Mark 4:14
ଚାଷୀଟି ଲୋକମାନଙ୍କ ମନ ମଧିଅରେ ପରମେଶ୍ବରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି।
Mark 4:14 in Other Translations
King James Version (KJV)
The sower soweth the word.
American Standard Version (ASV)
The sower soweth the word.
Bible in Basic English (BBE)
The seed is the word.
Darby English Bible (DBY)
The sower sows the word:
World English Bible (WEB)
The farmer sows the word.
Young's Literal Translation (YLT)
He who is sowing doth sow the word;
| The | ὁ | ho | oh |
| sower | σπείρων | speirōn | SPEE-rone |
| soweth | τὸν | ton | tone |
| the | λόγον | logon | LOH-gone |
| word. | σπείρει | speirei | SPEE-ree |
Cross Reference
Mark 2:2
ଅନକେ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହାଇଗେଲେ। ଘରଟି ପୁରିଗଲା। ଘ ରେ କି ବାହା ରେ କେଉଁଠି ହେଲେ ଠିଆ ହବୋକୁ ଜାଗା ନଥିଲା।ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ।
Matthew 13:37
ଯୀଶୁ କହିଲେ, ଯେଉଁ ଲୋକ ଜଣକ କ୍ଷତେ ରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ଯପୁତ୍ର
1 Peter 1:23
ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହା କିଛି କବେେ ମ ରେ ନାହିଁ, ସଠାରୁେ ଆସିଛି। ଯାହା ସବୁଦିନ ପାଇଁ ରୁ ହେ, ପରମେଶ୍ବରଙ୍କ ସହେି ଜୀବନ୍ତ ସୁସମାଚାର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ।
Colossians 1:5
ତୁମ୍ଭମାନଙ୍କର ଭରସା ହତେୁ ତୁମ୍ଭମାନେେ ଖ୍ରୀଷ୍ଟଙ୍କୁ ବିଶ୍ବାସ ଓ ସାଧୁମାନଙ୍କୁ ପ୍ ରମେ କରୁଛ। ତୁମ୍ଭେ ଯେଉଁ ବିଷୟଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ବର୍ଗ ରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭମାନେେ ଯେତବେେଳେ ସତ୍ଶିକ୍ଷା ବା ସୁସମାଚାର ଶୁଣିଥିଲ, ସେତବେେଳେ ଏହି ଭରସା ବିଷୟ ରେ ଜାଣିଥିଲ।
Acts 8:4
ଯେଉଁମାନେ ଛିନ୍ନ ଭିନ୍ନ ହାଇଯୋଇଥିଲେ, ସହେି ଲୋକମାନେ ଚ଼ାରିଆଡ଼େ ଯାଇ ସୁସମାଚ଼ାର କହିଲେ।
Luke 8:11
ଦୃଷ୍ଟାନ୍ତର ଏହାହିଁ ଅର୍ଥ: ବୀଜ ଦେଉଛି ପରମେଶ୍ବରଙ୍କ ଉପଦେଶ।
Luke 1:2
ଯେଉଁମାନେ ଏ ଘଟଣା ଗୁଡିକୁ ନିଜେ ଆରମ୍ଭରୁ ଦେଖିଛନ୍ତି ଏବଂ ଲୋକମାନଙ୍କ ମଧିଅରେ ତାହାଙ୍କ ବାର୍ତ୍ତା ପ୍ରଚାର କରି ପରମେଶ୍ବରଙ୍କ ସବୋ କରିଛନ୍ତି, ସହେିମାନଙ୍କଠାରୁ ଯେଉଁ ବିଷୟ ଆମ୍ଭମାନେେ ଶିକ୍ଷା କରିଛୁ ଠିକ୍ ସହେିସବୁ କଥା ସମାନେେ ଲେଖିଅଛନ୍ତି।
Mark 4:3
ଶୁଣ; ଜଣେ ଚାଷୀ ବୀଜ ବୁଣିବାକୁ ବାହାରିଲା।
Matthew 13:19
ରାସ୍ତା ରେ ପଡି ଯାଇଥିବା ବୀଜର ଅର୍ଥ କଣ? ମଞ୍ଜିଟି ସହେି ଲୋକପରି ସେ ସ୍ବର୍ଗରାଜ୍ଯର ସୁସମାଚାର ଶୁଣେ, ଓ ତାହା ବୁଝି ପା ରନୋହିଁ। ଶୟତାନ ଆ ସେ ଓ ତା ହୃଦୟ ରେ ଯାହା କିଛି ବୁଣା ହାଇେଥାଏ, େସତକେ ନଇେ ଚାଲିଯାଏ।
Isaiah 32:20
ତୁମ୍ଭମାନଙ୍କ ମଧ୍ଯରୁ କେତକେ ସକଳ ସ୍ଥାନ ରେ ବୀଜ ବୁଣୁଛ ଓ ଗୋରୁ ଗର୍ଦ୍ଦଭମାନଙ୍କୁ ବାହା ରେ ଚରିବାକୁ ଛାଡ଼ୁଛ, ସେଥିପାଇଁ ତୁମ୍ଭମାନେେ ଧନ୍ଯ।