ମୁଁ ଏପରି କରେ କାରଣ:

Jeremiah 5:21
' ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭମାନେେ ଚକ୍ଷୁ ଥାଉଁ ଥାଉଁ ଦେଖୁନାହଁ, କର୍ଣ୍ଣ ଥାଉଁ ଥାଉଁ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭମାନେେ ଶୁଣ।

Acts 28:26
'ଏହି ଲୋକମାନଙ୍କ ପାଖକୁ ଯାଅ ଓ ସମାନଙ୍କେୁ କୁହ ଯେ ତୁମ୍ଭମାନେେ ଶୁଣିବ, କିନ୍ତୁ ବୁଝିବ ନାହିଁ। ତୁମ୍ଭମାନେେ ଚ଼ାହୁଁଥିବ, ଓ ଦେଖୁଥିବ କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।

Romans 11:8
ଶାସ୍ତ୍ର ରେ ଯେପରି ଲଖାେ ଅଛି:

Matthew 13:14
ଭବିଷ୍ଯଦ୍ବକ୍ତା ୟିଶାଇୟ ସମାନଙ୍କେ ବିଷୟ ରେ ଯାହା କହିଥିଲେ, ତାହା ସତ୍ଯ ବୋଲି ସହେିମାନେ ପ୍ରମାଣିତ କରି ଦେଉଛନ୍ତି। ୟିଶାଇୟ କହିଥିଲେ, 'ତୁମ୍ଭମାନେେ ଶୁଣୁଥିବ, କିନ୍ତୁ ବୁଝି ପାରିବ ନାହିଁ। ତୁମ୍ଭମାନେେ ଦେଖୁଥିବ କିନ୍ତୁ କିଛି ଜାଣିପାରିବ ନାହିଁ।

Isaiah 6:9
ତା'ପ ରେ ସଦାପ୍ରଭୁ କହିଲେ, ୟାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ଯଦିଓ ତୁମ୍ଭମାନେେ ଶୁଣୁଛ, କିନ୍ତୁ ତୁମ୍ଭମାନେେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।'

Ezekiel 12:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧିଅରେ ବାସ କରୁଅଛ। ସମାନଙ୍କେର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସମାନଙ୍କେ ପାଇଁ କରିଛୁ, ସମାନେେ ଦେଖି ପାରନ୍ତି ନାହିଁ। ସମାନଙ୍କେର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସମାନେେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସମାନେେ ବିଦ୍ରୋହୀ ବଂଶ।

John 12:40
ପରମେଶ୍ବର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସମାନଙ୍କେର ହୃଦୟ କଠିନ କରି ଦଇେଛନ୍ତି। ସମାନେେ ଯେପରି ଆଖି ରେ ଦେଖିପାରିବେ ନାହିଁ ଓ ବୁଦ୍ଧି ରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ବର ଏହା କରିଅଛନ୍ତି। ତା'ପରେ ମୁଁ ସମାନଙ୍କେୁ ସୁସ୍ଥ କରିବି। ୟିଶାଇୟ 6:10

Psalm 115:5
ସହେି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ। ସମାନଙ୍କେର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।

Isaiah 44:18
ସସହିସଲାକମାଲନ କ'ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଚାର କରନ୍ତି ନାହିଁ।ସସମାଲନସଯପରିସଦଖି ନ ପାରିଲବ ଏଥିପାଇଁସସମାନଙ୍କର ଚକ୍ଷୁ ଓସସମାଲନସଯପରି ବୁଝି ନ ପାରିଲବ, ଏଥିପାଇଁସସମାନଙ୍କର ଚିତ୍ତସସ ମୁଦ୍ରିତ କରିଛନ୍ତି।

Isaiah 42:18
ହେ ବଧିରମାନେ ଶୁଣ ! ହେ ଅନ୍ଧମାନେ, ତୁମ୍ଭମାନେେ ଦେଖିବା ପାଇଁ ଦୃଷ୍ଟି ଦିଅ।

Deuteronomy 29:4
କିନ୍ତୁ ଏପରିକି ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମମାନ ବକ୍ସ୍ଟଝି ପାରିଲ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜି ପର୍ୟ୍ଯନ୍ତ ଠିକ୍ ଭାବେ ବକ୍ସ୍ଟଝିପାରିଲ ନାହିଁ। ଯାହାସବୁ ଦେଖିଲ ଓ ଯାହା ସବୁ ଶକ୍ସ୍ଟଣିଲ।

2 Peter 1:12
ତୁମ୍ଭେ ଏହି କଥା ଜାଣ। ତୁମ୍ଭଠା ରେ ବର୍ତ୍ତମାନ ଥିବା ସତ୍ଯ ରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେ ପକାଇବା ପାଇଁ ସାହାୟ୍ଯ କରୁଥିବି।

Psalm 69:23
ସମାନେେ ଅନ୍ଧ ହୁଅନ୍ତୁ। ସମାନଙ୍କେ ଅଣ୍ଟା ନଇଁ ୟାଉଁ।