Mark 7:25 in Oriya

Oriya Oriya Bible Mark Mark 7 Mark 7:25

Mark 7:25
ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦହେ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡିଗଲା।

Mark 7:24Mark 7Mark 7:26

Mark 7:25 in Other Translations

King James Version (KJV)
For a certain woman, whose young daughter had an unclean spirit, heard of him, and came and fell at his feet:

American Standard Version (ASV)
But straightway a woman, whose little daughter had an unclean spirit, having heard of him, came and fell down at his feet.

Bible in Basic English (BBE)
But a woman, whose little daughter had an unclean spirit, having had news of him, came straight away and went down at his feet.

Darby English Bible (DBY)
But immediately a woman, whose little daughter had an unclean spirit, having heard of him, came and fell at his feet

World English Bible (WEB)
For a woman, whose little daughter had an unclean spirit, having heard of him, came and fell down at his feet.

Young's Literal Translation (YLT)
for a woman having heard about him, whose little daughter had an unclean spirit, having come, fell at his feet, --

For
ἀκούσασαakousasaah-KOO-sa-sa
a
certain
woman,
γὰρgargahr
whose
γυνὴgynēgyoo-NAY

περὶperipay-REE
daughter
young
αὐτοῦautouaf-TOO
had
ἡςhēsase

εἶχενeichenEE-hane
an
unclean
τὸtotoh
spirit,
θυγάτριονthygatrionthyoo-GA-tree-one
heard
αὐτῆςautēsaf-TASE
of
πνεῦμαpneumaPNAVE-ma
him,
ἀκάθαρτονakathartonah-KA-thahr-tone
and
came
ἐλθοῦσαelthousaale-THOO-sa
fell
and
προσέπεσενprosepesenprose-A-pay-sane
at
πρὸςprosprose
his
τοὺςtoustoos

πόδαςpodasPOH-thahs
feet:
αὐτοῦ·autouaf-TOO

Cross Reference

Matthew 15:22
ସହେି ଅଞ୍ଚଳର ଜମେ କିଣାନୀଯା ସ୍ତ୍ରୀ ଆସି ବଡପାଟି କରି କହିଲା, ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମାେ ପ୍ରତି ଦୟା କରନ୍ତୁ। ମାେ ଝିଅ ଦହେ ରେ ଗୋଟିଏ ଭୂତ ପଶି ରହିଛି। ମାେ ଝିଅ ଭାରି କଷ୍ଟ ପାଉଛି।

Mark 1:40
ଗୋଟିଏ କୁଷ୍ଠ ରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ପ୍ରାର୍ଥନା କଲା, ତୁମ୍ଭେ ଇଚ୍ଛା କଲେ ମାେତେ ଭଲ କରି ଦଇେ ପାରିବ। ସହେି ଶକ୍ତି ତୁମ୍ଭର ଅଛି।

Mark 5:22
ଯୀହୂଦୀ ସମାଜଗୃହର ଜଣେ ଅଧିକାରୀ ସଠାେକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ ରେ ତାହାଙ୍କ ପାଦ ତଳେ ପଡିଗଲେ।

Mark 5:33
ସହେି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହାଇଯୋଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡିଗଲା। ସେ ଭୟ ରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା।

Mark 9:17
ଭିଡ ଭିତରୁ ଜଣେ ଲୋକ ଉତ୍ତର ଦଲୋ, ହେ ଗୁରୁ, ମୁଁ ମାେ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦହେ ରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉନାହିଁ।

Luke 17:16
ଜଣେ ଲୋକ ନିଜକୁ ସୁସ୍ଥ ହାଇେ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫରେି ଆସିଲା। ସେ ବଡ ପାଟିକରି ନଇଁପଡି ପ୍ରଣାମ କଲା ଓ ତାହାଙ୍କୁ ଧନ୍ଯବାଦ ଦୋଲା। ସେ ଯୀଶୁଙ୍କ ପାଦତଳେ ନଇଁପଡି ପ୍ରମାଣ କଲା ଓ ତାହାଙ୍କୁ ଧନ୍ଯବାଦ ଦଲୋ। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନଥିଲା,

Acts 10:25
ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।

Revelation 22:8
ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି।