Mark 12:27 in Oriya

Oriya Oriya Bible Mark Mark 12 Mark 12:27

Mark 12:27
ଯଦି ପରମେଶ୍ବର କହିଛନ୍ତି ଯେ, ସେ ସମାନଙ୍କେର ପରମେଶ୍ବର, ତବେେ ପ୍ରକୃତ ରେ ଏ ଲୋକମାନେ ମୃତ ନୁହଁନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ବର ନୁହଁନ୍ତି। ବରଂ ସେ ଜୀବିତମାନଙ୍କର ପରମେଶ୍ବର। ହେ ସାଦ୍ଦୁକୀମାନେ, ତୁମ୍ଭମାନେେ ବଡ ଭ୍ରମ ରେ ପଡିଛ।

Mark 12:26Mark 12Mark 12:28

Mark 12:27 in Other Translations

King James Version (KJV)
He is not the God of the dead, but the God of the living: ye therefore do greatly err.

American Standard Version (ASV)
He is not the God of the dead, but of the living: ye do greatly err.

Bible in Basic English (BBE)
He is not the God of the dead, but of the living: you are greatly in error.

Darby English Bible (DBY)
He is not the God of [the] dead, but of [the] living. *Ye* therefore greatly err.

World English Bible (WEB)
He is not the God of the dead, but of the living. You are therefore badly mistaken."

Young's Literal Translation (YLT)
he is not the God of dead men, but a God of living men; ye then go greatly astray.'

He
is
οὐκoukook
not
ἔστινestinA-steen
the
hooh
God
θεὸςtheosthay-OSE
dead,
the
of
νεκρῶνnekrōnnay-KRONE
but
ἀλλὰallaal-LA
God
the
Θεὸςtheosthay-OSE
of
the
living:
ζώντων·zōntōnZONE-tone
ye
ὑμεῖςhymeisyoo-MEES
therefore
οὖνounoon
do
greatly
πολὺpolypoh-LYOO
err.
πλανᾶσθεplanasthepla-NA-sthay

Cross Reference

Romans 14:9
ସେଥିପାଇଁ ଖ୍ରଷ୍ଟ ମୃତ୍ଯୁ ବରଣ କଲେ ଓ ମୃତ୍ଯୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁ ମାନେ ମରି ସାରିଛନ୍ତି ଓ ଯେଉଁ ମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହାଇେ ପାରିବେ।

Romans 4:17
ଶାସ୍ତ୍ର ରେ ଲଖାେ ଅଛି, ମୁଁ ତୁମ୍ଭକୁ (ଅବ୍ରାହାମ) ଅନକେ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି। ପରମେଶ୍ବରଙ୍କ ଆଗ ରେ ଏହା ସତ୍ଯ ଅଟେ। ଅବ୍ରାହାମ ଯେଉଁ ପରମେଶ୍ବରଙ୍କୁ ବିଶ୍ବାସ କରିଥିଲେ, ସହେି ପରମେଶ୍ବର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ଯାପି ଘଟି ନାହିଁ ସଗେୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।

Proverbs 19:27
ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ବିଚ୍ଯୁତ କରେ, ତାହା ଶୁଣିବାରୁ ନିବୃତ୍ତ ହୁଅ।

Mark 12:24
ଯୀଶୁ କହିଲେ, ସବୁ ଶାସ୍ତ୍ର କ'ଣ କ ହେ, ତାହା ତୁମ୍ଭମାନେେ ଜାଣିନାହଁ କି ପରମେଶ୍ବରଙ୍କ ଶକ୍ତି ବିଷୟ ରେ। ତେଣୁ ତୁମ୍ଭମାନେେ ଭ୍ରମ ରେ ପଡିଥାଅ।

Hebrews 3:10
ସେଥିପାଇଁ ମୁଁ ସହେି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି। ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ ଅଟେ। ସମାନେେ ମାରେ ମାର୍ଗ ବୁଝନ୍ତି ନାହିଁ।

Hebrews 11:13
ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।